Daily Archives

July 19, 2018

ଟିଟୋକୁ ନେଇ ବିଜେଡି-ବିଜେପି କଳି ! ବିଜେଡିର ଅଭିଯୋଗ ପରେ, ବିଜେପିର ଜବାବ ସରକାରଙ୍କ ଜାଣତରେ ଚାଲିଥିଲା ଟିଟୋ…

ଗ୍ୟାଙ୍ଗଷ୍ଟର ଟିଟୋକୁ ପେଟ୍ରୋଲ ପମ୍ପ ଆବଣ୍ଟନ ପ୍ରସଙ୍ଗରେ ବିଜେଡି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି କରିବା ପରେ ବିଜେପିର ପାଲଟା ଅକ୍ରମଣ । ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଆୟୋଜତି ସାମ୍ବାଦିକ ସମ୍ମିଳନୀରେ ବିଜେଡି ବିରୋଧରେ ବିଜେପି ଆଣିଲା ସାଂଘାତିକ ଅଭିଯୋଗ ।…

ହିଂସା ବଢାଉଥିବା ପୋଷ୍ଟ୍ ଉପରେ ଅଙ୍କୁଶ ଲଗାଇବ ଫେସବୁକ୍ ! ସୋସିଆଲ୍ ସାଇଟ୍ ଉପରେ ଲାଗିଥିଲା ଆରୋପ ।

ସୋସିଆଲ୍ ନେଟୱର୍କିଙ୍ଗ୍ ସାଇଟ୍ ଫେସବୁକରେ ବଢୁଥିବା ହିଂସାକୁ ଦେଖି ଫେସବୁକ୍ ଏବେ ଏଭଳି ପୋଷ୍ଟକୁ ସାଇଟରୁ ହଟାଇବା ପାଇଁ ନିଷ୍ପତ୍ତି ନେଇଛି । ଫେସବୁକ୍ ଏଭଳି ଘୋଷଣା ଏହି ସମୟରେ କରିଛି ଯେତେବେଳେ ଭାରତ,ମିଆଁମାର ଏବଂ ଶ୍ରୀଲଙ୍କା ଭଳି ଦେଶରେ ହିଂସା ବଢୁଥିବାର ପ୍ରମୁଖ କାରଣ ରୁପେ ଲୋକେ…

ଏସବିଆଇ ଯୋଗାଇଦେଲା ନୂଆ ସୁବିଧା ! ଏବେ ଘରେ ବସି ଗୋଟିଏ ବ୍ରାଞ୍ଚରୁ ଅନ୍ୟ ଏକ ବ୍ରାଞ୍ଚକୁ ଟ୍ରାନ୍ସଫର କରିହେବ ଆକାଉଣ୍ଟ…

ବ୍ୟାଙ୍କରେ ଖାତା ଖୋଲା ଠାରୁ ଆରମ୍ଭ କରି ବ୍ୟାଙ୍କରେ ଅନ୍ୟାନ୍ୟ କାର୍ଯ୍ୟ କରିବାକୁ ହେଳେ ଅନେକ ଥର ବ୍ୟାଙ୍କକୁ ଦୌଡିବାକୁ ପଡିଥାଏ । ସାଧାରଣତଃ ଗୋଟିଏ ବ୍ରାଞ୍ଚରେ ଥିବା ଆକାଉଣ୍ଟକୁ ଅନ୍ୟ ଏକ ବ୍ରାଞ୍ଚକୁ ସ୍ଥାନାନ୍ତରିତ କରିବାକୁ ହେଲେ ଅନେକ ଥର ବ୍ୟାଙ୍କକୁ ଦୌଡିବାକୁ ପଡିଥାଏ । ଯଦି ଆପଣ…

ସଡ଼କରେ ଦୌଡୁଛି ମୃତ୍ୟୁ । ଓଡ଼ିଶାରେ ଘଟିଥିବା କିଛି ମର୍ମନ୍ତୁଦ ସଡକ ଦୁର୍ଘଟଣା ଉପରେ ନଜର ପକାନ୍ତୁ

କନକ ବ୍ୟୁରୋ : ଭଦ୍ରକରେ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଅକାଳରେ ଚାଲିଗଲା ୫ ନିରୀହ ସ୍କୁଲ ଛାତ୍ରଛାତ୍ରୀଙ୍କ ଜୀବନ । ସ୍କୁଲରୁ ଫେରୁଥିବା ସମୟରେ ରାସ୍ତା ପାର କରୁଥିବା ବେଳେ ମାଡି ଆସିଥିଲା ମୃତ୍ୟୁର ଦୂତ । କେହି କିଛି ଭାବିବା ପୂର୍ବରୁ ରାସ୍ତା ଉପରେ ହିଁ ସ୍କୁଲ ପିଲାଙ୍କ ଉପରେ ମାଡି…

ଫର୍ମାଲିନ ଆତଙ୍କରେ ମାଛ ମାର୍କେଟ ଘାଇଲା ! ଆନ୍ଧ୍ର ମାଛର ଚାହିଦା କମୁଛି, ଦେଶୀମାଛ ପାଇଁ ବିପଦ ବଢୁଛି ।

ଆନ୍ଧ୍ର ମାଛରେ ଫାର୍ମାଲିନ ବାହାରିବା ଘଟଣା ପରଠାରୁ ଘାଇଲା ହୋଇଛି ଓଡିଶା ମାର୍କେଟ । ବିଭିନ୍ନ ସ୍ଥାନରେ ମାଛରେ ର୍ଫାର୍ମାଲିନ ଲେପ ଦିଆଯାଉଥିବା ଘଟଣାକୁ ପ୍ରଶାସନିକ ଅଧିକାରୀ ଜାଞ୍ଚ କରିବା ନେଇ ଚିନ୍ତାରେ ପଡିଛନ୍ତି ମାଛ ବ୍ୟବସାୟୀ । କାରଣ ଆନ୍ଧ୍ରପ୍ରଦେଶରୁ ଆସୁଥିବା ମାଛରେ ବିଶାକ୍ତ…

ପତ୍ନୀଙ୍କୁ ମୁଖାଗ୍ନୀ ଦେବା ପରେ ହାରିଲେ ଜୀବନ ! ଏକାଠି ବଞ୍ଚିବୁ ଏକାଠି ମରିବୁ ପ୍ରତିଶୃତିକୁ କଲେ ପୁରଣ ।

ଇତିହାସ ପୃଷ୍ଠାରେ ସତୀଦାହ ପ୍ରଥାର ଉଲ୍ଲେଖ କରାଯାଇଛି । ଆପଣମାନେ ମଧ୍ୟ ଏହି ସତୀଦାହ ପ୍ରଥା ବିଷୟରେ ଅଳ୍ପ ବହୁତ ଅବଗତ ଥିବେ । ସତୀଦାହ ପ୍ରଥା ଅନୁଯାୟୀ ସ୍ୱାମୀଙ୍କ ମୃତ୍ୟୁ ପରେ ସ୍ତ୍ରୀକୁ ସ୍ୱାମୀ ଜୁଇରେ ଧାସ ଦେବାକୁ ପଡୁଥିଲା । ଠିକ ସେହିଭଳି ୟୁପିର ଉନ୍ନାବ ଜିଲ୍ଲାରେ ଏପରି ଏକ ଘଟଣା…