Daily Archives

July 1, 2018

ସ୍ମାର୍ଟଫୋନ ଏବଂ ଲାପଟପ୍ ଆପଣଙ୍କ ପାଇଁ ହୋଇପାରେ ବିପଦ ! ବର୍ଷାଦିନେ ଭୁଲରେ ମଧ୍ୟ କରନ୍ତୁ ନାହିଁ ଏହି କାମ ।

ବର୍ଷାଦିନେ ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ଗୁଡିକ ଖରାପ ହେବାର ଅଧିକ ସମ୍ଭାବନା ଦେଖାଯାଇଥାଏ । ଆଉ ଏହି ସମୟରେ ଯଦି ଆପଣ ଆପଣଙ୍କ ସ୍ମାର୍ଟଫୋନ, ପିସି, ଲ୍ୟାପଟପ ଠାରୁ ନେଇ ଫ୍ରିଜ ଏବଂ ଏସିକୁ ସୁରକ୍ଷିତ ରଖିବାକୁ ଚାହୁଁଛନ୍ତି, ତେବେ ଏହି ୫ଟି କଥା ସବୁବେଳେ ମନେ ରଖିବା ନିହାତି ଜରୁରୀ ।…

କେହି ଶୁଣୁ ନାହାନ୍ତି ଗଙ୍ଗାର ଦୁଃଖ ! ଚାଲିଛି ଅଭିଯାନ, ଖର୍ଚ୍ଚ ହୋଇସାରିଲାଣି ୩,୮୦୦ କୋଟି ଟଙ୍କା କିନ୍ତୁ ସଫା…

ଯେଉଁ ପାଣିକୁ ଲୋକମାନେ ଏତେ ପବିତ୍ର ବୋଲି ଭାବୁଛନ୍ତି, ସେହି ପାଣି ଦିନକୁ ଦିନ ବିଶାକ୍ତ ହେବାରେ ଲାଗିଛି । ଗଙ୍ଗା ନଦୀରେ ପ୍ରଦୂଷଣ ବଢିଚାଲିଥିବା ବେଳେ ଏହାର ସ୍ୱଚ୍ଛତା ଦିଗରେ କେହି ଧ୍ୟାନ ଦେଉନାହାନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ବିଜେପି ସରକାର ଆସିବା ପରେ…

ପ୍ରଥମେ ହଜିଗଲେ, କିଛି ଘଣ୍ଟା ପରେ ପୁଣି ମିଳିଲେ । ପୂର୍ବତନ ବିଧାୟକ ନବୀନ ନନ୍ଦଙ୍କର ମିଳିଲା ପତ୍ତା

କନକ ବ୍ୟୁରୋ : ମିଳିଲା ନବୀନଙ୍କ ପତ୍ତା । ଢ଼େଙ୍କାନାଳର ପୂର୍ବତନ ବିଧାୟକ ନବୀନ ନନ୍ଦଙ୍କ ପତ୍ତା ମିଳିଥିବା ପରିବାର ପକ୍ଷରୁ ସୂଚନା ଦିଆଯାଇଛି । କୋଲକାତାରେ ନବୀନ ଥିବା ନେଇ ସ୍ପଷ୍ଟ କଲେ ତାଙ୍କ ପୁଅ ସମ୍ବିତ । କିଛି ଘଣ୍ଟା ପୂର୍ବରୁ ନବୀନ ନନ୍ଦ କୋଲକାତାରୁ ନିଖୋଜ ହୋଇଥିବା ନେଇ ପରିବାର…

ଅମରନାଥ ଗୁମ୍ଫାର ଅଲୌକିକ କାହାଣୀ । ଜାଣନ୍ତୁ ବାବା ବର୍ଫାନିଙ୍କୁ ପ୍ରଥମେ କିଏ ଖୋଜିଥିଲେ, ଅମରନାଥ ଯାତ୍ରା ସହ କଣ…

ଆରମ୍ଭ ହୋଇଛି ପ୍ରସିଦ୍ଧ ଅମରନାଥ ଯାତ୍ରା । ଚଳିତ ବର୍ଷ ୨୮ ଜୁନ ୨୦୧୮ରେ ଏହି ଯାତ୍ରା ଆରମ୍ଭ ହୋଇଛି । ଏହି ଯାତ୍ରା ୨୬ ଅଗଷ୍ଟ ୨୦୧୮ ପର୍ଯ୍ୟନ୍ତ ଜାରି ରହିବ । ଅମରନାଥ ଗୁମ୍ଫା କାଶ୍ମୀରର ବରଫ ପାହାଡ଼ ମଝିରେ ରହିଛି । ହିନ୍ଦୁ ଧର୍ମର ଲୋକଙ୍କ ପାଇଁ ଅମରନାଥ ଏକ ପ୍ରମୁଖ ତୀର୍ଥସ୍ଥଳୀ ।…

ରଥଯାତ୍ରାକୁ ନେଇ ବିବାଦ ! ଶ୍ରୀ ଜଗନ୍ନାଥ ସେବାୟତ ସମ୍ମିଳନୀର ଚେତାବନୀ, ଶେଷ ରଥ ସମନ୍ୱୟ ବୈଠକକୁ ବର୍ଜନ କରିବାକୁ…

ପୁରୀ ଶ୍ରୀମନ୍ଦିରକୁ ନେଇ ଏବେ ପ୍ରତିଦିନ ନୂଆ ନୂଆ ବିବାଦ ଘଟଣା ସାମ୍ନାକୁ ଆସୁଛି । କେତେବେଳେ ନିଳାଦ୍ରୀବିଜେ ବିବାଦ ତ ଆଉ କେତେବେଳେ ରତ୍ନ ଭଣ୍ଡାର ଚାବି ହଜିବା ପ୍ରସଙ୍ଗ ଘଟଣା ଜଗନ୍ନାଥପ୍ରେମୀଙ୍କୁ ମର୍ମାହତ କରୁଛି । କେବଳ ଏତିକି ନୁହେଁ ଗତ କିଛିଦିନ ହେବ ରାଷ୍ଟ୍ରପତିଙ୍କ ପତ୍ନୀଙ୍କୁ…

ବର୍ଷା ଦିନରେ ବିସ୍ଫୋରଣ ହୋଇପାରେ ଆପଣଙ୍କ ଫୋନ୍, କରନ୍ତୁ ନାହିଁ ଏହି କାମ

ନିକଟରେ ଜଣେ ବ୍ୟକ୍ତି ବର୍ଷା ହେଉଥିବା ସମୟରେ ମୋବାଇଲରେ କଲ ରିସିଭ୍ କରିବା ହେତୁ ବିସ୍ଫୋରଣ ଘଟିବା ଫଳରେ ମୃତ୍ୟୁ ହୋଇଯାଇଥିଲା। ମୌସୁମୀ ଛୁଇଁବା ସହିତ ବର୍ଷା ପାଣିରୁ ନିଜ ସହିତ ମୋବାଇଲକୁ ସୁରକ୍ଷିତ ରଖିବା ମୁସ୍କିଲ କାମ ହୋଇଥାଏ । ତେବେ ଆସନ୍ତୁ ଜାଣିବା ବର୍ଷା ସମୟରେ କିପରି ରଖିବେ…