Daily Archives

July 16, 2018

କୋଣାର୍କ ମନ୍ଦିରରେ ପାଣି ଜମିବା ପ୍ରସଙ୍ଗ : ସ୍ଥାୟୀ ସମାଧାନ ପାଇଁ ସଂସ୍କୃତି ମନ୍ତ୍ରାଳୟକୁ ଚିଠି ଲେଖିଲେ…

କନକ ବ୍ୟୁରୋ : କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟକୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କୋର୍ଣାକ ମନ୍ଦିରରେ ବାରମ୍ବାର ପାଣି ଜମିବା ପରେ ଏହାର ସ୍ଥାୟୀ ସମାଧାନ ଏଏସଆଇ ଦ୍ୱାରା କରିବା ପାଇଁ କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟକୁ ଚିଠି ଲେଖି ଜଣାଇଛନ୍ତି ନବୀନ । ପ୍ରବଳ ବର୍ଷାରେ…

ଝିମିଟି ଖେଳରୁ ମହାଭାରତ ! ଗାଡି ଧକ୍କା କରିବାକୁ ଯୁବକଙ୍କୁ ଗୋଡାଇ ଗୋଡାଇ ହତ୍ୟା କଲେ ଗାଁ ଲୋକ, ୨୫ ଜଣଙ୍କ ନାଁରେ…

କନକ ବ୍ୟୁରୋ : ଯୁବକଙ୍କୁ ପିଟିପିଟି ମାରିଦେଲେ । ସାମାନ୍ୟ ବଚସାରୁ ରାଜଧାନୀରେ ଜଣେ ଯୁବକଙ୍କୁ ଗାଁ ଲୋକ ପିଟିପିଟି ମାରିଦେଇଛନ୍ତି । ବାଉନ୍ସର ଭାବେ କାମ କରୁଥିବା ଯୁବକ ଜଣକ ଉତ୍ୟକ୍ତ ଲୋକଙ୍କ ଆକ୍ରମଣର ଶିକାର ହୋଇ ଜୀବନ ହାରିଛନ୍ତି । ଘଟଣାରେ ପୋଲିସ ଦୁଇଜଣଙ୍କୁ ଗିରଫ କରିଥିବା ବେଳେ…

ଟଙ୍କା ଦିଅ, ଫିଟନେସ ସାର୍ଟିଫିକେଟ ନିଅ । ୫ଶହ ଟଙ୍କା ନଦେବାରୁ ଫିଟନେସ୍ ସାର୍ଟିଫିକେଟ୍ ଚିରିଦେଲେ ଡାକ୍ତର, ଭାଇରାଲ…

କନକ ବ୍ୟୁରୋ : ଫିଟନେସ୍ ସାର୍ଟିଫିକେଟ୍ ପାଇଁ ୫ ଶହ ଟଙ୍କା । ଯଦି ଆପଣ କୌଣସି ଚାକିରି ପାଇଁ ଫିଟନେସ୍ ସାର୍ଟିଫିକେଟ୍ ଚାହୁଁଛନ୍ତି, ତେବେ ଆପଣଙ୍କୁ ଦେବାକୁ ପଡିବ ୫ଶହ ଟଙ୍କା । ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି ଏଭଳି ଏକ ଭିଡିଓ । ଯେଉଁଥିରେ ୫ ଶହ ଟଂକା ନଦେବାରୁ ଡାକ୍ତର, ନିଜେ…

ଏ ଆମ ସ୍ମାର୍ଟସିଟି । ଅସରାଏ ବର୍ଷାରେ ଭୁବନେଶ୍ୱରରେ ଭାସିଲା ବସ୍, ବୋଟର ବ୍ୟବସ୍ଥା କରିବାକୁ ସୋସିଆଲ ମିଡିଆରେ କହିଲେ…

କନକ ବ୍ୟୁରୋ : କେଇ ଘଂଟାର ବର୍ଷାରେ ବିଗିଡି ଯାଇଛି ସାରା ରାଜ୍ୟର ଚିତ୍ର । ରାଜଧାନୀ ଭୁବନେଶ୍ୱରରେ ଦେଖିବାକୁ ମିଳିଛି କୃତ୍ରିମ ବନ୍ୟା ସ୍ଥିତି । ସ୍ମାର୍ଟ ସିଟି କୁହାଯାଉଥିବା ଭୁବନେଶ୍ୱରର ରାସ୍ତାରେ ଲହଡି ଭାଂଗିଛି ଆଂଟୁଏ ପାଣି । ରାଜପଥ ମଝିରେ ଅଟକି ଯାଇଛି ଯାତ୍ରୀବାହି ବସ୍ ।…

ଡାକ୍ତର ହେବା ପାଇଁ ନମ୍ବର ନୁହେଁ ଟଙ୍କା ଦରକାର! ସାମ୍ନାକୁ ଆସିଲା ସାଂଘାତିକ ସତ, ପ୍ରବେଶିକା ପରୀକ୍ଷାରେ ଶୂନ ନମ୍ବର…

ପ୍ରତିବର୍ଷ ଦେଶରେ ହଜାର ହଜାର ଛାତ୍ରଛାତ୍ରୀ ମେଡିକାଲ ପ୍ରବେଶିକା ପରୀକ୍ଷା ଦେଇଥାନ୍ତି । କଠୋର ଅଧ୍ୟବସାୟ କରି ଡାକ୍ତର ହେବାକୁ ଲକ୍ଷ୍ୟ ରଖିଥାନ୍ତି । ଏବେ ଆମେ ଏପରି ଖବର ଶୁଣାଇବାକୁ ଯାଉଛୁ, ଯାହାକୁ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ, ହେଲେ ଏହା ସତ । ପ୍ରବେଶିକା ପରୀକ୍ଷାରେ ଶୂନ…

ଆଡପ ମଣ୍ଡପକୁ ବିଜେ କଲେ ଚତୁର୍ଦ୍ଧାମୂର୍ତ୍ତି । ବାହୁଡା ଯାତ୍ରା ପର୍ଯ୍ୟନ୍ତ ଜନ୍ମବେଦୀରେ ରହିବେ ମହାପ୍ରଭୁ

କନକ ବ୍ୟୁରୋ : ରଥରୁ ଆଡପ ମଣ୍ଡପକୁ ଗଲେ ଚତୁର୍ଦ୍ଧାମୂର୍ତ୍ତି । ସୋମବାର ରଥାରୁଢ଼ ଶ୍ରୀଜିଉଙ୍କୁ ଗୁଣ୍ଡିଚା ମନ୍ଦିର ଆଡପ ମଣ୍ଡପକୁ ବିଜେ କରିଛନ୍ତି । ସୋମବାର ସନ୍ଧ୍ୟା ଧୂପ ସରିବା ପରେ ଘୋଡାଫିଟା, ଚାରମାଳ ବନ୍ଧା, ପୁଷ୍ପାଞ୍ଜଳି ହେବା ପରେ ମହାପ୍ରଭୁ ଗୋଟି ପହଣ୍ଡିରେ ଆଡପମଣ୍ଡପକୁ ବିଜେ…