Daily Archives

February 25, 2019

ଫୋକସ୍ ୨୦୧୯ ! କେବଳ କଂଗ୍ରେସ-ବିଜେପି ଫାଇଟ୍ ନୁହେଁ, ୨୨୧ ଲୋକସଭା ଆସନରେ ହେବାକୁ ଯାଉଛି ତ୍ରିମୁଖୀ ଲଢେଇ । 

କନକ ବ୍ୟୁରୋ : ୨୦୧୯ ନିର୍ବାଚନ ଯେତିକି ପାଖେଇ ପାଖେଇ ଯାଉଛି, ରାଜନୈତିକ ଦଳ ଗୁଡିକ ମଧ୍ୟରେ ସେତିକି ଉଷ୍ମତା ବୃଦ୍ଧି ପାଉଛି । କେଉଁ ରଣନୀତି ନେଇ ରାଜନୀତି ମଇଦାନକୁ ଓହ୍ଲାଇବେ, ସେନେଇ ଅଙ୍କ କଷୁଛନ୍ତି ସମସ୍ତ ଦଳ । ତେବେ ଚଳିତ ନିର୍ବାଚନରେ ଦେଶରେ ବିଜେପି ଏବଂ କଂଗ୍ରେସ ମଧ୍ୟରେ କଡା…

ଆଜି ରାତି ୧୦ଟା ଭିତରେ ରାଜ୍ୟର ୧୭ଟି ଜିଲ୍ଲାରେ ବର୍ଷା ଆଶଙ୍କା ! ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା

କନକ ବ୍ୟୁରୋ : ଟ୍ରାପ୍ ଲାଇନ୍ ପ୍ରଭାବରେ ଆସନ୍ତା ୪୮ଘଣ୍ଟା ମଧ୍ୟରେ ଆଭ୍ୟନ୍ତରୀଣ ଓଡ଼ିଶାରେ କାଳବୈଶାଖୀ ସମ୍ଭାବନା ରହିଛି ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପ୍ରକାଶ । ଓଡ଼ିଶାର ଭୁବନେଶ୍ୱରରେ ସର୍ବାଧିକ ତାପମାତ୍ରା ୩୯.୦ ଡିଗ୍ରି ସେଲସିୟସ୍ ରେକର୍ଡ କରାଯାଇଥିବା ବେଳେ…

ଆଇଟମ୍ ଗର୍ଲଙ୍କ ବିରୋଧରେ ଖଣ୍ଡଗିରି ଥାନାରେ ଏତଲା ଦେଲା କଳିଙ୍ଗ ସେନା ! ରାନୀ ଓ ଯାତ୍ରା ପାର୍ଟି ମାଲିକକୁ ତୁରନ୍ତ…

କନକ ବ୍ୟୁରୋ : ଖଣ୍ଡଗିରି ଥାନାରେ ଆଇଟମ ଗର୍ଲ ରାନୀଙ୍କ ବିରୋଧରେ ଏତଲା ଦେଲେ କଳିଙ୍ଗ ସେନା । ତୁରନ୍ତ ରାନୀ ଓ ଯାତ୍ରା ପାର୍ଟି ମାଲିକକୁ ତୁରନ୍ତ ଗିରଫ କରାଯାଉ ବୋଲି କଳିଙ୍ଗ ସେନା ପକ୍ଷରୁ ଦାବି କରାଯାଇଛି । ପରିବାର ସହ ଏପରି ଅଶ୍ଚୀଳ ନୃତ୍ୟ ଦେଖିହେବ ନାହିଁ । ବଲିଉଡ଼୍ ଆଇଟମ୍ ଗର୍ଲ ସନି…

ବିଜେପିକୁ କେଜ୍ରିୱାଲଙ୍କ ଟାର୍ଗେଟ ! କହିଲେ, ୪୦ ବଦଳରେ ୪୦୦ଙ୍କୁ ମାର, ତେବେ ଯାଇ ପୁରା ହେବ ପୁଲୱାମାର ବଦଲା ।

ପୁଲୱାମା ଆତଙ୍କବାଦୀ ଆକ୍ରମଣ ଘଟଣା ସାରା ଦେଶକୁ ଦୋହଲାଇ ଦେଇଥିବା ବେଳେ ପ୍ରତିଶୋଧର ନିଆଁରେ ଜଳୁଛି ଭାରତ । ଏହି ଘଟଣାକୁ ନେଇ ଲୋକଙ୍କ ମନରେ କୋହ ଯେତିକି, କ୍ରୋଧ ତାଠାରୁ ଅଧିକ । ଆଉ ଏହା ସହ ଏହି ଘଟଣାକୁ ନେଇ ରାଜନୀତି ମଧ୍ୟ ଜୋର ଚାଲିଥିବା ଚର୍ଚ୍ଚା ହେଉଛି । ପୁଲୱାମା ଆତଙ୍କୀ ହମଲାକୁ…

ସ୍କୁଲରେ ପିଲାଙ୍କୁ ବିନା ପାରିଶ୍ରମିକରେ ପାଠ ପଢାଉଛନ୍ତି ବିଇଡି, ଏମଇଡି ଛାତ୍ର ! ଉତ୍ତର ଓଡିଶା ବିଶ୍ୱବିଦ୍ୟାଳୟ…

କନକ ବ୍ୟୁରୋ : ଶିକ୍ଷା ଦାନ ମହତ ଦାନ । ଉତ୍ତର ଓଡିଶା ବିଶ୍ୱବିଦ୍ୟାଳୟ ପକ୍ଷରୁ ଆରମ୍ଭ ହୋଇଛି “ଟିଚ୍ ମୟୂରଭଞ୍ଜ” ଅଭିଯାନ । ଯେଉଁଥିରେ ସାମିଲ ହୋଇ ବିଇଡି ଓ ଏମଇଡି ପଢୁଥିବା ଛାତ୍ରଛାତ୍ରୀମାନେ ବିଭିନ୍ନ ସ୍କୁଲକୁ ନିଜ ଖର୍ଚ୍ଚରେ ଯାଇ ମାଗଣାରେ ପାଠ ପଢାଉଛନ୍ତି । “ଟିଚ୍ ମୟୂରଭଞ୍ଜ” ଏହି…

ସନ୍ଧ୍ୟାହେଲେ ଝଲସୁୁଛି ସମ୍ବଲପୁର ସହର ! କିମିଆ କରୁଛି ଚିକମିକ୍ ଆଲୁଅ ଓ ଆକର୍ଷଣୀୟ କଳାକୃତି, ବୁଲାବୁଲି କରି ମଜା…

କନକ ବ୍ୟୁରୋ : ପଶ୍ଚିମ ଓଡ଼ିଶାର ହୃଦୟ ସମ୍ବଲପୁର ସୌନ୍ଦର୍ଯ୍ୟ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି । ସଂଧ୍ୟା ହେଲେ ରଙ୍ଗୀନ ଆଲୁଅରେ ଝଲମଲ କରୁଛି ସମ୍ବଲପୁର ସହର । ସୁସଜ୍ଜିତ ଆଲୋକ ମାଳା ସାଙ୍ଗକୁ ବିଭିନ୍ନ କାରୁକାର୍ଯ୍ୟ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି ।  ସମ୍ବଲପୁର ସହର ସନ୍ଧ୍ୟା ହେଲେ…