ବଲିଉଡ ଅଭିନେତା ଆମିର ଖାନ୍ । ଅନେକ ଚିତ୍ର ଓ ଚରିତ୍ରର ସଫଳ ନାୟକ । ଏବେ ନିଜ ମନର ଆଶାକୁ ବ୍ୟକ୍ତ କରିଛନ୍ତି । ସିନେମାର ୬୦ ଦଶକକୁ ଖୁବ୍ ତାରିଖ କରିଛନ୍ତି । କହିଛନ୍ତି – “ମୁଁ ୬୦ ଦଶକରେ ଜନ୍ମ ହୋଇଥା’ନ୍ତି କି ” । ସେହି ସମୟ ଥିଲା ସିନେମାର ସ୍ୱର୍ଣ୍ଣିମ ଅଧ୍ୟାୟ ।
Kanak News is now on WhatsApp
Join and get latest news updates delivered to you via WhatsApp
କେ.ଆସିକ୍ ଓ ଗୁରୁଦତ୍ତଙ୍କ ପରି ଲୋକ ଦେଶର ସ୍ୱାଧିନତାର ଧାଁ ଦୈାଡ ଭିତରେ ବଢିଛନ୍ତି । ଆଉ ସେ ସମୟର ସିନେମା କାହାଣୀ ଥିଲା ପ୍ରକୃତ ସାମାଜିକ ଚଳନୀର କାହାଣୀ । ଆଜି ବି ଲୋକ କିଛି ଅଲଗା କାହାଣୀ ନେଇ ଆସୁଛନ୍ତି ।