Daily Archives

November 16, 2018

ବିନା ଲାଇଟରେ କିଭଳି ସର୍ଜିକାଲ୍ ଷ୍ଟ୍ରାଇକକୁ ସଫଳ କରିଥିଲେ ଭାରତୀୟ ଯବାନ ! କ’ଣ ରହିଥିଲା ଏହା ପଛର ଟେକନିକ୍ ? 

ଆପଣ କେବେ ଭାବିଛନ୍ତି ସେନାର ଯବାନ ରାତି ଅଧରେ କିଭଳି ଭାବେ ଶତ୍ରୁଦେଶରେ ପଶି ସର୍ଜିକାଲ୍ ଷ୍ଟ୍ରାଇକକୁ ସଫଳ କରନ୍ତି? ଯଦି ଜାଣିନାହାନ୍ତି ତେବେ ଆମେ ଆପଣଙ୍କୁ  କହିରଖୁଛୁ ରାତିରେ ସେନାର ଯବାନ ନାଇଟ୍ ଭିଜନ୍ ଗଗଲ୍ସ ପିନ୍ଧି ଯୁଦ୍ଧକ୍ଷେତ୍ରକୁ ଓହ୍ଲାନ୍ତି । ଯାହା ତାଙ୍କୁ ରାତିର ଅନ୍ଧକାରରେ…

ଆଇପିଏଲ ୨୦୧୯ ପାଇଁ ସଜବାଜ ! ଯୁବରାଜଙ୍କୁ ବାଏ ବାଏ କଲା ପଞ୍ଜାବ ଓ ଗମ୍ଭୀରଙ୍କ ହାତ ଛାଡିଲା ଦିଲ୍ଲୀ

ଆଇପିଏଲର ୧୨ ତମ ସଂସ୍କରଣର ନିଲାମୀ ପୂର୍ବରୁ ପ୍ରତ୍ୟେକ ଟିମ କେଉଁ କେଉଁ ଖେଳାଳୀଙ୍କୁ ନିଜ ସାଥୀରେ ରଖିବାକୁ ଚାହୁଁଛନ୍ତି ଓ କାହାକୁ ଛାଡିବାକୁ ଚାହୁଁଛନ୍ତି ତାହାର ତାଲିକା ଦେବାକୁ କୁହାଯାଇଥିଲା । ଆଉ ଏହି କ୍ରମରେ କିଙ୍ଗସ ଏକାଦଶ ପଞ୍ଜାବ ୨ ପ୍ରମୁଖ ଖେଳାଳୀଙ୍କୁ ବାଦ୍ ଦେଇଛି । ଯେଉଁ…

ସେତୁ କମାଇଲା ଦୂରତା । ବିଜୁ ସେତୁ ଯୋଗୁଁ ଉପକୃତ ହେଲେ ହଜାର ହଜାର ଜନତା

କନକ ବ୍ୟୁରୋ: ୨୦ କିଲୋମିଟର ଦୂରତା କମାଇଲା ରାଜ୍ୟ ସରକାରଙ୍କ ବିଜୁ ସେତୁ । ଜଗତସିଂହପୁର ଜିଲ୍ଲାର ୨ଟି ସ୍ଥାନରେ ନିର୍ମାଣ ହୋଇଥିବା ବିଜୁ ସେତୁ ହାଜର ହଜାର ଲୋକ ଦୀର୍ଘ ଦିନର ସମସ୍ୟା ଦୂର କରିପାରିଛି । ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ଦେବୀ ନଦୀ ଓ ତାର ଶାଖା ନଦୀ ବିଲୁଆଖାଇର ୨ଟି ସ୍ଥାନରେ…

ପୁଣି ତେଜିଲା ବାଲିଯାତ୍ରା ବିବାଦ : ପ୍ରଶାସନର ମନମୁଖୀ କାର୍ଯ୍ୟକୁ ବ୍ୟବସାୟୀ ସଂଘର ବିରୋଧ

କନକ ବ୍ୟୁରୋ: ଆସନ୍ତା ୨୩ ତାରିଖରେ ମହାନଦୀ ପଠାରେ ହେବାକୁ ଯାଉଥିବା ବାଲିଯାତ୍ରାକୁ ନେଇ ପୁଣି ବିବାଦ ଉପୁଜିଛି । ମେଳା ଆଉ ୬ ଦିନ ବାକି ଥିବା ବେଳେ ଏପର୍ଯ୍ୟନ୍ତ ୪ ହଜାର ବର୍ଗଫୁଟ ଜମି ପାଇଁ ଆବଂଟନ ପ୍ରକ୍ରିୟା ଆରମ୍ଭ ହୋଇପାରିନାହିଁ । ଆଜି ହଠାତ୍ ୧ରୁ ଏକାଧିକ ପ୍ଲଟ ଦିଆଯାଇ ପାରିବ…

ବେରୋଜଗାରୀଙ୍କ ପାଇଁ ଖୁସି ଖବର: ୧୦ମ ପାସଙ୍କ ପାଇଁ ଆରବିଆଇରେ ନିଯୁକ୍ତି ନେଇ ପ୍ରକାଶ ପାଇଲା ବିଜ୍ଞପ୍ତି, ତୁରନ୍ତ…

ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ତରଫରୁ ସିକ୍ୟୁରିଟି ଗାର୍ଡ ପଦବୀରେ ନିଯୁକ୍ତି ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ଏହି ପଦବୀ ପାଇଁ ଆରବିଆଇର ଆଧିକାରୀକ ୱେବସାଇଟ୍ ଡବ୍ଲୁଡବ୍ଲୁ ଡଟ୍ ଆରବିଆଇ ଡଟ୍ ଓଆରଜି ଡଟ୍ ଇନକୁ ଯାଇ କରିପାରିବେ । ଏହି ନିଯୁକ୍ତି ଦେଶର ପାଖାପାଖି ୧୮ଟି ସହର ପାଇଁ ଜାରି…

ଆମିଷ ଖାଇବା ପୂର୍ବରୁ କିମ୍ବା ପରେ ଏହି ଦ୍ରବ୍ୟର ସେବନ କରୁଥିଲେ ସାବଧାନ ହୋଇଯାଆନ୍ତୁ ! ଅନେକ ରୋଗର ଶିକାର…

ଅଧିକାଂଶ ଲୋକ ଆମିଷ ପ୍ରିୟ ହୋଇଥାନ୍ତି । କିଛି ଲୋକ ପ୍ରତିଦିନ ଆମିଷ ଖାଇବାକୁ ମଧ୍ୟ ଭଲ ପାଆନ୍ତି । କିନ୍ତୁ ପ୍ରତିଦିନ ଆମିଷ ଖାଇବା ଯେ ଶରୀର ପ୍ରତି କେତେ କ୍ଷତିକାରକ ତାହା ସମସ୍ତଙ୍କୁ ଜ୍ଞାତ ଥିଲେ ମଧ୍ୟ ଜିହ୍ୱା ଲାଳସା ପାଇଁ ଲୋକମାନେ ମାଂସ ଖାଇବାକୁ ବାଧ୍ୟ ହୋଇଥାନ୍ତି । କିଛି ଲୋକ…