Daily Archives

November 14, 2018

ପୁଣି ଥରେ ବିବାଦୀୟ ବୟାନ ଦେଲେ କଂଗ୍ରେସ ନେତା ଶଶି ଥରୁର : କହିଲେ, ନେହେରୁଙ୍କ ପାଇଁ ଆଜି ଜଣେ ଚାବାଲା ଦେଶର…

କନକ ବ୍ୟୁରୋ : ପୁଣି ଥରେ ନିଜ ବୟାନକୁ ନେଇ ଚର୍ଚ୍ଚାରେ କଂଗ୍ରେସର ବରିଷ୍ଠ ନେତା ଶଶୀ ଥରୁର । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନେଇ ଥରୁର ବୟାନ ଦେବା ପରେ ଏହା ଏବେ ଧୀରେ ଧୀରେ ବିବାଦ ଆଡକୁ ଘନଉଛି । ଥରୁର କହିଛନ୍ତି ଯେ, ଆଜି ଯଦି ଜଣେ ଚା’ ବାଲା ଦେଶର ପ୍ରଧାନମନ୍ତ୍ରୀ…

ଦେବଦୂତ ସାଜିଲେ କନଷ୍ଟେବଳ ! ଚଳନ୍ତା ଟ୍ରେନର ତଳେ ପଡିଯାଉଥିବା ବ୍ୟକ୍ତିଙ୍କୁ ଉଦ୍ଧାର କଲେ

କନକ ବ୍ୟୁରୋ : ଠିକ ସମୟରେ ଆସି ଜୀବନ ବଂଚାଇଦେଲେ କନଷ୍ଟେବଳ । ଚଳନ୍ତା ଟ୍ରେନର ତଳେ ପଡିଯାଉଥିବା ବ୍ୟକ୍ତିଙ୍କୁ ଉଦ୍ଧାର କଲେ ଆରପିଏଫ କନେଷ୍ଟବଳ । ଚଳନ୍ତା ଟ୍ରେନର ଜେନେରାଲ ବଗିକୁ ଉଠିବା ପାଇଁ ଚେଷ୍ଟା କରୁଥିବା ବେଳେ ଯାତ୍ରୀ ଜଣଙ୍କର ଗୋଡ ଖସି ଯାଇଥିଲା । ଏହି ସମୟରେ ସାହସିକତାର ସହ…

ନବକଳେବର ସମୟରେ ହୋଇଥିଲା ଦାରୁ ଫିକ୍ସିଂ ? ମହାରଣା ସେବାୟତଙ୍କ ବୟାନ ବଢ଼ାଇଲା ବିବାଦ ।

କନକ ବ୍ୟୁରୋ: ବହ୍ମ ବିଭ୍ରାଟ ପ୍ରସଙ୍ଗରେ ୧୧ ସେବାୟତଙ୍କୁ ନୋଟିସ୍ ହେବା ପ୍ରସଙ୍ଗ । ବିଶ୍ୱକର୍ମା ସେବାୟତଙ୍କ ସଙ୍ଗୀନ ଅଭିଯୋଗ। ଦାରୁ ଚୟନରେ ହୋଇଥିଲା ଅନିୟମିତତା । ଦାରୁ ପୋଲା ଥିବା ନେଇ ମୁଁ ମୁହଁ ଖୋଲିବାରୁ କାର୍ଯ୍ୟାନୁଷ୍ଠାନ ହୋଇଛି ବୋଲି ଅଭିଯୋଗ କଲେ ବିଶ୍ୱକର୍ମା ସେବାୟତ…

ଭୟଙ୍କର ବାୟୁ ପ୍ରଦୂଷଣରୁ ମିଳିବ ମୁକ୍ତି ! ଏବେ ବିକ୍ରି ହେବ ବୋତଲ ବନ୍ଦ ଶୁଦ୍ଧ ପବନ

ଦିଲ୍ଲୀ ଦେଶର ସବୁଠାରୁ ଅଧିକ ପ୍ରଦୂଷିତ ସହର । ବର୍ତ୍ତମାନ ରାଜଧାନୀ ଦିଲ୍ଲୀର ସ୍ଥିତି ସଙ୍କଟଜନକ । ଦିଲ୍ଲୀ ପ୍ରଦୂଷଣ ଏବେ ଏତେ ଉତ୍କଟ ହୋଇଛି ଯେ ଲୋକଙ୍କୁ କବାଟ ଝରକା ବନ୍ଦ କରି ରହିବା ପାଇଁ ପରାମର୍ଶ ଦିଆଯାଉଛି । ପ୍ରଦୂଷଣ ଯୋଗୁଁ ବାହାରକୁ ବାହାରିବା ମୁସ୍କିଲ୍ ହୋଇପଡୁଛି । ଏଭଳି…

ଆନ୍ଦୋଳନରୁ ଓହରିଲେ ଆଇନଜୀବୀ । ବାର ଆସୋସିଏସନ ବୈଠକରେ ନିଷ୍ପତି

କନକ ବ୍ୟୁରୋ: ୭୨ ଦିନ ଆନ୍ଦୋଳନ ପରେ ଆଇନଜୀବୀଙ୍କ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଛି । ବାର ଆସୋସିଏସନ ସାଧାରଣ ବୈଠକରେ ଏହି ନିଷ୍ପତି ହୋଇଛି । ଆସନ୍ତାକାଲିଠୁ ଆଇନଜୀବୀ ମାନେ କାର୍ଯ୍ୟରେ ଯୋଗ ଦେବେ । ପାଖାପାଖି ଅଢେଇମାସ ପରେ ପୁଲିସ ଓ ଆଇନଜୀବୀ ବିବାଦର ସମାଧାନ ହୋଇଛି । ଆଜି କୋର୍ଟରେ ଉଭୟଙ୍କ…

ଡାକ୍ତରଖାନାରେ ଶିଶୁକନ୍ୟା ଜନ୍ମ ହେଲେ ମାଗଣାରେ କରନ୍ତି ଚିକିତ୍ସା,ନିଜ ବେତନରୁ ବାଣ୍ଟନ୍ତି ମିଠା ।

‘ମୁହଁ ମିଠା କରନ୍ତୁ, ନର୍ସିଙ୍ଗ ହୋମ୍ରେ ଶିଶୁକନ୍ୟା ଜନ୍ମ ନେଇଛି’- ଏହି କଥା ଡ଼ାକ୍ତର ସିପ୍ରା ଧରଙ୍କ ମୁହଁରୁ ପ୍ରତିଟି ଶିଶୁ କନ୍ୟା ଜନ୍ମ ହେବା ପରେ ଶୁଣିବାକୁ ମିଳିଥାଏ । ନର୍ସିଙ୍ଗ ହୋମ୍ରେ ଶିଶୁ କନ୍ୟା ଜନ୍ମ ହେଲେ ଟଙ୍କା ନ ନେବା ସହ ପୂରା ନର୍ସସିଙ୍ଗ ହୋମ୍ରେ ମିଠା ବାଣ୍ଟିଥାନ୍ତି…