Daily Archives

July 19, 2018

ସ୍ୱାଧୀନତା ସଂଗ୍ରାମରେ ପ୍ରଥମ କ୍ରାନ୍ତିିକାରୀ ସାଜିଥିବା ବୀର ଯୋଦ୍ଧାଙ୍କ ଆଜି ହେଉଛି ଜନ୍ମତିଥି ! ସ୍ୱାଧୀନତା…

ନିଜ ସାହସ ବଳରେ ଇଂରେଜ ହୁକୁମ ଆଗରେ ନତମସ୍ତକ ନ ହୋଇ ବୀର ଭଳି ଶତ୍ରୁର ସାମ୍ମା କରିଥିବା ପ୍ରଥମ ସ୍ୱାଧିନତା ସଂଗ୍ରାମୀ ହେଲେ ମଙ୍ଗଲ ପାଣ୍ଡେ । ମଙ୍ଗଲ ପାଣ୍ଡେଙ୍କ ଜନ୍ମ ୧୮୨୭ ମସିହା ଆଜିର ଦିନରେ ଅର୍ଥାତ୍ ୧୯ ଜୁଲାଇରେ ହୋଇଥିଲା । ଭାରତୀୟ ସ୍ୱାଧିନତା ସଂଗାମରେ ମଙ୍ଗଲ ପାଣ୍ଡେଙ୍କ ନାଁ…

ଭଦ୍ରକରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ରାସ୍ତା ମଝିରେ ସ୍କୁଲ ପିଲାଙ୍କ ଉପରେ ଚଢିଗଲା ଟ୍ରକ, ୫ ମୃତ, ଏକାଧିକ ଆହତ

କନକ ବ୍ୟୁରୋ : ଭଦ୍ରକରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ସ୍କୁଲ ପିଲାଙ୍କ ଉପରେ ଚଢିଗଲା ଟ୍ରକ । ଭଦ୍ରକର ୧୬ ନମ୍ବର ଜାତୀୟ ରାଜପଥ ରାହାଞ୍ଜ ଛକ ନିକଟରେ ସ୍କୁଲରୁ ଫେରୁଥିବା ଛାତ୍ରଛାତ୍ରୀଙ୍କ ଉପରେ ଟ୍ରକ ଚଢି ଯାଇଛି । ଫଳରେ ଘଟଣାସ୍ଥଳରେ ୫ ଜଣ ପିଲାଙ୍କର ମୃତ୍ୟୁ ଘଟିଛି । ଗୁରୁତର ଅବସ୍ଥାରେ…

ଧର୍ମେନ୍ଦ୍ରଙ୍କ ଟିଟୋ ଲିଙ୍କ ଖୋଲିଲା ବିଜେଡି ! ଗ୍ୟାଙ୍ଗଷ୍ଟର କିଭଳି ପାଇଲା ପେଟ୍ରୋଲ ପମ୍ପ ? କେନ୍ଦ୍ରମନ୍ତ୍ରୀଙ୍କ…

ଗ୍ୟାଙ୍ଗଷ୍ଟର ଟିଟୋକୁ ପେଟ୍ରୋଲ ପମ୍ପ ମିଳିବା ପ୍ରସଙ୍ଗରେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଟାର୍ଗେଟ କଲା ବିଜେଡି । ଟିଟୋକୁ ପେଟ୍ରୋଲ ପମ୍ପ ଆବଣ୍ଟନ ଘଟଣାରେ ସିବିଆଇକୁ ତଦନ୍ତ ଭାର ଦେବାନେଇ ପ୍ରଶ୍ନ ଉଠାଇଲେ ବିଜେଡି ସାଂସଦ ତଥା ମୁଖପାତ୍ର ପ୍ରତାପ ଦେବ ।…

ବାଲେଶ୍ୱର ମେଡିକାଲ କଲେଜରେ ରୋଗୀ ସେବାରେ ଅବହେଳା : ଠିକ୍ ସମୟରେ ଡାକ୍ତର ଆସୁନଥିବାରୁ ଘଂଟାଘଂଟା ଧରି ଅପେକ୍ଷା…

କନକ ବ୍ୟୁରୋ : ବାଲେଶ୍ୱର ଡାକ୍ତରଖାନା ମେଡ଼ିକାଲ କଲେଜର ମାନ୍ୟତା ପାଇଥିଲେ ମଧ୍ୟ ରୋଗୀଙ୍କ ଦୁର୍ଦ୍ଦଶା କମୁନି । ପୂର୍ବରୁ ଡ଼ାକ୍ତରଙ୍କ ଅଭାବ ଯୋଗୁଁ ରୋଗୀ ହନ୍ତସନ୍ତ ହେଉଥିଲେ । ହେଲେ ମେଡିକାଲ କଲେଜ ମାନ୍ୟତା ପାଇବା ପରେ ଡାକ୍ତରଖାନାରେ ଡାକ୍ତରଙ୍କ ସଂଖ୍ୟା ବଢିଛି କିନ୍ତୁ ଗୋରୀଙ୍କ…

ଆରବିଆଇ ଜାରି କଲା ନୂଆ ୧୦୦ ଟଙ୍କିଆ ନୋଟର ଫଟୋ । ଜାଣନ୍ତୁ କଣ ରହିଛି ନୂଆ ଫିଚର୍ସ

ଭାରତୀୟ ରିଜର୍ଭ ବ୍ୟାଙ୍କ ଖୁବଶୀଘ୍ର ନୂଆ ୧୦୦ ଟଙ୍କିଆ ନୋଟ ଜାରି କରିବାକୁ ଯାଉଛି । ଏହି ନୂଆ ୧୦୦ ଟଙ୍କିଆ ନୋଟର ରଙ୍ଗ ବାଇଗଣୀ ରହିବ । ଏହି ନୂଆ ୧୦୦ ଟଙ୍କିଆ ନୋଟର ଫଟୋ ଆରବିଆଇ ଜାରି କରିଛି । ପୁରୁଣା ନୋଟ ଭଳି ନୂଆ ନୋଟଟି ମଧ୍ୟ ମହାତ୍ମା ଗାନ୍ଧି ସିରିଜରେ ଜାରି କରାଯିବ । ତା ଛଡା ଏହି…

ସୋସିଆଲ୍ ମିଡିଆରେ ଭାଇରାଲ୍ ହେଲା ମି.ବିନଙ୍କ ନିଧନ ଖବର ! ଗୁଜବ ନାଁ ସତ ଆସନ୍ତୁ ଜାଣିବା ।

ମିଷ୍ଟର ବିନଙ୍କ ନାମରେ ଲୋକପ୍ରିୟ ହୋଇଥିବା ପ୍ରସିଦ୍ଧ କମେଡିଆନ୍ ରୋବନ୍ ଏଟକିନ୍ସନଙ୍କୁ ଅବା କିଏ ନ ଜାଣେ । ତେବେ କିଛି ଦିନ ଧରି ମିଷ୍ଟର ବିନଙ୍କର ନିଧନର ଖବର ସୋସିଆଲ୍ ମିଡିଆରେ ଖୁବ୍ ଭାଇରାଲ୍ ହେଉଛି । ତେବେ ଏହି ଭାଇରାଲ୍ ଖବର ପଛରେ କେତେ ସତ୍ୟତା ଅଛି ଆଜି ଆମେ ଆପଣଭ୍କୁ କହିବାକୁ…