Daily Archives

July 18, 2018

ମୋବାଇଲରୁ କ୍ୟାନସେଲ କରନ୍ତୁ କାଉଣ୍ଟରରୁ କିଣିଥିବା ରେଳଟିକେଟ୍ : ଜାଣନ୍ତୁ ପୂରା ପ୍ରକ୍ରିୟା

ଅଧିକାଂଶ ଲୋକେ ଟ୍ରେନରେ ଯାତ୍ରା କରିବାକୁ ବେଶି ପସନ୍ଦ କରିଥାନ୍ତି । ହେଲେ ଅନେକ ସମୟରେ କୌଣସି କାରଣରୁ ଆମକୁ କରିଥିବା ଟିକେଟକୁ କ୍ୟାନସେଲ କରିବାକୁ ପଡିଥାଏ । ଏଥିପାଇଁ ଆମକୁ ପୁଣି ଥରେ ଷ୍ଟେସନ କାଉଂଟରକୁ ଦୌଡିବାକୁ ପଡିଥାଏ । ତେବେ ଏହି କାମ ଆପଣ ଘରେ ବସି ବି କରିପାରିବେ, ସେ ପୁଣି…

ଟ୍ରେନରେ ଯାତ୍ରା କରୁଛନ୍ତି କି? ତେବେ ମନେ ରଖନ୍ତୁ ୧୦ଟି କଥା, ଅସୁବିଧା ସମୟରେ ନିଶ୍ଚୟ କାମଦେବ

କନକ ବୁରୋ : ଭାରତୀୟ ରେଳ କଥା କହିଲେ ସମସ୍ତେ ଟିକେ ଧ୍ୟାନର ସହିତ ରେଳ ବିଭାଗର କଥା ଶୁଣିଥାଆନ୍ତି । ତେବେ ଆମେ ଯଦି ଭାରତୀୟ ରେଳ କଥା କହିବା ତେବେ ଏହା ନିଶ୍ଚୟ ଭାବରେ କିଛି ଗୁରୁତ୍ୱପୂର୍ଣ୍ଣ କଥା ହୋଇଥିବ । ସମସ୍ତେ ଜାଣନ୍ତି ଭାରତରେ ସାଧାରଣ ଭାବରେ ପ୍ରତ୍ୟେକ ଦିନ ୨.୫ କୋଟିରୁ ଅଧିକ…

କାହିଁକି ଟାୟାରର ରଙ୍ଗ କଳା ହୋଇଥାଏ ? ଜାଣିଛନ୍ତି କି ଏହା ପଛରେ ଥିବା କାରଣ ? 

ଆପଣ କେବେ ଧ୍ୟାନ ଦେଇଛନ୍ତି, ବିଭିନ୍ନ ଗାଡିମାନଙ୍କର ଚକ ବା ଟାୟରଗୁଡିକର ରଙ୍ଗ ସାଧାରଣତଃ କଳା ରଙ୍ଗର ହିଁ ହୋଇଥାଏ । ଅନ୍ୟ କୌଣସି ରଙ୍ଗର ହୋଇ ନଥାଏ । ଆପଣ ଜାଣିଲେ ଆଶ୍ଚର୍ୟ୍ୟ ହେବେ କି ଟାୟର ତିଆରି କରୁଥିବା ବିଶ୍ୱର ସମସ୍ତ କଂପାନୀଗୁଡିକ ମଧ୍ୟ ଟାୟର ରଙ୍ଗ କଳା ହିଁ ରଖିଥାନ୍ତି । କେବଳ…

ୱାଶିଙ୍ଗ ମେସିନ୍ ରେ ଫସିଲା ୩ ବର୍ଷୀୟ ଶିଶୁ , ମା’ ଫେସବୁକ୍ ଯୋଗେ ପିଲାଙ୍କୁ ସୁରକ୍ଷିତ ରଖିବାକୁ ଦେଲେ ପରାମର୍ଶ ।…

ଜଣେ ମାଁ ନିଜ ଫେସବୁକ୍ ପୋଷ୍ଟରେ ସମସ୍ତ ମାତା ପିତାଙ୍କୁୁ ଫ୍ରଣ୍ଟ ଲୋଡେଡ ୱାଶିଙ୍ଗ ମେସିନ୍ ର ବିପଦ ବିଷୟରେ ଚେତାବନୀ ଜାରି କରିଛନ୍ତି । ତାଙ୍କର ଏହି ପୋଷ୍ଟ ପ୍ରତ୍ୟେକ ମା’-ବାପାଙ୍କ ହୃତ୍ ସ୍ପନ୍ଦନକୁ ବଢ଼ାଇଦେବ । ଲିଣ୍ଡସେ ମେକାଇବର ନାମକ ମହିଳା ଫେସବୁକ୍ ପୋଷ୍ଟକୁ ୩ ଲକ୍ଷରୁ ବି ଅଧିକ ଥର…

ନିୟମ ଭାଙ୍ଗିଲେ ବି ରୋକିପାରିବନି ଟ୍ରାଫିକ୍ ପୁଲିସ୍ ! ଜାଣନ୍ତୁ କେଉଁ ପରିସ୍ଥିତିରେ ରଦ୍ଦ ହୋଇପାରେ ଲାଇସେନ୍ସ ଓ କେଉଁ…

ଡ୍ରାଇଭିଂ କରିବାକୁ ଆମକୁ ଯେମିତି ମଜା ଆସିଥାଏ, ସେତିକି ହିଁ ଟେନସନ ମଧ୍ୟ ହୋଇଥାଏ । ଅଜାଣତରେ ହେଉ ସୁଦ୍ଧା ଯଦି ଆମ ଦ୍ୱାରା ଟ୍ରାଫିକର କୌଣସି ବି ନିୟମ ଭାଙ୍ଗ ହୋଇଯାଏ ତେବେ ପକେଟରୁ ୫୦୦ରୁ ୧୦୦୦ଟଙ୍କା ଯିବା ଏକପ୍ରକାରେ ସୁନିଶ୍ଚିତ । କିନ୍ତୁ ଆପଣ ଜାଣିଛନ୍ତି କି ଯେଉଁଭଳି ଭାବରେ ଆମ…

ଆସିଲା ମାଛ ନମୂନାର ଯାଂଚ ରିପୋର୍ଟ: ମତ୍ସ୍ୟ ବିଭାଗ କହିଲା, ରାଜ୍ୟରେ ସୁରକ୍ଷିତ ମାଛ, ମଧୁର ମାଛରେ ଫର୍ମାଲିନ ମିଶିବାର…

କନକ ବ୍ୟୁରୋ: ମାଛରେ କୌଣସି ପ୍ରକାର ଫର୍ମାଲିନ ମିଶିନାହିଁ । ପରୀକ୍ଷାଗାରରେ ମାଛର ନମୂନା ପରୀକ୍ଷା ପରେ ଏନେଇ ସ୍ପଷ୍ଟ କରିଛନ୍ତି ମତ୍ସ ଓ ପଶୁସଂପଦ ବିଭାଗ । ମାଛରେ ଫର୍ମାଲିନ ମିଶିବା ନେଇ ଅଭିଯୋଗ ପରେ ମାଛର ନମୂନା ସଂଗ୍ରହ କରି ପରୀକ୍ଷାଗାରକୁ ପରୀକ୍ଷା ପାଇଁ ପଠାଯାଇଥିଲା । ପରୀକ୍ଷାରୁ…