ଦିଲ୍ଲୀରେ ବସିଲା ଜି-୨୦ ବୈଦେଶିକ ମନ୍ତ୍ରୀଙ୍କ ବୈଠକ । କ୍ୱାଡ ଦେଶ ସମ୍ମିଳନୀରେ ଉଠିଲା ରୁଷ-ୟୁକ୍ରେନ ଯୁଦ୍ଧ ପ୍ରସଙ୍ଗ

116

କନକ ବ୍ୟୁରୋ : ଦିଲ୍ଲୀରେ ଚାଲିଛି ଜି-୨୦ ବୈଦେଶିକମନ୍ତ୍ରୀଙ୍କ ସମ୍ମିଳନୀ । ଏହି ବୈଠକାର କ୍ୱାର୍ଡ ଦୋମନେ ରୁଷ-ୟୁକ୍ରେନ ଯୁଦ୍ଧ ପ୍ରସଙ୍ଗ ଉଠାଇଛନ୍ତି । ଯୁଦ୍ଧରେ ରୁଷର ଆଣବିକ ଅସ୍ତ୍ରଶସ୍ତ୍ର ବ୍ୟବହାର ଆଦୌ ଗ୍ରହଣୀୟ ନୁହେଁ ବୋଲି କ୍ୱାଡ ଦେଶ କହିଛନ୍ତି । ଏଥିସହ ଯୁଦ୍ଧରେ ହୋଇଥିବା କ୍ଷତିକୁ ନେଇ କ୍ୱାଡଦେଶ ଦୁଖ ପ୍ରକାଶ କରିଛନ୍ତି । ଭାରତୀୟ ବୈଦେଶିକମନ୍ତ୍ରୀ ଏସ ଜୟଶଙ୍କର ଆମେରିକା, ଜାପାନ,ଅଷ୍ଟ୍ରେଲିଆର ପ୍ରତିପକ୍ଷ ନେତାଙ୍କୁ ଭେଟିଛନ୍ତି ।