Daily Archives

August 27, 2018

ଏହି ଆଇପିଏସ ଅବସର ପରେ ଚାହୁଁଛନ୍ତି ଚାକିରି । ଦିନେ ନିଜକୁ ରାମଭକ୍ତ କହି ହୋଇଥିଲେ ବିବାଦୀୟ ।

ପୋଲିସ ବାବୁଙ୍କ ଚାକିରି ନିଶା । ଅବସର ପରେ ମଧ୍ୟ ଚାକିରି କରିବାର ଇଚ୍ଛା । ଆଉ ଏଥିପାଇଁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଚିଠି ଲେଖିଛନ୍ତି ରାମଭକ୍ତ ଆଇପିଏସ ଅଫିସର ସୂଯ୍ୟ କୁମାର ଶୁକ୍ଳା । ଏପରିକି ଚାରୋଟି ବିଭାଗ ମଧ୍ୟରୁ ଗୋଟିଏ ବିଭାଗରେ ତାଙ୍କୁ ଥଇଥାନ କରିବାକୁ…

ଯୁବପୀଢ଼ିଙ୍କୁ ଉତ୍ସାହିତ କରିବା ପାଇଁ ‘ମୁଁ ହିରୋ ମୁଁ ଓଡ଼ିଶା’ ଅଭିଯାନର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ : କହିଲେ,…

କନକ ବ୍ୟୁରୋ : ବିଜୁ ଯୁବ ବାହୀନିକୁ ମିଳିଲା ବଳ । ନିର୍ବାଚନୀ ବର୍ଷରେ ଯୁବ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ବିଜୁ ଜନତା ଦଳର ଆଉ ଏକ ଅଭିଯାନ । କଟକରେ ‘ମୁଁ ହିରୋ ମୁଁ ଓଡିଶା’ କାର୍ଯ୍ୟକ୍ରମର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥିସହ ଆଜିଠାରୁ ସମସ୍ତ ବ୍ଳକ ଓ ପୌରାଂଚଳରେ…

ଭାରତରେ ବଢୁଛି ମୋମୋ ଚ୍ୟାଲେଞ୍ଜ ଆତଙ୍କ ! ଯୁବବର୍ଗଙ୍କୁ ଟାର୍ଗେଟ କରୁଛି ଏହି ଭୟଙ୍କର ମୃତ୍ୟୁର ଖେଳ ।

ଭାରତରେ ଦିନକୁ ଦିନ ବଢିଚାଲିଛି ମୋମୋ ଚ୍ୟାଲେଞ୍ଜର ଆତଙ୍କ । ଭାରତରେ ଧିରେ ଧିରେ କାୟାବିସ୍ତାର କରୁଛି ଏହି ମୃତ୍ୟୁର ଖେଳ । ପ୍ରତିଦିନ ଗେମ୍ ସମ୍ବନ୍ଧୀୟ କିଛିନା କିଛି ମାମଲା ସାମ୍ନାକୁ ଆସୁଛି । ପଶ୍ଚିମ ବଙ୍ଗଳାରେ ମୋମୋ ଚ୍ୟାଲେଞ୍ଜ ନିଜର ପ୍ରଭାବ ବିସ୍ତାର କରୁଥିବା ଦେଖିବାକୁ ମିଳିଛି ।…

ରାଜନୀତିର ବଡ଼ ଖବର । RSS କ୍ୟାମ୍ପକୁ ଯିବେ କି ରାହୁଲ ? ସଂଘ ପରିବାରର ନିମନ୍ତ୍ରଣ ନେଇ ଚର୍ଚ୍ଚା

କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କୁ ନିମନ୍ତ୍ରଣ କରିପାରେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ (ଆରଏସଏସ) ! ସୁଚନା ମୁତାବକ ଆରଏସଏସର ୩ଦିନିଆ ଲେକ୍ଚର ସିରିଜରେ କଂଗ୍ରେସ ହାଇକମାଣ୍ଡ ରାହୁଲଙ୍କୁ ନିମନ୍ତ୍ରଣ କରିପାରେ ଆରଏସଏସ ବୋଲି ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ଜୋର ଧରିଛି । ତେବେ କେବଳ ରାହୁଲ…

ବିନା ପାଣିରେ ମଧ୍ୟ ଗାଧୋଇପାରିବେ ଯବାନ ! ଦିଲ୍ଲୀର ଛାତ୍ର ତିଆରି କଲେ ୱାଟରଲେସ୍ ସାମ୍ପୁ, ଦୁର୍ଗମ ଅଞ୍ଚଳରେ ସେନାକୁ…

ଦେଶର ସୁରକ୍ଷା ପାଇଁ ଯବାନମାନେ ଘର ଛାଡି ବର୍ଷ ବର୍ଷ ଧରି ସୀମାରେ ସଂଘର୍ଷ କରୁଛନ୍ତି । ଏପରିକି ଯବାନ ମାନଙ୍କୁ ଲମ୍ବା ସମୟ ଧରି ଏମିତି ସ୍ଥାନରେ ରହିବାକୁ ପଡିଥାଏ, ଯେଉଁଠାରେ ଗାଧୋଇବା ପାଇଁ ମଧ୍ୟ କୌଣସି ବ୍ୟବସ୍ଥା ନଥାଏ । ଆଉ ଏମିତିରେ ପ୍ରଶ୍ନ ଉଠିବା ସ୍ୱାଭାବିକ କଥା ଯେ, ସେମାନେ…

ବିଜେପି ସରକାରଙ୍କ ନିର୍ଦ୍ଦେଶ । ସରକାରୀ ଅଫିସର ପିନ୍ଧିବେନି ଜିନ୍ସ ଓ ଚଷମା

ସରକାରୀ ବାବୁଙ୍କୁ ଜିନ୍ସ ଓ ଚଷମା ମନା । ତ୍ରିପୁରାରେ ବିଜେପି ଶାସିତ ସରକାର ଏନେଇ ଏକ ବିଜ୍ଞପ୍ତି ଜାରି କରିଛି । ସରକାରୀ କାର୍ଯ୍ୟାଳୟରେ ସରକାରୀ ବାବୁଙ୍କ ଜିନ୍ସ ଓ ଚଷମା ଉପରେ ରୋକ ଲଗାଇଛନ୍ତି ବିପ୍ଲବ ସରକାର । ଯାହାକୁ ନେଇ ଏବେ ଜୋର ଧରିଛି ଚର୍ଚ୍ଚା । ବିରୋଧୀ ମାନେ କହିଛନ୍ତି ଏହା…