ଘାଟିରେ ଦୁର୍ଘଟଣା : ବୋଲେରୋ ଓ ମିନି ଟ୍ରକ ମଧ୍ୟରେ ଧକ୍କା; ୪ ଛୋଟ ଛୁଆଙ୍କ ସମେତ ୧୦ ଯାତ୍ରୀ ଗୁରୁତର

186

କନକ ବ୍ୟୁରୋ : କଳାହାଣ୍ଡି କୋକସରା ଆମପାଣି ଘାଟିରେ ଦୁର୍ଘଟଣା । ବୋଲେରୋ-ମିନି ଟ୍ରକ ମୁହାଁମୁହିଁ ଧକ୍କା । ଦୁର୍ଘଟଣାରେ ୧୨ରୁ ଅଧିକ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି । ସମସ୍ତ ଗୁରୁତର କୋକସରା ମେଡିକାଲରେ ଭର୍ତ୍ତି କରାଯାଇଛି । ଗୁରୁତରଙ୍କ ମଧ୍ୟରେ ୪ ଜଣ ଶିଶୁ ଥିବା ସୂଚନା ରହିଛି । ଆନ୍ଧ୍ରରୁ ଧର୍ମଗର୍ଡ଼ ଆସୁଥିବା ସମୟରେ ଧକ୍କା ହୋଇ ଘଟିଥିଲା ଦୁର୍ଘଟଣା ।