Daily Archives

July 18, 2018

୩୬ ବର୍ଷରେ ପାଦ ପକାଇଲେ ବଲିଉଡର ଦେଶୀ ଗାର୍ଲ : ଜାଣନ୍ତୁ ତାଙ୍କର ସଫଳ କ୍ୟାରିୟର ବିଷୟରେ

ବଲିଉଡ୍ ପିଗି ଚପସ୍ ପ୍ରିୟଙ୍କା ଚୋପ୍ରା ୩୬ ବର୍ଷରେ ପାଦ ରଖିଛନ୍ତି । ପ୍ରଥମେ ମିସ୍ ୱାର୍ଲ୍ଡ କ୍ରାଉନ୍ ଆଉ ତାପରେ ବଲିଉଡରେ ବିଗ୍ ବ୍ରେକ୍ । ଶେଷରେ ଜଣେ ଇଂଟରନ୍ୟାସନାଲ୍ ଷ୍ଟାର୍ ଭାବେ ହାତେଇଛନ୍ତି ଢେର୍ ସଫଳତା । ପ୍ରିୟଙ୍କା ଆଜି ବି-ଟାଉନ୍ ର ଜଣେ ପପୁଲାର୍ ଫେସ୍ ଭାବେ ଜଣା ଯାଉଛନ୍ତି ।…

ମୂଷା ଉପଦ୍ରବରୁ ରକ୍ଷା ପାଇବା ପାଇଁ ଚାହୁଁଛନ୍ତି କି ? ଇନଷ୍ଟଲ କରିବା ପାଇଁ ପଡ଼ିବ ମାଗଣା ଆପ୍

ଆପଣଙ୍କ ଘରେ ମୂଷା ଅଛନ୍ତି କି ? ସେଥିପାଇଁ ଆପଣ ଚିନ୍ତାରେ ରହୁଛନ୍ତି କି ? ତେବେ ଆଉ ଚିନ୍ତା କରନ୍ତୁ ନାହିଁ । ଆପଣ ଘରୁ ମୂଷା ବାହାର କରିବା ପାଇଁ ଅନେକ ଘରୋଇ ଉପାୟ ବ୍ୟବହାର କରିସାରିଥିବେ । ତେବେ ବେଳେବେଳ ଏପରି ଉପାୟ କିଛି କାମରେ ଆସେନାହିଁ । ତେବେ ମୂଷାକୁ ବାହାର କରିବା ପାଇଁ ଏକ…

ଆହୁରି ଦକ୍ଷ ହେବେ ଓଡ଼ିଶାର ଯୁବଗୋଷ୍ଠୀ : ରାଜ୍ୟରେ ପ୍ରତିଷ୍ଠା ହେବ ବିଶ୍ୱ ଦକ୍ଷତା କେନ୍ଦ୍ର

କନକ ବ୍ୟୁରୋ : ଓଡ଼ିଶାରେ ପ୍ରତିଷ୍ଠା ହେବ ବିଶ୍ୱ ଦକ୍ଷତା କେନ୍ଦ୍ର । ଅନ୍ତର୍ଜାତୀୟ ମାନର ଏହି ଦକ୍ଷତା କେନ୍ଦ୍ର ପ୍ରତିଷ୍ଠା ପାଇଁ ଆଇଟିଇ ସିଙ୍ଗାପୁରର ସଂସ୍ଥା ଆଇଟିଇ ଏଜୁକେସନ୍‌ ସର୍ଭିସ୍‌(ଆଇଟିଇଇଏସ୍‌) ସହଯୋଗ କରିବ। ଓଡ଼ିଶା ଦକ୍ଷତା ବିକାଶ କର୍ତୃପକ୍ଷ(ଓଏସ୍‌ଡିଏ)ଙ୍କ ଦ୍ୱାରା ଏହା…

ଗେଣ୍ଡାଳିଆ ଆସିଲେ ମୈାସୁମୀ ବର୍ଷା ଆସିବା ନେଇ ସୂଚନା ପାଇଥାଆନ୍ତି ଚାଷୀ ! ବିଦେଶୀ ଗେଣ୍ଡାଳିଆଙ୍କୁ ଦେଖିବାକୁ ମିଳୁଛି…

କନକ ବ୍ୟୁରୋ : ଓଡିଆ ମାନେ ଅନେକ ଧର୍ମ କଥା ବା କେଉଁ ସମୟରେ କଣ ହେଲେ କାହାକୁ ସୂଚନା ଦେଇଥାଏ ତାହାକୁ ପୂର୍ବପୁରୁଷଙ୍କ କଥା ଅନୁସାରେ ବିଶ୍ୱାସ କରିଥାଆନ୍ତି । ତେବେ କେଇଂ ପକ୍ଷୀ ଆସିଲେ ମୌସୁମୀ ଆସେ କାହାର ମଧ୍ୟ ଏକ ତତ୍ତ୍ୂ ରହିଛି । ଏମିତି ବିଶ୍ୱାସ ଏବେବି ରଖିଛନ୍ତି ଯାଜପୁର ଜିଲ୍ଳା…

କଂଗ୍ରେସ ସାସଂଦ ଶଶୀଥରୁରଙ୍କ ହିନ୍ଦୁ-ପାକିସ୍ତାନ ପରେ ହିନ୍ଦୁ-ତାଲିବାନ ଉପଖ୍ୟାନ ! ଥରୁରଙ୍କୁ ପାକିସ୍ତାନ ଯିବାପାଇଁ…

କନକ ବ୍ୟୁରୋ : କଂଗ୍ରେସ ସାସଂଦ ଶଶୀଥରୁର ବାରମ୍ବାର ବିବାଦୀୟ ବୟାନ ଦେଇ ଚର୍ଚ୍ଚାରେ ରହୁଛନ୍ତି । ତେବେ କିଛି ଦିନ ପୂର୍ବରୁ ଥରୁର ମୋଦି ଆଗାମୀ ନିର୍ବାଚନରେ ଭାରତରେ ଜିତିଲେ ଭାରତ ହିନ୍ଦୁ-ପାକିସ୍ତାନ ହେବ ବୋଲି କହିଥିଲେ । ତେବେ ଏହାପରେ ବିଜେପିର ମୁଖପାତ୍ର ସମ୍ବିଦ ପାତ୍ର ଏ ଘଟଣାରେ…

ଆଫ୍ରିକାରେ ଗାନ୍ଧୀ ନାମରେ ପରିଚିତ ଏହି ବ୍ୟକ୍ତିତ୍ୱଙ୍କ ଜୀବନର ୨୭ ବର୍ଷ ବିତିଥିଲା ଜେଲରେ : ତାଙ୍କର ଏହି କଥା ବଦଳାଇ…

ମୋହନ ଦାସ କରମଚାନ୍ଦ ଗାନ୍ଧୀ ନିଜର ସାମାଜିକ ଜୀବନର ଆରମ୍ଭ ଦକ୍ଷିଣ ଆଫ୍ରିକାରୁ କରିଥିଲେ । ସେ ବର୍ଷ ୧୯୧୫ରେ ଭାରତ ଫେରିଥିଲେ, କିନ୍ତୁ ଠିକ୍ ୩ ବର୍ଷ ପରେ ଏହି ପୃଥିବୀରେ ଜଣେ ବ୍ୟକ୍ତି ଜନ୍ମ ହୋଇଥିଲେ, ଯିଏ କି ପରେ ଆଫ୍ରିକାର ଗାନ୍ଧୀ ନାମରେ ଜଣାଗଲେ । ଏହି ବ୍ୟକ୍ତିଙ୍କ ନାମ ନେଲସନ…