Daily Archives

January 27, 2019

ରଙ୍ଗେଇଲୁଣ୍ଡା କୃଷକ ସମାବେଶରେ ମୁଖ୍ୟମନ୍ତ୍ରୀଙ୍କ ଉଦବୋଧନ ! କାଳିଆ ଯୋଜନାର ସଫଳତା ବଖାଣିଲେ ନବୀନ

କନକ ବ୍ୟୁରୋ : ଗଞ୍ଜାମବାସୀଙ୍କୁ ନମସ୍କାର କହି ଅଭିଭାଷଣ ଆରମ୍ଭ କଲେ ମୁଖ୍ୟମନ୍ତ୍ରୀ । ନବୀବ କହିଲେ ଚାଷୀଙ୍କୁ କାଳିଆ ଯୋଜନାରେ ସହାୟତା ପତ୍ର ପ୍ରଦାନ କରିଛି । ଜିଲ୍ଲାର ବିକାଶ ପାଇଁ ୧୧ଶହ କୋଟି ଟଙ୍କାର ପ୍ରକଳ୍ପ ଶିଳାନ୍ୟାସ କରିଥିବା କହିଛନ୍ତି ନବୀନ ପଟ୍ଟନାୟକ । ୭୧୬ କୋଟି ଟଙ୍କାର…

ଗଣତନ୍ତ୍ର ଦିବସରେ ଯବାନଙ୍କୁ ଡୋମିନୋଜର ଭେଟି : ମାଇନସ୍ ୫୦ ଡିଗ୍ରୀ ସେଲସିୟସରେ ଥିବା ସୈନ୍ୟଙ୍କ ପାଖକୁ ପହଂଚାଇଲା ଗରମ…

ସାଧାରଣତନ୍ତ୍ର ଦିବସରେ ଜମ୍ମୁ ଓ କଶ୍ମୀର ଅନ୍ତର୍ଗତ ସିଆଚିନ୍ ଗ୍ଲେସିଅରରେ ଅବସ୍ଥାପିତ ସୈନିକମାନଙ୍କୁ ଗରମ ପିଜ୍ଜା ଦିଆଯାଇଛି । ଏ ସଂକ୍ରାନ୍ତରେ ଡୋମିନୋଜ୍ ଟୁଇଟ୍ କରିଛି, ସିଆଚିନ୍ ଠାରେ ନିଯୁକ୍ତ ସାହସୀ ସୈନିକ ଓ ଅଧିକାରୀମାନଙ୍କ ଦେଶ ପାଇଁ ଅକ୍ଳାନ୍ତ ସେବା ପ୍ରତି କୃତଜ୍ଞତାର ନମୂନା…

ଓଡ଼ିଶା ଆସିବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ! ସାମାଜିକ ନ୍ୟାୟ ଅଭିଯାନ ପକ୍ଷରୁ ଆୟୋଜିତ ସମାବେଶରେ ଯୋଗଦେବେ କେଜରିୱାଲ୍

କନକ ବ୍ୟୁରୋ : ଓଡ଼ିଶା ଆସୁଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ୍ । ଆସନ୍ତା ୩୧ରେ ଦିନିକିଆ ଓଡ଼ିଶା ଗସ୍ତରେ ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମ ରହିଛି । ସାମାଜିକ ନ୍ୟାୟ ଅଭିଯାନ ପକ୍ଷରୁ ଆୟୋଜିତ ସମାବେଶରେ ଯୋଗଦେବେ କେଜରିୱାଲ୍ । ତାଙ୍କ ସହ ଅନ୍ୟ କେତେକ ଜାତୀୟ ସ୍ତରର ନେତା ମଧ୍ୟ…

ମା’ଙ୍କ ପାଉଁଶ ଥିବା ଲକେଟକୁ ବିମାନ ବନ୍ଦରରେ ହଜାଇଦେଲେ ଲେଖକ ! ସୋସିଆଲ୍ ମିଡିଆର ସାହାରା ନେଇ ମାଗିଲେ ସାହାଯ୍ୟ ।  

ପୂର୍ବରୁ ସୋସିଆଲ ମିଡିଆ ଜରିଆରେ ହେଉଥିବା ଅପରାଧର ଖବର ଆମେ ଆପଣଙ୍କୁ ଦେଇ ଥିଲୁ । ବିଭିନ୍ନ ସୋସିଆଲ ମିଡିଆ ସାଇଟ୍ର ବ୍ୟବହାର କରି ଠକେଇ କରିବା ବା ଦୁଷ୍କର୍ମ ଭଳି ଅପରାଧ ହେଉଥିବାର ଖବର ପୂର୍ବରୁ ଅନେକ ଥର ଆସି ସାରିଛି । କିନ୍ତୁ ଜଣେ ଲେଖକଙ୍କୁ ସୋସିଆଲ ମିଡିଆ ପାଇଁ ମିଳିଥିବା ସାହାଯ୍ୟ…

ଗଞ୍ଜାମ ରଙ୍ଗେଇଲୁଣ୍ଡାରେ ମୁଖ୍ୟମନ୍ତ୍ରୀ ! ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କଲେ ନବୀନ

କନକ ବ୍ୟୁରୋ : ବିଜେଡିର ଦକ୍ଷିଣ ମିଶନ । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଂଜାମ ଜିଲ୍ଲାରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ମୁଖ୍ୟମନ୍ତ୍ରୀ ଜିଲ୍ଲା ପାଇଁ ଏକ ହଜାର ୧୧କୋଟିର ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିଛନ୍ତି । ଆଜି ଦିନ…

ଏଣିକି ସେଟଅପ ବକ୍ସର ପୋଟାବିଲିଟି ସମ୍ଭବ ! ମୋବାଇଲ ସିମ୍ ଭଳି ବଦଳାଇପାରିବେ ସର୍ଭିସ ପ୍ରୋଭାଇଡର 

କନକ ବ୍ୟୁରୋ : ବର୍ତମାନ ସମୟରେ ଘରେ ଘରେ ସମସ୍ତେ ଟିଭି ଦେଖିବାରେ ଅଭ୍ୟସ୍ତ । କେବଳ ଅଭ୍ୟସ୍ତ କହିଲେ ହେବ ନାହିଁ ବରଂ ବିନା ଟିଭିରେ ଲୋକମାନେ ବଞ୍ଚିବା କଷ୍ଟ ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ । ତେବେ ଆପଣ ଆପଣଙ୍କ ଘରକୁ ଟିଭି କନେକ୍ସନ ଦେଇଥିବା ଅପରେଟର ଉପରେ ଯଦି ଆପଣ ଅଶାନ୍ତି…