Daily Archives

July 8, 2018

ଟିଟୋ ଚଢୁଥିଲା ୫୦ଲକ୍ଷ ଟଙ୍କାର ଅଡି କାର ! ପୁଲିସ ହାତରେ ଲାଗିଲା ଗ୍ୟାଙ୍ଗଷ୍ଟରର ବିଳାସପୂର୍ଣ୍ଣ ଜୀବନର ଦସ୍ତାବିଜ୍ ।

କନକ ବ୍ୟୁରୋ : ଗ୍ୟାଙ୍ଗଷ୍ଟର ଟିଟୋ ସମ୍ପର୍କରେ ଆସିଲା ନୂଆ ତଥ୍ୟ । ଗ୍ୟାଙ୍ଗଷ୍ଟର ଚଢ଼ୁଥିଲା ଅଡ଼ି କାର  । ଟିଟୋ ପାଖରୁ ୫୦ ଲକ୍ଷ ଟଙ୍କାରୁ ଉଦ୍ଧ୍ୱର୍ ବିଳାସପୂର୍ଣ୍ଣ ଅଡ଼ି କାର ଜବତ କରିଛି ଏସଟିଏଫ୍  । ସେହିପରି ଟିଟୋ ଜାଗୁଆର ଚଢ଼ୁଥିବା ନେଇ ଏସଟିଏଫ୍ ଖୋଳତାଡ଼ ଜାରି ରଖିଛି  । ସୂଚନା ମୁତାବକ…

ଟଳିଲା ବିପଦ, ଜିତିଲା ଜୀବନ ! ଥାଇଲାଣ୍ଡ ଗୁମ୍ଫାରେ ୧୫ ଦିନ ଫଶି ରହିବା ପରେ ଉଦ୍ଧାର ହେଲେ ୬ ଜଣ ଖେଳାଳି, ଏବେ ମଧ୍ୟ…

ଥାଇଲାଣ୍ଡର ଯେଉଁ ରେସକ୍ୟୁ ଅପରେସନ୍ ଉପରେ ସାରା ଦୁନିଆର ନଜର ଥିଲା, ସେହି ରେସକ୍ୟୁ କ୍ୟାମ୍ପରୁ ଆସିଛି ଏମିତି ଏକ ଖବର ଯାହା ସମସ୍ତଙ୍କୁ ଚକିତ କରିଦେଇଛି । ପ୍ରାୟତଃ ଅସମ୍ଭବ ଲାଗୁଥିବା ଦୁନିଆର ଏକ ବଡ ଅପରେସନ୍ ପ୍ରଥମ ପର୍ଯ୍ୟାୟରେ ସଫଳ ହୋଇଛି । ଜୀବନ-ମୃତ୍ୟୁର ଆଶା ଆଶଙ୍କା ଭିତରେ ଦୀର୍ଘ…

ଟ୍ୱିଟ୍ କରି ଅଡୁଆରେ କଂଗ୍ରେସ ! ମୋଦିଙ୍କୁ ସମାଲୋଚନା କରିବାକୁ ଯାଇ ଅଡୁଆରେ ଫସିଲେ କଂଗ୍ରେସ ଆଇଟି ସେଲ୍ ପ୍ରମୁଖ…

ମୋଦିଙ୍କୁ ଘେରିବାକୁ ଉଦ୍ୟମ କରି ଅଡୁଆରେ କଂଗ୍ରେସ  । ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଟାର୍ଗେଟ୍ କରି ଅଡୁଆରେ ଫସିଗଲେ କଂଗ୍ରେସ ଆଇଟି ସେଲ୍ ପ୍ରମୁଖ ଦିବ୍ୟାସ୍ପନ୍ଦନା । ଗତକାଲି ଦିବ୍ୟାସ୍ପନ୍ଦନା ନିଜ ଅଫିସିଆଲ ଟ୍ୱିଟର ଆକାଉଣ୍ଟରେ ଟ୍ୱିଟ୍ କରିଥିବା ଭିଡ଼ିଓ ପୁରୁଣା ଜଣାପଡ଼ିବା ପରେ କ୍ଷମା…

