Daily Archives

July 16, 2018

ରସଗୋଲା ପାଇଁ ଭାଙ୍ଗିଗଲା ବାହାଘର ! ଘଟିଲା କିଛି ଏଭଳି ଘଟଣା, ବିନା ବିବାହରେ ଘରକୁ ଫେରିଲା ବର ।

ଧୁମଧାମରେ ବରଯାତ୍ରୀ ପହଞ୍ଚିଲା, ଏବଂ ସାହାନାଇ ସହ ବାହାଘରର ସମସ୍ତ କାର୍ଯ୍ୟ ସମ୍ପର୍ଣ୍ଣ ହେଉଥିଲା । କିନ୍ତୁ ଏହି ସମୟରେ ଘଟିଲା କିଛି ଏଭଳି ଘଟଣା କି ସେଠାରେ ଉପସ୍ଥିତ ଥିବା ସମସ୍ତ ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ବାହାଘରକୁ ଆସିଥିବା ବରଯାତ୍ରୀ ଖାଇ ସାରିବା ପରେ ସେମାନଙ୍କୁ ରସଗୋଲା…

ଇସ୍ତଫା ଦେଲେ ରଘୁନାଥ ମହାପାତ୍ର : ରାଜ୍ୟସଭାକୁ ମନୋନୀତ ପରେ ଲଳିତକଳା ଏକାଡେମୀ ସଭାପତି ପଦରୁ ଇସ୍ତଫା ।

ଲଳିତକଳା ଏକାଡେମୀ ସଭାପତି ପଦରୁ ଇସ୍ତଫା ଦେଲେ ପଦ୍ମବିଭୂଷଣ ରଘୁନାଥ ମହାପାତ୍ର । ଗତ ୧୪ ତାରିଖ ଦିନ ମହାମହିମ ରାଷ୍ଟପତି ରାମନାଥ କୋବିନ୍ଦ ପଥରଶିଳ୍ପୀ ରଘୁନାଥ ମହାପାତ୍ରଙ୍କ ସହ ବିଶିଷ୍ଟ ଓଡିଶୀ ନୃତ୍ୟାଙ୍ଗନା ସୋନାଲ ମାନସିଂହଙ୍କୁ ରାଜ୍ୟସଭାକୁ ମନୋନୀତ କରିଥିଲେ । ସୁଚନା ଅନୁସାରେ ୨୦୧୬…

ଯାହା ବାହାଘରରେ ନାଚି ରାତାରାତି ଷ୍ଟାର ପାଲଟିଥିଲେ ଡବୁ ଜୀ, ତାଙ୍କୁ ଗୁଳି ମାରିଲେ ଦୁବୃର୍ତ୍ତ

ଇଣ୍ଟରନେଟରେ ରାତାରାତି ଡ୍ୟାନ୍ସିଂ ସେନସେସନ ପାଲଟିଥିବା ସଞ୍ଜୀବ ଶ୍ରୀବାସ୍ତବ ତଥା ଡବୁ ଜୀଙ୍କ ଶଳାଙ୍କୁ କେହି ଅଜ୍ଞାତ ବ୍ୟକ୍ତି ଗୁଳି ମାରିଛନ୍ତି । ବିଦିଶାରେ ରହୁଥିବା ଡବୁ ଜୀଙ୍କ ଶଳା କୁଶାଗ୍ରଙ୍କୁ କେହି ଅଜ୍ଞାତ ବ୍ୟକ୍ତି ଗୁଳି ମାରିଛନ୍ତି । ଗ୍ୱାଲିୟର ଜନକଗଞ୍ଜ ଥାନା ଅଦାଜୀ…

ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ଜାରି ରହିବ ବର୍ଷା ! ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ନଯିବାକୁ ଆଞ୍ଚଳିକ ପାଣିପାଗ କଲା…

ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ ଯୋଗୁଁ ଗତକାଲି ରାତିରୁ ରାଜ୍ୟବ୍ୟାପୀ ଲଗାଣ ବର୍ଷା ଜାରି ରହିଛି । ଏହିଭଳି ବର୍ଷା ଆଗାମୀ ୨୪ ଘଣ୍ଟା ପର୍ଯ୍ୟନ୍ତ ଲାଗି ରହିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଓଡିଶାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସହ ଘଡଘଡିର ସମ୍ଭାବନା…

ମଧ୍ୟାହ୍ନ ଭୋଜନ ଖାଇଲେ ନୂଆପଡା ଜିଲ୍ଲାପାଳ : ଖରିଆର ଚନାବେଡା ସେବାଶ୍ରମରେ ମଧ୍ୟାହ୍ନ ଭୋଜନ ସ୍ଥିତି ପରଖିଲେ ଡକ୍ଟର…

କନକ ବ୍ୟୁରୋ : ମଧ୍ୟାହ୍ନ ଭୋଜନ ଚାଖିଲେ ନୂଆପଡା ଜିଲ୍ଲାପାଳ । ଖରିଆର ବ୍ଲକ ଚନାବେଡା ସେବାଶ୍ରମରେ ମଧ୍ୟାହ୍ନ ଭୋଜନ ସ୍ଥିତି ପରଖିଲେ ଡକ୍ଟର ପୋମ୍ମା ଟୁଡୁ । ଜିଲ୍ଲାପାଳ ହଠାତ୍ ସେବାଶ୍ରମରେ ପହଂଚି ଯାଇଥିଲେ । ସେଠାରେ ପିଲାଙ୍କ ପାଇଁ ରୋଷେଇ ହୋଇଥିବା ଖାଦ୍ୟକୁ ନିଜେ ଖାଇଥିଲେ ପୋମା ଟୁଡୁ ।…

ଚଳନ୍ତା ଟ୍ରେନରେ ଚଢୁଥିଲା ଏହି ବ୍ୟକ୍ତି ! ଘଟିଲା କିଛି ଏଭଳି ଘଟଣା, ଯବାନଙ୍କ ସାହସିକତା ପାଇଁ ମୃତ୍ୟୁମୁଖରୁ ଫେରିଲା…

ମୁମ୍ବାଇରେ ଜଣେ ବ୍ୟକ୍ତି ଏକ ଚଳନ୍ତା ଟ୍ରେନରେ ଚଢିବାକୁ ପ୍ରୟାସ କରୁଥିବା ବେଳେ ଘଟିଥିଲା କିଛି ଏଭଳି ଘଟଣା । ଅଳ୍ପକେ ବର୍ତ୍ତି ଯାଇଥିଲା ଏହି ବ୍ୟକ୍ତିଙ୍କର ଜୀବନ । ଆରପିଏଫର ଜଣେ ଯବାନ ନିଜ ସାହସିକତାର ପ୍ରମାଣ ଦେବା ସହ ଏହି ବ୍ୟକ୍ତିଙ୍କୁ ଏକ ନିଶ୍ଚିତ ମୃତ୍ୟୁ ମୁଖରୁ ଫେରାଇ ଆଣିଛନ୍ତି…