Daily Archives

July 1, 2018

ସହିଦ ପୋଲିସ ଅଫିସରଙ୍କ କୋକେଇକୁ କାନ୍ଧ ଦେଲେ ମୁଖ୍ୟମନ୍ତ୍ରୀ, ଅନ୍ୟ ରାଜନେତାଙ୍କ ପାଇଁ ସୃଷ୍ଟି କଲେ ଉଦାହରଣ

ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କୁ ନେଇ ପୁଣି ଚର୍ଚ୍ଚା । ଶୁକ୍ରବାର ପୋଲିସ ଅଫିସର ଅମୃତ ଲାଲ ଭିଲାଲଙ୍କୁ ସମ୍ମାନ ଦେବାକୁ ଯାଇ ଶେଷରେ ତାଙ୍କ କୋକେଇରେ କାନ୍ଧ ଦେଇଛନ୍ତି ଶିବରାଜ । ଏପରିକି ଡ଼୍ୟୁଟି ସମୟରେ ଗମ୍ଭୀର ରୂପେ ଆହତ ହୋଇ ଶେଷରେ ପ୍ରାଣ ହରାଇଥିବା ଅମୃତ ଲାଲଙ୍କୁ…

ଦୁର୍ଘଟଣାରେ ଚାଲିଗଲା ବାପାଙ୍କ ଜୀବନ ! ଦିନ ମଜୁରିଆ ଭାବେ କାମ ଆରମ୍ଭ କଲେ ମା’, କଠିନ ପରିଶ୍ରମ କରି ଦୁଇ ପୁଅଙ୍କୁ…

ଯେତେ ବିପଦ ଯେତେ ଝଡଝଞ୍ଜା ଆସିଲେ ମଧ୍ୟ ମା’ ସବୁବେଳେ ନିଜ ପଣତ ତଳେ ପୁଅକୁ ସୁରକ୍ଷିତ ରଖିଥାଏ । ସବୁ ବାଧାବିଘ୍ନକୁ କାଟି ସେ ନିଜ ପୁଅ ପାଇଁ ସବୁକିଛି ଅଜାଡି ଦେଇଥାଏ । ମା’ର ଏଭଳି ବଳିଦାନର ଚିତ୍ର ଦେଖିବାକୁ ମିଳିଛି ରାଜସ୍ଥାନ ଠାରେ । ରାଜସ୍ଥାନ ଜୋଧପୁର ଜିଲ୍ଲା ସମବାଡି ଗାଁର ବିମଳା…

ଦିଲ୍ଲୀରେ ଭୂକମ୍ପର ଝଟକା! ଦୋହଲିଲା ଫ୍ୟାନ, ଭୟରେ ଘରୁ ପଦାକୁ ଆସିଲେ ଲୋକେ । ରିକ୍ଟର ସ୍କେଲରେ ତୀବ୍ରତା ୩.୯

ଥରିଲା ଦେଶର ରାଜଧାନୀ । ଦିଲ୍ଲୀ-ଏନସିଆର ଅଞ୍ଚଳରେ ଭୂମିକମ୍ପର ଝଟକା । ରିକ୍ଟର ସ୍କେଲରେ ୩.୯ ତ୍ରୀବତାର ଭୂକମ୍ପ ଦିଲ୍ଲୀ-ଏନସିଆର ଅଞ୍ଚଳରେ ଅନୁଭୂତ ହୋଇଛି । ସୂଚନା ଅନୁସାରେ ରବିବାର ଅପରାହ୍ନ ୩.୪୭ ମିନିଟ୍ ସମୟରେ ଭୁମିକମ୍ପ ଅନୁଭୂତ ହୋଇଥିଲା । ଭୂକମ୍ପର କେନ୍ଦ୍ରସ୍ଥଳ ହରିୟାଣାର ସୋନିପତ…

ବର୍ଷ ୨୦୧୮ର ପ୍ରଥମ ଛଅ ମାସରେ ରିଲିଜ୍ ହୋଇଯାଇଛି ୧୫ଟି ଓଡିଆ ସିନେମା : ଜାଣନ୍ତୁ ହିଟ୍ ଓ ଫ୍ଲପ୍ ଫିଲ୍ମ ବିଷୟରେ

୨୦୧୮ର ପ୍ରଥମ ଛଅ ମାସରେ ପନ୍ଦରଟି ଓଡ଼ିଆ ସିନେମା ମୁକ୍ତିଲାଭ କରିଥିବା ଜଣାଯାଇଛି । ଏଥିମଧ୍ୟରୁ କେବଳ ଦୁଇଟି ସିନେମା ହିଟ୍ ହୋଇଥିବା କୁହାଯାଉଛି। ଏ ଦୁଇ ସିନେମା ହେଲା ‘ଓଲେ ଓଲେ ଦିଲବୋଲେ’ ଏବଂ ‘ଦିଓ୍ଵାନା ହେଲି ତୋ’ ପାଇଁ’। ଏପ୍ରିଲ୍ ୧୩ ତାରିଖରେ ଏହି ଦୁଇଟି ଓଡ଼ିଆ ସିନେମା ପରଦାକୁ…

୫ ସବୁଠାରୁ ବଡ ସାମୁହିକ ଆତ୍ମହତ୍ୟା ! ୯୧୩ ଜଣଙ୍କ ଏକାଥରକେ ଯାଇଥିଲା ଜୀବନ

କନକ ବ୍ୟୁରୋ: ବର୍ତ୍ତମାନ ସମୟରେ ସାମାନ୍ୟ କଥାକୁ ନେଇ ଅନେକ ଲୋକ ଆତ୍ମହତ୍ୟା ଭଳି ଏକ ଚରମ ପଦକ୍ଷେପ ନେଉଛନ୍ତି । ଯଦି ଆମେ ନିଜକୁ ପ୍ରତ୍ୟେକ ଦିନ ଖବର ସହ ଜଡିତ ରଖିବା ତେବେ ଜାଣିପାରିବା ଯେ, ପ୍ରତ୍ୟେକ ଦିନ କେଉଁଠାରେ ନା କେଉଁଠାରେ ଲୋକମାନେ ଆତ୍ମହତ୍ୟା କରୁଛନ୍ତି । ତେବେ କେତେକ ବଡ…

ପଞ୍ଚାୟତର ଅଜବ ଦଣ୍ଡ ! ବାହା ହେଲା ପୁଅ, ପଞ୍ଚାୟତ ଦେଲା ବାପାଙ୍କୁ ଛେପ ଚାଟିବାର ଦଣ୍ଡାଦେଶ

ବାହା ହେଲା ପୁଅ , ବାପାକୁ ପଞ୍ଚାୟତ ଦେଲା ଛେପ ଚାଟିବାର ଦଣ୍ଡାଦେଶ । ଏଭଳି କିଛି ଘଟଣା ଘଟିଛି ଉତ୍ତର ପ୍ରଦେଶର ବୁଲନ୍ଦସହର ଠାରେ । ସୁଚନା ମୁତାବକ ହବିବପୁର ଗାଁର ଶ୍ରୀକ୍ରୀଷ୍ଣା ନାମକ ୨୧ ବର୍ଷର ଦଳିତ ଯୁବକ ଜଣେ ମୁସଲମାନ ଝିଅକୁ ବିବାହ କରିବାରୁ ପଞ୍ଚାୟତ ଏଭଳି ଦଣ୍ଡାଦେଶ ଶୁଣାଇଛି ।…