Daily Archives

August 5, 2018

ଦିଲ୍ଲୀର ଯମୁନା ନଦୀରେ ଗାଧୋଇବା ବେଳେ ବୁଡିଗଲେ ୪ ନାବାଳକ : ଉଦ୍ଧାରକାର୍ଯ୍ୟରେ ଲାଗିଛି ଦମକଳବାହିନୀ

କନକ ବ୍ୟୁରୋ : ନୂଆଦିଲ୍ଲୀର ଅଲ୍ଲୀପୁର ନିକଟରେ ଯମୁନା ନଦୀରେ ୪ଜଣ ପିଲା ବୁଡିଯାଇଥିବା ସୂଚନା ମିଳିଛି । ବର୍ତ୍ତମାନ ସମୟରେ ୪ ଜଣଙ୍କ ଶବ ଉଦ୍ଧାର କରାଯାଇଥିବା ବେଳେ ୨ ଜଣଙ୍କ ଶବକୁ ଉଦ୍ଧାରକାରୀଦଳ ଖୋଜୁଛନ୍ତି । ନଦୀ ପାଖରେ ସ୍ଥାନୀୟ ପ୍ରଶାସନିକ ଅଧିକାରୀମାନେ ଉପସ୍ଥିତ ରହିଛନ୍ତି ।…

ଅନୁଗୁଳରେ ୧୬.୬୯ କୋଟି ଟଙ୍କା ବ୍ୟୟରେ ଅତ୍ୟାଧୁନିକ ଡିଫ୍ଲୋରିଡେସନ୍ ପ୍ରକଳ୍ପ ପ୍ରତିଷ୍ଠା କରିଛି ନାଲକୋ : ଏହା ଦ୍ୱାରା…

କନକ ବ୍ୟୁରୋ : ଅନୁଗୁଳରେ ପ୍ରତିଷ୍ଠା ହୋଇଥିବା ନାଲକୋ ଏହାର ଉତ୍ପାଦନ ବୃଦ୍ଧି ସହିତ ନୂଆ ପ୍ରଯୁକ୍ତିର ଉପଯୋଗ କରି ପରିବେଶ ସୁରକ୍ଷାକୁ ଗୁରୁତ୍ୱ ଦେଇ ଆସୁଛି । ଏହି କ୍ରମରେ ନାଲୋକ ଏହାର ଅନୁଗୁଳସ୍ଥିତ ସ୍ମେଲ୍ଟର ପ୍ରକଳ୍ପ ପରିସରରେ ୧୬.୬୯ କୋଟି ଟଙ୍କା ବ୍ୟୟରେ ନାନୋ-ଭିତ୍ତିକ ଏମ୍ରିଅନ୍…

କଳାହାଣ୍ଡି ମାଦିଗୁଡା ଗାଁରୁ ଆସିଲା ଚାଷୀ ଆତ୍ମହତ୍ୟାର ଖବର : ଋଣ ଭାର ଯୋଗୁଁ ବିଷ ପିଇଲେ ବାହାଦୂର ରଣା

କନକ ବ୍ୟୁରୋ : ପୁଣି ଚାଷୀ ଆତ୍ମହତ୍ୟା ଅଭିଯୋଗ । କଳାହାଣ୍ଡି ଜିଲ୍ଲା ବୋଟା ଥାନା ମାଦିଗୁଡା ଗାଁରୁ ଆସିଛି ଚାଷୀ ଆତ୍ମହତ୍ୟାର ଖବର । ବାହାଦୂର ରଣା ନାମକ ଚାଷୀ ବିଷ ପିଇ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି । ଋଣ ଭାର ଯୋଗୁଁ ବାହାଦୂର ଆତ୍ମହତ୍ୟା କରିଥିବା ପରିବାର ଲୋକେ କହିଛନ୍ତି । ୪…

ରେଲୱେ ନିଯୁକ୍ତି ପରୀକ୍ଷା ପାଇଁ ଜାରି ହେଲା ଆଡମିଟ୍ କାର୍ଡ । କିଭଳି କରିବେ ଡାଉନଲୋଡ, ଜାଣନ୍ତୁ ପୂରା ପ୍ରକ୍ରିୟା

ପାଖାପାଖି ୯୦ ହଜାର ପଦବୀରେ ନିଯୁକ୍ତି ନେଇ ହେବାକୁଯାଉଥିବା ରେଳ ମନ୍ତ୍ରାଳୟର ଏହି ପରୀକ୍ଷା ଅଗଷ୍ଟ ୯ ତାରିଖ ୨୦୧୮ରେ ଆରମ୍ଭ ହେବାକୁ ଯାଉଛି । ଯାହାର ଆଡିମିଟ୍ କାର୍ଡ ଏବେ ରେଳ ମନ୍ତ୍ରାଳୟ ପକ୍ଷରୁ ଜାରି କରିଦିଆଯାଇଛି । ତେବେ ରେଳ ମନ୍ତ୍ରାଳୟର ଏହି ଅନଲାଇନ ପରୀକ୍ଷା ଦେଶର ସମସ୍ତ ପ୍ରମୁଖ…

ଗରିବଙ୍କ ପାଇଁ ଦେବଦୂତ! ଚିକିତ୍ସା ପାଇଁ ନିଅନ୍ତି ମାତ୍ର ୨ ଟଙ୍କା, ସହରର ଚାକଚକ୍ୟ ଛାଡି ଆଦିବାସୀଙ୍କ ଗ୍ରହଣରେ ରହି…

ଡା. ରବିନ୍ଦ୍ର କୋହ୍ଲେ ଏଭଳି ଜଣେ ବ୍ୟକ୍ତିତ୍ୱ, ଯିଏ କି ନିଜ ଜୀବନକୁ ଗରିବଙ୍କ ସେବା ପାଇଁ ସମର୍ପିତ କରିଦେଇଛନ୍ତି । ରବିନ୍ଦ୍ର ପେଶାରେ ଜଣେ ଡାକ୍ତର, ସେ ଚାହିଁଥିଲେ ଟାଉନରେ ନିଜର ଏକ ଆଲିଶାନ ବଙ୍ଗଳା କରି ସେଥିରେ ରହିପାରିଥାନ୍ତେ ଆଉ ରୋଗୀଙ୍କଠାରୁ ମୋଟା ଅଙ୍କର ଫିସ୍ ମଧ୍ୟ…

ବନ୍ଧୁତ୍ୱ ଦିବସ ୨୦୧୮ : ଆପଣ ଫ୍ରେଣ୍ଡସିପ୍ ଡେ’ ପାଳୁଛନ୍ତି କି ? ଜାଣନ୍ତୁ ମହାଭାରତ ଓ ବାଇବେଲରେ ବନ୍ଧୁତାର…

କୁହାଯାଏ କି ବନ୍ଧୁମାନେ ଜୀବନରେ ମୁଖ୍ୟ ଭୂମିକା ଗ୍ରହଣ କରନ୍ତି । ବନ୍ଧୁଙ୍କ ପାଇଁ ସମର୍ପିତ ବନ୍ଧୁତ୍ୱ ଦିବସର ଆରମ୍ଭ ବର୍ଷ ୧୯୩୦ରେ ସେବେ ହୋଇଥିଲା, ଯେତେବେଳେ ହାଲମାର୍କ କାର୍ଡସ୍ ର ସଂସ୍ଥାପକ ଜୋୟେସ ହାଲ ୨ ଅଗଷ୍ଟରେ ଲୋକଙ୍କ ସହ ଛୁଟି ନେଇକି ପାଳନ କଲେ । ଏହାପୂର୍ବରୁ ବନ୍ଧୁତା ନାମରେ…