Daily Archives

March 28, 2019

ବାହୁଡ଼ିବେ ବିଜୟ ମହାପାତ୍ର ! ଆଜି ରାଜ୍ୟ କାର୍ଯ୍ୟାଳୟରେ ଦେବେ ଯୋଗ, ଆସନ୍ତକାଲି ଜୟପୁରରେ ପ୍ରଧାନମନ୍ତ୍ରୀଙ୍କ ସଭାରେ…

କନକ ବ୍ୟୁରୋ : ରାଜ୍ୟ ରାଜନୀତିରେ ଘଡ଼ିକେ ଘୋଡ଼ା ଛୁଟୁଛି । ନିର୍ବାଚନ ପାଖେଇ ଆସୁଥିବା ବେଳେ ରାଜନୀତି ପାଣିପାଗ ବଦଳିବାରେ ଲାଗିଛି । ଦଳ ଡ଼ିଆଁ ରାଜନୀତି ଯୋଗୁଁ ସମସ୍ତ ରାଜନୈତିକ ଦଳ ମଧ୍ୟରେ ଛକାପଂଝା ଜାରି ରହିଛି । ଅସନ୍ତୁଷ୍ଟ ନେତାଙ୍କ ମାନଭଞ୍ଜନ ପାଇଁ ଯଥାସମ୍ଭବ ଚେଷ୍ଟା ହେଉଛି । ଏହି…

ଭାଇଙ୍କ ଗଡ ବଂଚାଇବାକୁ ପ୍ରିୟଙ୍କାଙ୍କ ରାତିଅଧିଆ ମିଶନ । ବୁଥ କର୍ମକର୍ତାଙ୍କୁ ଦେଲେ ବିଜୟର ମନ୍ତ୍ର : କହିଲେ, ଦଳ…

କନକ ବ୍ୟୁରୋ : ଭାଇଙ୍କ ଗଡ ବଂଚାଇବାକୁ ଦିନ ରାତିକୁ ଏକ କରିଦେଇଛନ୍ତି ଭଉଣୀ ପ୍ରିୟଙ୍କା ଗାନ୍ଧି । ଏହି ନିର୍ବାଚନ ମଣ୍ଡଳୀର ବିଭିନ୍ନ ସ୍ଥାନରେ ବିଳମ୍ବିତ ରାତି ପର୍ଯ୍ୟନ୍ତ ପ୍ରଚାର କରିଛନ୍ତି ପ୍ରିୟଙ୍କା । କର୍ମୀଙ୍କ ସହ ଦଳୀୟ ସ୍ଥିତି ନେଇ ଆଲୋଚନା କରିବା ସହ ପ୍ରଚାରକୁ ଜୋରଦାର କରିଛନ୍ତି…

ଜମ୍ମୁ-କାଶ୍ମୀରର ସୋପିଆଁ ଓ ହନ୍ଦୱାଡ଼ାରେ ସେନାର ଏକକାଉଣ୍ଟର ! ୩ ଆତଙ୍କବାଦୀ ମୃତ, ଆଉ ୩ ଲୁଚି ରହିଥିବା ସନ୍ଦେହ

କନକ ବ୍ୟୁରୋ : ଜମ୍ମୁ-କାଶ୍ମୀରର ସୋପିଆ ଓ ହନ୍ଦୱାଡ଼ାରେ ସେନା ଓ ଆତଙ୍କବାଦୀ ମୁହାଁମୁହିଁ । ଆତଙ୍କବାଦୀଙ୍କ ବିରୋଧରେ ସେନା ଚଳାଇଛି ଅପରେସନ୍ ଅଲଆଉଟ୍ । ସେନା ଗୁଳିରେ ୩ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି । ଦକ୍ଷିଣ ସୋପିଆଁର କିଲ୍ଲୋର ଅଂଚଳରେ ଥକଭ ୩ ଉହ ଆତଙ୍କବାଦୀ ଲୁଚିଥିବା ସନ୍ଦେହ…

ନେତାଙ୍କ ସମ୍ପତ୍ତିକୁ ନେଇ ଚାଲିଛି ଚର୍ଚ୍ଚା । ବିଜେଡି ବିଧାୟକ ପ୍ରଦୀପ ଅମାତଙ୍କର ସମ୍ପତ୍ତିର ପରିମାଣ ମାତ୍ର ଅଧକୋଟି…

କନକ ବ୍ୟୁରୋ : ନିର୍ବାଚନ ଯେତିକି ଯେତିକି ପାଖେଇ ଆସୁଛି ରାଜନୀତି ମଧ୍ୟ ସେତିକି ପରିମାଣରେ ଚର୍ଚ୍ଚାରେ ରହୁଛି । ନିର୍ବାଚନ ତାରିଖ ଘୋଷଣା ହେବାପରେ ରାଜନୈତିକ ଉଷ୍ମତା ମଧ୍ୟ ଜାରି ରହିଛି । ଗୁରୁତ୍ୱପୂର୍ଣ୍ଣ କଥା ହେଲା ଯେ, ନେତାମାନେ ନିଜ ନିଜର ନାମାଙ୍କନ ଦାଖଲ କରିବା ସମୟରେ ସମସ୍ତଙ୍କ…

ପ୍ରଧାନମନ୍ତ୍ରୀଙ୍କ ଭାଷଣ ନେଇ ବିରୋଧୀଙ୍କ ଅଭିଯୋଗ ! ଯାଂଚ କମିଟି ଗଠନ କଲେ ନିର୍ବାଚନ କମିଶନ, ମାଗିଲେ ଭାଷଣର କପି

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣକୁ ନେଇ ତେଜିଲା ରାଜନୀତି । ମୋଦିଙ୍କ ଉଦବୋଧନର ନେଇ ବିରୋଧୀମାନେ ଆପତ୍ତି ଉଠାଇବା ପରେ ଏହାର ଯାଂଚ କରିବାକୁ କମିଟି ଗଠନ କରିଛନ୍ତି ନିର୍ବାଚନ କମିଶନ । ପ୍ରଧାନମନ୍ତ୍ରୀଙ୍କ ଭାଷଣର ଯାଂଚ କରିବ ନିର୍ବାଚନ କମିସନ । ଅପରେସନ ମିଶନ ଶକ୍ତି…

ଆଜିଠୁ ତୃତୀୟ ପର୍ଯ୍ୟାୟ ନାମାଙ୍କନ : ୬ ଲୋକସଭା ଓ ୪୨ ବିଧାନସଭା ପାଇଁ ପ୍ରକାଶ ପାଇବ ବିଜ୍ଞପ୍ତି

କନକ ବ୍ୟୁରୋ : ଆଜିଠୁ ତୃତୀୟ ପର୍ଯ୍ୟାୟ ନାମାଙ୍କନ । ତୃତୀୟ ପର୍ଯ୍ୟାୟରେ ୬ଟି ଲୋକସଭା ଓ ୪୨ଟି ବିଧାନସଭା ଲାଗି ନିର୍ବାଚନ ଅନୁଷ୍ଠିତ ହେବ । ସମ୍ବଲପୁର, ଢ଼େଙ୍କାନାଳ, କଟକ, ପୁରୀ, ଭୁବନେଶ୍ୱର ଓ କେନ୍ଦୁଝର ସଂସଦୀୟ କ୍ଷେତ୍ର ଓ ଏହାର ଅଧିନସ୍ଥ ବିଧାନସଭା ଆସନ ପାଇଁ ଆଜିଠାରୁ ପ୍ରାର୍ଥୀ ପତ୍ର…