Daily Archives

November 16, 2018

ପ୍ରାର୍ଥୀଙ୍କୁ ନିର୍ବାଚନ ଲଢ଼ିବାକୁ ମିଳିଲା ଅନୁମତି, କିନ୍ତୁ ନିର୍ବାଚନୀ ପ୍ରଚାର ଉପରେ ଲାଗିଲା ପ୍ରତିବନ୍ଧକ ।…

ମଧ୍ୟପ୍ରଦେଶର ମନ୍ଦସୌର ବିଧାନସଭା କ୍ଷେତ୍ରରେ ଏଥର ଏକ ଅଦ୍ଭୁତ ମାମଲା ସାମନାକୁ ଆସିଛି । ଗତ ଦେଢ଼ ବର୍ଷରୁ ଭିନ୍ନ ଭିନ୍ନ କାରଣରୁ ଅନେକ ଥର ଚର୍ଚ୍ଚାରେ ରହିଛି ମନ୍ଦସୌର । ଏଥର ମଧ୍ୟ ଚର୍ଚ୍ଚାକୁ ଆସିଛି । ଜିଲ୍ଲାରୁ ବାହାର ହୋଇସାରିଥିବା ଅନିଲ ସୋନିଙ୍କୁ ନିର୍ବାଚନ ଲଢ଼ିବା ପାଇଁ ଅନୁମତି ତ…

ନିର୍ବାଚନ ପୂର୍ବରୁ ମୋଦି କରିପାରନ୍ତି ବଡ ଘୋଷଣା:  ଘରୋଇ ସଂସ୍ଥାରେ କାମ କରୁଥିବା କର୍ମଚାରୀଙ୍କୁ ମିଳିବ ବଡ ସୁବିଧା,…

ଯଦି ଆପଣ ମଧ୍ୟ ବେସରକାରୀ ଅଫିସରେ କାମ କରୁଛନ୍ତି ତେବେ ଆପଣଙ୍କ ପାଇଁ କେନ୍ଦ୍ର ସରକାର ଖୁବ ଶୀଘ୍ର ଆଣିବାକୁ ଯାଉଛନ୍ତି ଏକ ବହୁତ ବଡ ଖୁସି ଖବର । ନିର୍ବାଚନ ପୂର୍ବରୁ କୋଟି କୋଟି ବେସରକାରୀ କର୍ମଚାରୀଙ୍କୁ କେନ୍ଦ୍ର ସରକାର ଯୋଗାଇ ଦେବାକୁ ଯାଉଛନ୍ତି ଏକ ମହତପୂର୍ଣ୍ଣ ଯୋଜନା । ମିଳିଥିବା…

କେନ୍ଦ୍ର ବିରୋଧରେ ବିଦ୍ରୋହ କଲା ଆନ୍ଧ୍ର: ଜାରି ହେଲା ସରକାରୀ ବିଜ୍ଞପ୍ତି, ରାଜ୍ୟ ସରକାରଙ୍କ ବିନା ଅନୁମତିରେ ରାଜ୍ୟରେ…

କନକ ବ୍ୟୁରୋ: କେନ୍ଦ୍ର ବିରୋଧରେ ବିଦ୍ରୋହ କଲା ଆନ୍ଧ୍ର । ଏଣିକି ରାଜ୍ୟ ସରକାରଙ୍କ ବିନା ଅନୁମତିରେ ସିବିଆଇ ଆନ୍ଧ୍ରପ୍ରଦେଶରେ ପଶିପାରିବ ନାହିଁ । ରାଜ୍ୟରେ ପ୍ରବେଶ କରିବା ପାଇଁ ସିବିଆଇକୁ ଦିଆଯାଇଥିବା ସ୍ୱତନ୍ତ୍ର ଅନୁମତିକୁ ଆଜି ଅପସାରଣ କରି ନେଇଛନ୍ତି ଆନ୍ଧ୍ରପ୍ରଦେଶ ସରକାର । ଏନେଇ…

ଭାରତୀୟ ବଜାରରେ ଧମାଲ କରିବ ଦୁଇ ଚକିଆ କାର୍..୮୦ କିଲୋମିଟର ଦେବ ମାଇଲେଜ ଏବଂ ଦାମ୍ ବି ବହୁତ କମ୍

ଶୀତ-କାକର ଏବଂ ବର୍ଷା ପାଗରେ ବାଇକରେ ଟ୍ରାଭେଲ କରିବା ବହୁତ ମୁସ୍କିଲ ହୋଇପଡେ । ଏପରିକି ଆପଣ ଅନେକ ସମୟରେ ଦେଖିଥିବେ କି ବର୍ଷା ସତ୍ୱେ ବି ଲୋକେ ଛତା ଧରି ବାଇକରେ ବସି ଯିବା ଆସିବାର ହେଲେ ଏପରି କରିବା କେତେ ଯେ ଯନ୍ତ୍ରଣା ଦାୟକ ତାହା କେବଳ ଛତା ଧରି ବସିଥିବା ବ୍ୟକ୍ତିଟି ହିଁ କହି…

ସାତକୋଶିଆରେ ବାଘ ମୃତ୍ୟୁର ତଦନ୍ତ ପାଇଁ ପହଞ୍ଚିଲେ ଏନଟିସିଏ ଟିମ୍ : ମହାବୀର ମୃତ୍ୟୁ ନେଇ ଖୋଳତାଡ଼

କନକ ବ୍ୟୁରୋ : ସାତକୋଶିଆରେ ଏନଟିସିଏ ଟିମ୍ । ମଧ୍ୟପ୍ରଦେଶର କାହ୍ନା ଅଭୟାରଣ୍ୟରୁ ସାତକୋଶିଆକୁ ଆସିଥିବା ବାଘ ମହାବୀରର ମୃତ୍ୟୁକୁ ନେଇ ତନାଘନା କରିବ ଏହି ଟିମ୍ ।  ଏଥିରେ ଅଛନ୍ତି ଏନଟିସିଏର ଆଇଜି  ଅମିତ ମଲ୍ଲିକ  ଓ ବୌଜ୍ଞାନିକ ଡକ୍ଟର କେ, ରମେଶ । ମହାବୀରକୁ ମାରିଲା କିଏ? ଏଥିପାଇଁ କିଏ…

ସାମୁଦ୍ରିକ ଝଡ ଗାଜା ପ୍ରଭାବରେ ତାମିଲନାଡ଼ୁରେ ୨୦ ମୃତ : ଏନଡିଆରଏଫ୍ ଓ ଏସଡିଆରଏଫ ଟିମର ଉଦ୍ଧାରକାର୍ଯ୍ୟ ଜାରି

କନକ ବ୍ୟୁରୋ : ତାମିଲନାଡୁରେ ସାମୁଦ୍ରିକ ଘୂର୍ଣ୍ଣିଝଡ ଗାଜାର ଗର୍ଜନ । ସାମୁଦ୍ରିକ ଝଡ ଗାଜା ପ୍ରଭାବରେ ୨୦ ଜଣଙ୍କ ମୃତ୍ୟୁ ହେବା ସହ ତାମିଲନାଡୁରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ପ୍ରବଳ ପବନ ଯୋଗୁଁ ବଡ ବଡ ଗଛ ଭାଙ୍ଗିପଡିଛି । ସେହିପରି ଟିଣ ଛପର ଓ ଦସ୍ତା ଘରର ଛପର ଉଡିଯାଇଛି । ଏନଡିଆରଏଫ୍…