୪୬ ବର୍ଷରେ ପାଦ ଦେଲେ ବେଙ୍ଗଲ ଟାଇଗର ସୌରଭ ଗାଙ୍ଗୁଲି । ଟିମ ଇଣ୍ଡିଆକୁ ବିଦେଶରେ ଜିତିବା ଶିଖାଇଥିଲେ ଦାଦା, ଲଡର୍ସରେ…

ସୌରଭ ଗାଙ୍ଗୁଲି । ଅଧିକାଂଶ କ୍ରିକେଟପ୍ରେମୀଙ୍କ ପାଇଁ ଏକ ଜଣାଶୁଣା ନାଁ । ଭାରତୀୟ କ୍ରିକେଟ ଟିମର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ଆଜି ୪୬ ବର୍ଷରେ ପାଦ ଦେଇଛନ୍ତି । ସୌରଭ ଏମିତି ଜଣେ ଅଧିନାୟକ ଯିଏ ଟିମ ଇଣ୍ଡିଆକୁ ବିଦେଶରେ ଜିତିବା ଶିଖାଇଛନ୍ତି । ଭାରତୀୟ କ୍ରିକେଟକୁ ଏକ ନୂଆ ଦିଶା…

ସ୍ୟାଲେରୀ ଓ ଲୁଣ ଭିତରେ ସଂପର୍କ କ’ଣ ? ଆସନ୍ତୁ ଜାଣିବା ଲୁଣ ବିଷୟରେ ଏମିତି କିଛି ରୋଚକ ତଥ୍ୟ

ଆମ ଥାଳିରେ ଲୁଣର ଭାଗ ସବୁଠାରୁ ଛୋଟ କିନ୍ତୁ ସବୁଠାରୁ ମୁଖ୍ୟ ହୋଇଥାଏ । ରୋଷେଇରେ ଲୁଣ ଯେତେ ମୁଖ୍ୟ ଥାଏ, ଏହା ବିଷୟରେ କିଛି ତଥ୍ୟ ,ସେତେ ହିଁ ରୋଚକ । ଆସନ୍ତୁ ଲୁଣ ବିଷୟରେ ଏମିତି କିଛି ରୋଚକ ତଥ୍ୟ ଜାଣିବା । କେବେ ରୋମର ସୈନିକଙ୍କୁ ପାରିଶ୍ରମିକ ରୂପେ ଲୁଣ ଦିଆଯାଉଥିଲା । ପାରିଶ୍ରମିକର…

ଥାଇଲାଣ୍ଡ ଗୁମ୍ଫାରେ ଜୀବନ ମୃତ୍ୟୁ ସହ ସଂର୍ଘଷ କରୁଛନ୍ତି ୧୨ ଖେଳାଳି । ଆଜି ସନ୍ଧ୍ୟା ସୁଦ୍ଧା ଗୁମ୍ଫାରୁ ବାହାରି…

ଥାଇଲାଣ୍ଡ ଗୁମ୍ଫାରେ ଫଶିଥିବା ୧୨ ଜଣ ଫୁଟବଲ ଖେଳାଳି ଓ ତାଙ୍କ କୋଚଙ୍କୁ ବାହାରକୁ ଆଣିବା ପାଇଁ ସବୁଠୁ ବଡ ରେସ୍କ୍ୟୁ ଅପରେସନ ଆଜି ଆରମ୍ଭ କରାଯାଇଛି । ୧୩ ଜଣ ଅର୍ନ୍ତଜାତୀୟ ସମୁଦ୍ର ବୁଡାଳୀ ଓ ଥାଇଲାଣ୍ଡର ୫ ଜଣ କମାଣ୍ଡୋଙ୍କୁ ଗୁମ୍ଫା ମଧ୍ୟକୁ ପଠାଯାଇଛି । ସନ୍ଧ୍ୟା ୭.୩୦ ଭିତରେ ଫଶି…