Daily Archives

November 20, 2018

ନବୀନ-ନରସିଂହ ମେଣ୍ଟ ଅଭିଯୋଗରେ ବିଧାନସଭା ହୁଲୁସ୍ତୁଲ : ନରସିଂହ କହିଲେ ‘ଚୋର ମଚାଏ ସୋର’

କନକ ବ୍ୟୁରୋ : ସରକାରୀ ଦଳ ଓ କଂଗ୍ରେସ ଭିତରେ ରହିଛି ଭିତିରିଆ ସମ୍ପର୍କ । ଏହି ଅଭିଯୋଗ ଆଣି ଆଜି ବିଧାନସଭାରେ ହୋହାଲ୍ଲା କରିଛନ୍ତି ବିଜେପି ବିଧାୟକ । ଗତ ନିର୍ବାଚନରେ ଭୂପିନ୍ଦର ସିଂ କଂଗ୍ରେସ ଛାଡି ବିଜେଡିକୁ ଯିବା ଭଳି ଏଥର ମଧ୍ୟ ସେମିତି କିଛି ଘଟିବ ବୋଲି ଆଶଙ୍କା କରିଛି ବିଜେପି ।…

ଦୁର୍ଘଟଣା ନେଇ ଦୁଃଖ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ ! ଉଦ୍ଧାରକାର୍ଯ୍ୟ ତ୍ୱରାନ୍ୱିତ କରିବାପାଇଁ ଦେଲେ ନିର୍ଦ୍ଦେଶ

କନକ ବ୍ୟୁରୋ : ଭାରସାମ୍ୟ ହରାଇ ଏକ ଯାତ୍ରୀବାହୀ ବସ ‘ଜଗନ୍ନାଥ’ ମଙ୍ଗଳବାର ସନ୍ଧ୍ୟାରେ କଟକ ଜିଲ୍ଲାର ଜଗତପୁର ଠାରେ ମହାନଦୀକୁ ଖସିପଡ଼ିଛି । ତାଳଚେରରୁ ଭୁବନେଶ୍ୱର ଆସୁଥିବା ସମୟରେ କଟକରେ ଦୁର୍ଘଟଣାଗ୍ରସ୍ତ ହେଲା ବସ୍ । ବସରେ ଥିଲେ ୪୦ରୁ ଅଧିକ ଯାତ୍ରୀ । ସୂଚନା ଅନୁସାରେ ପୋଲ ଉପରେ ବସ…

ହକି ପାଇଁ ହଟହଟା ! ଅନଲାଇନରେ ଟିକେଟ ନପାଇ କ୍ରୀଡାପ୍ରେମୀ ହତାଶ, ଭାଗ୍ୟବାନ ପାଇଲେ ଟିକେଟ୍ ।

କନକ ବ୍ୟୁରୋ : ଟିକେଟ୍ ପାଇଁ କଲବଲ । ଭୁବନେଶ୍ୱରରେ ଆୟୋଜିତ ହେଉଥିବା ହକି ବିଶ୍ୱକପ୍ ଉଦଘାଟନୀ ସମାରୋହ ଟିକେଟ୍ ପାଇଁ ଆଜି ଏଭଳି ପରିସ୍ଥିତି ଉପୁଜିଛି । ଆଜି ଦିନ ୧୨ ଟାରେ କେବଳ ଅନଲାଇନରେ ଟିକେଟ୍ ଉପଲବ୍ଧ ହେବ ବୋଲି ପୂର୍ବରୁ ଘୋଷଣା ହୋଇଥିଲା । ଦିନ ୧୨ ହେବା ପୂର୍ବରୁ କିଏ କମ୍ପ୍ୟୁଟର…

ମହାନଦୀକୁ ଖସିପଡିଲା ଯାତ୍ରୀବାହୀ ବସ୍ ! ତାଳଚେରରୁ ଭୁବନେଶ୍ୱର ଆସୁଥିବା ବେଳେ ଦୁର୍ଘଟଣା ।

କନକ ବ୍ୟୁରୋ : ମହାନଦୀରେ ଅଭାବନୀୟ ଘଟଣା । ବ୍ରିଜ୍ ଉପରୁ ତଳକୁ ଖସିପଡିଲା ଯାତ୍ରୀବାହୀ ବସ । ମଙ୍ଗଳବାର ସନ୍ଧ୍ୟାରେ କଟକ ମହାନଦୀ ପୋଲ ଉପରୁ ଏକ ଯାତ୍ରାବାହୀ ବସ ତଳକୁ ଖସିପଡିଛି । ବସଟି ତାଳଚେରରୁ ଭୁବନେଶ୍ୱର ଆସୁଥିଲା ବୋଲି ଜଣାପଡିଛି । ଘଟଣାସ୍ଥଳରେ କମିଶନରେଟ୍ ପୋଲିସ ପହଞ୍ଚିଛି ।…

ଓଟିଭି ବିରୋଧରେ ସ୍ୱାଧିକାର ଭଙ୍ଗ ନୋଟିସ । କାହିଁକି ବାତିଲ ହେବନି ପ୍ରସାରଣ, କାରଣ ଦେଖାଇବେ ଚ୍ୟାନେଲ କର୍ତ୍ତୃପକ୍ଷ ।

କନକ ବ୍ୟୁରୋ : ଗଣମାଧ୍ୟମ ସଂସ୍ଥା ଓଟିଭି ବିରୋଧରେ ଆସିଲା ସ୍ୱାଧିକାର ଭଙ୍ଗ ପ୍ରସ୍ତାବ । ବିଧାନସଭାରେ ବିରୋଧୀ ଦଳ ମୁଖ୍ୟ ସଚେତକ ତାରାପ୍ରସାଦ ବାହିନୀପତି ଏସଂକ୍ରାନ୍ତୀୟ ନୋଟିସ ଆଣିଛନ୍ତି । ସୋମବାର ଓଟିଭିରେ ପ୍ରଦର୍ଶିତ ଏକ ରିପୋର୍ଟ ଆଧାରରେ ଏପରି ପ୍ରସ୍ତାବ ଆଗତ କରାଯାଇଛି । ତାରା…

କଂଗ୍ରେସ ଏକ ଅହଙ୍କାରୀ ଦଳ ! ଅଖିଳେଶ କହିଲେ, ୨୦୧୯ରେ ହେବ ନାହିଁ କୌଣସି ମହାମେଣ୍ଟ ।

କଂଗ୍ରେସ ଏକ ଅହଙ୍କାରୀ ଦଳ । ୨୦୧୯ ନିର୍ବାଚନରେ କଂଗ୍ରେସ ଠାରୁ ଦୂରତା ବଜାୟ ରଖିବା ନେଇ ସଙ୍କେତ ଦେଇଛନ୍ତି ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଲେଶ ଯାଦବ । ଅଖିଲେଶ ସଙ୍କେତ ଦେଇଛନ୍ତି ଯେ, ୨୦୧୯ ସାଧାରଣ ନିର୍ବାଚନରେ କଂଗ୍ରେସ ସହ ସମାଜବାଦୀ ପାର୍ଟିର କୌଣସି ଗଠବନ୍ଧନ ହେବ ନାହିଁ ।…