Daily Archives

July 23, 2019

B.Ed ପରୀକ୍ଷାର୍ଥୀଙ୍କ ପାଇଁ ବଡ ଖବର । ଆସନ୍ତାକାଲି ହେବାକୁ ଥିବା B.Ed ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କ ପରୀକ୍ଷା…

କନକ ବ୍ୟୁରୋ : ଆସନ୍ତାକାଲି ହେବାକୁ ଥିବା ବିଇଡି ପ୍ରଥମ ବର୍ଷ ପରୀକ୍ଷାକୁ ବାତିଲ କରାଯାଇଛି । ଏନେଇ ଉତ୍କଳ ବିଶ୍ୱବିଦ୍ୟାଳୟ ପରୀକ୍ଷା ନିୟନ୍ତ୍ରକଙ୍କ ପକ୍ଷରୁ ସୂଚନା ଦିଆଯାଇଛି । କଂଗ୍ରେସର ବିକ୍ଷୋଭ ପ୍ରଦର୍ଶନ ପାଇଁ ପରୀକ୍ଷାକୁ ବାତିଲ କରାଯାଇଛି । ପରବର୍ତ୍ତୀ ପରୀକ୍ଷା ତାରିଖ ଖୁବଶୀଘ୍ର…

୨୦୩୦ ସୁଦ୍ଧା ଓଡ଼ିଶାରେ ୧୦୦ ମିଲିୟନ ଟନ୍ ଖଣିଜ ପଦାର୍ଥ ଉତ୍ପାଦନ ଲକ୍ଷ୍ୟ । ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଆଲୋଚନା କଲେ…

କନକ ବ୍ୟୁରୋ : ୨୦୩୦ ସୁଦ୍ଧା ଓଡିଶା ୧୦୦ ମିଲିୟନ୍ ଟନ୍ ଖଣିଜ ପଦାର୍ଥ ଉତ୍ପାଦନ କରିବ । ସେଥିପାଇଁ ଷ୍ଟିଲ ହବ୍, ଭିତିଭୂମି ଓ ଷ୍ଟିଲ କ୍ଳଷ୍ଟରର ଉନ୍ନତି କରିବା ଲକ୍ଷ୍ୟ । ଏଥିପାଇଁ କଣ ପଦକ୍ଷେପ ନିଆଯିବ ଏବଂ କେମିତି କରାଯିବ ସେନେଇ ଆଜି ସଚିବାଳୟରେ କେନ୍ଦ୍ର ଇସ୍ପାତ ସଚିବ ରାଜ୍ୟ ସରକାରଙ୍କ…

ଛାତ୍ରଛାତ୍ରୀ ସାବଧାନ! ରାଜ୍ୟରେ ରହିଛି ୨ଟି ନକଲି ବିଶ୍ୱବିଦ୍ୟାଳୟ, ୟୁଜିସି ଜାରି କଲା ତାଲିକା । ଜାଣନ୍ତୁ କେଉଁଠି…

କନକ ବ୍ୟୁରୋ : ଛାତ୍ରଛାତ୍ରୀ ସାବଧାନ । ଶିକ୍ଷା ନାଁରେ ହେଉଛି ସାଂଘାତିକ ଠକେଇ । ଏନେଇ ଆଗୁଆ ସର୍ତକ କରିଛି ୟୁଜିସି । ସମଗ୍ର ଦେଶରେ ସରକାରଙ୍କୁ ଭୂଆଁ ବୁଲାଇ ୨୩ଟି ‘ଆତ୍ମଘୋଷିତ’ ଓ ‘ଅଣସ୍ୱୀକୃତ’ ବିଶ୍ୱବିଦ୍ୟାଳୟ ସେମାନଙ୍କର ବ୍ୟବସାୟ ଚଲାଇଥିବା ଆଜି ୟୁଜିସି ପକ୍ଷରୁ ପ୍ରକାଶିତ ଏକ…

କର୍ଣ୍ଣାଟକରେ ଗତ ୨୦ ବର୍ଷ ମଧ୍ୟରେ ବଦଳିଲେଣି ୧୦ ମୁଖ୍ୟମନ୍ତ୍ରୀ । ସର୍ବନିମ୍ନ ୬ ଦିନ, ସର୍ବାଧିକ ୫ ବର୍ଷ ୨ ଦିନ ।

କନକ ବ୍ୟୁରୋ : ଭୋଟ ସରିଲା, ସରକାର ଭାଙ୍ଗିଲା । କର୍ଣ୍ଣାଟକର ୧୪ ମାସର କୁମାରସ୍ୱାମୀ ସରକାରରେ ପଡିଲା ପୂର୍ଣ୍ଣଚ୍ଛେଦ । କର୍ଣ୍ଣାଟକ ପାଇଁ ଏଭଳି ଅସ୍ଥିର ସରକାର କିଛି ନୂଆ କଥା ନୁହେଁ । କର୍ଣ୍ଣାଟକରେ ୫ ବର୍ଷ ସରକାରରେ ତିଷ୍ଠି ରହିବା ରାଜନୈତିକ ଦଳ ପାଇଁ ସବୁଠୁ ବଡ ଚ୍ୟାଲେଞ୍ଜ । ଗତ ୨…

ଆସନ୍ତାକାଲି ବିଧାନସଭାରେ ହେବ ନାବାଳିକା ନିଖୋଜ ଓ ଦୁଷ୍କର୍ମ ପ୍ରସଙ୍ଗରେ ମୁଲତବି ଆଲୋଚନା

କନକ ବ୍ୟୁରୋ: ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ହୁଲସ୍ତୁଲ ବିଧାନସଭା । ବିରୋଧୀଙ୍କ ହୋହଲ୍ଲା, ନାରାବାଜିରେ କମ୍ପିଛି ଗୃହ । ରାଜ୍ୟରେ ବଢୁଥିବା ନାବାଳିକାଙ୍କୁ ଦୁଷ୍କର୍ମ ଓ ଶହ ଶହ ଶିଶୁ ନିଖୋଜ ହେବା ଘଟଣାକୁ ଗମ୍ଭୀରତାର ସହ ନେଇଛନ୍ତି ବିରୋଧୀ । ଆଉ ଉକ୍ତ ପ୍ରସଙ୍ଗକୁ ମୁଖ୍ୟ…