Daily Archives

November 5, 2018

ପ୍ରତି ୫ଟି ସାମଗ୍ରୀରେ ଗୋଟିଏ ନକଲି ସାମଗ୍ରୀ ବିକ୍ରି କରୁଛନ୍ତି ଇ-କମର୍ସ କମ୍ପାନି : ସର୍ଭେ

ନିକଟରେ ହୋଇଥିବା ଏକ ସର୍ବେକ୍ଷଣରୁ ଜାଣିବାକୁ ମିଳିଛି ଯେ ଇ-କମର୍ସ ଦ୍ୱାରା ବିକ୍ରି ହେଉଥିବା ୫ଟି ସାମଗ୍ରୀ ମଧ୍ୟରୁ ଗୋଟିଏ ନକଲି । ବିଶେଷ କରି ସୌନ୍ଦର୍ଯ୍ୟ ପ୍ରସାଧାନ ଓ ସୁଗନ୍ଧ ସାମଗ୍ରୀ ଏହାର ଅନ୍ତର୍ଭୁକ୍ତ ବୋଲି ଜାଣିବାକୁ ମିଳିଛି । ଏହି ସର୍ବେକ୍ଷଣର ରିପୋର୍ଟ ଗଣମାଧ୍ୟମ ସଂସ୍ଥା…

ବଳାତ୍କାରୀକୁ ଧରିବାକୁ ଅସମର୍ଥ କି ଓଡ଼ିଶା ପୋଲିସ ? ଉପକୂଳରୁ ଉପାନ୍ତ ଯାଏଁ ନାରୀ ସୁରକ୍ଷା ନେଇ ଉଠିଲା ପ୍ରଶ୍ନ !

କନକ ବ୍ୟୁରୋ: ରାଜ୍ୟରେ ବଢ଼ିଚାଲିଛି ଦୁଷ୍ମର୍ମ ଅଭିଯୋଗ । କେତେବେଳେ ରାଜ୍ୟର ଐତିହାସିକ ସ୍ଥାନ ତ କେତେବେଳେ ଉପାନ୍ତ ଅଞ୍ଚଳରେ ହେଉଛି ଦୁଷ୍କର୍ମ । ଏପରିକି ଖୁଲମଖୁଲା ଯୁବତୀ ଏବଂ ନାବାଳିକାଙ୍କୁ ଯୌନ ପିପାସୁମାନେ ଟାର୍ଗେଟ କରି ଘଟାଉଛନ୍ତି ଜଘନ୍ୟ କାଣ୍ଡ । ଏହାକୁ ନେଇ ପରିବାର ବର୍ଗ ଥାନାରେ…

ଥରହର ହେବେ ଶତ୍ରୁ ଦେଶ : ପରମାଣୁ ଆକ୍ରମଣର ଜବାବ ଦେବ ‘ଆଇଏନଏସ ଆରିହାନ୍ତ’

ସମୁଦ୍ରରେ ନିଜର ପ୍ରଥମ ପେଟ୍ରୋଲିଙ୍ଗ ପରେ ସୋମବାର ପରମାଣୁ ଅସ୍ତ୍ର ଯୁକ୍ତ ବୁଡାଜାହାଜ ଆଇଏନଏସ ଆରିହାନ୍ତ ସ୍ୱଦେଶକୁ ଫେରିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆରିହାନ୍ତ ଟିମ୍ ର ସ୍ୱାଗତ କରିଛନ୍ତି ଓ ଏହି ବୁଡାଜାହାଜକୁ ଶତ୍ରୁଙ୍କ ପାଇଁ ଚେତାବନୀ । ଏହା ସହିତ ଭାରତୀୟ ସେନା ଏବେ ସ୍ଥଳ,…

କିଏ ଦେଇଛି କେତେ ନିଯୁକ୍ତି ? ପ୍ରସଙ୍ଗକୁ ନେଇ ବିଜେପି-ବିଜେଡି ମୁହାଁମୁହିଁ

କନକ ବ୍ୟୁରୋ : ଆମ ଦେଶରେ ଓଡ଼ିଶାକୁ ଏକ ଗରିବ ତଥା ରାଜ୍ୟ ବୋଲି କୁହାଯାଏ । ଅନ୍ୟ ରାଜ୍ୟ ଗୁଡ଼ିକ ତୁଳନାରେ ଆମ ରାଜ୍ୟ ଟିକିଏ ପଛୁଆ । ମୁଖ୍ୟତଃ ଓଡ଼ିଶାରେ ବେକାରୀ ସମସ୍ୟା ଅଧିକ । ପ୍ରତିବର୍ଷ ହଜାର ହଜାର ମେଧାବୀ ଛାତ୍ରଛାତ୍ରୀ ପରୀକ୍ଷାରେ ଉତୀର୍ଣ୍ଣ ହେଉଥିଲେ ହେଁ ରାଜ୍ୟରେ ଆଖିଦୃଶିଆ…

ରାଜଧାନୀ ରାସ୍ତାରେ ଅଘୋଷିତ ଅଚଳାବସ୍ଥା । ଟ୍ରାଫିକ ବିଭ୍ରାଟ ପାଇଁ ଦାୟୀ କିଏ ?

କନକ ବ୍ୟୁରୋ: ପ୍ରଥମ ଥର ପାଇଁ ଚାଷୀ ଆନ୍ଦୋଳନ କରୁନାହିଁ କିମ୍ବା ପ୍ରଥମ ଥର ପାଇଁ ହକ୍ ପାଇଁ ରାସ୍ତାକୁ ଓହ୍ଲାଇନାହିଁ । ୫ ତାରିଖରେ ଭୁବନେଶ୍ୱର ଚାଲ ଡାକରା ଦିଆଯାଇଥିଲା । ବିଭିନ୍ନ ଆଡୁ ଚାଷୀ ପଦଯାତ୍ରାରେ ମୁହାଁଇଥିଲେ ରାଜଧାନୀ । ପୋଲିସ ସବୁ ଜାଣିଥିଲା । ହେଲେ ଚରମ ଅବ୍ୟବସ୍ଥା ଆଜି…

ପୋଲ ତିଆରି କଲାନି ପ୍ରଶାସନ, କରିଦେଖାଇଲେ ଗାଁଲୋକେ ! ନଦୀ ଉପରେ ଝୁଲା କାଠ ପୋଲ ବନାଇଲେ ଗ୍ରାମବାସୀ ।

କନକ ବ୍ୟୁରୋ : ପ୍ରଶାସନକୁ କହି କହି ନିରାଶ ହେବା ପରେ ଶେଷରେ ନିଜେ ପୋଲ ତିଆରି କଲେ ଗ୍ରାମବାସୀ । ରାୟଗଡା କଲ୍ୟାଣସିଂହପୁରକୁ ବିନିଶପୁର ଗାଁ ଓ ୬ଟି ପଂଚାୟତ ସହ ଯୋଡୁଥିବା ପୋଲକୁ ନିଜେ ବନାଇଛନ୍ତି ଗାଁଲୋକେ । କଲ୍ୟାଣସିଂହପୁର ଯିବା ପାଇଁ ନାଗାବଳୀରେ ଥିବା ଝୁଲା କାଠ ପୋଲ ଉପରେ ନିର୍ଭର…