ଚାକିରୀ ଆଶାୟୀଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ : ନ୍ୟାସନାଲ୍ ହେଲଥ ମିଶନରେ କ୍ୱାଲିଟି ମ୍ୟାନେଜର ପଦରେ ନିଯୁକ୍ତି ଘୋଷଣା : ଶେଷ ତାରିଖ ୨୧ ଡିସେମ୍ବର

39

ନ୍ୟାସନାଲ୍ ହେଲଥ ମିଶନରେ କ୍ୱାଲିଟି ମ୍ୟାନେଜର ପଦ ସହ ଅନ୍ୟ ପଦରେ ନିଯୁକ୍ତି ଦିଆଯାଉଛି । ଏଥିପାଇଁ ଆବେଦନ ପତ୍ର ଗ୍ରହଣ କରାଯାଉଛି । ଶିକ୍ଷାଗତ ଯୋଗ୍ୟତା ଅନୁସାରେ ପଦ ସବୁ ଅଲଗା ଅଲଗା ରହିଛି ।

ନ୍ୟାସନାଲ୍ ହେଲଥ ମିଶନ , ଉତ୍ତର ପ୍ରଦେଶ

ପଦର ବିବରଣୀ : ଆସିଷ୍ଟାଣ୍ଟ , ଡାଟା ଆକାଉଣ୍ଟାଟ କମ୍ ଡିଇଓ, ଡିଇଆଇସି ମ୍ୟାନେଜର କ୍ୱାଲିଟି ମ୍ୟାନେଜର

ପଦ ସଂଖ୍ୟା – ୮୫୪

ୱେବସାଇଟ୍ –  www.upnrhm.gov.in

ଶିକ୍ଷାଗତ ଯୋଗ୍ୟତା : ପଦାନୁସାରେ

ବୟସ ସୀମା : ୪୦/ ୪୫ ବର୍ଷ ( ପଦ ଅନୁସାରେ ଅଲଗା ଅଲଗା)

ଆବେଦନ ଶୁଳ୍କ : ନିଃଶୁଳ୍କ

ଆବେଦନ କରିବାର ପ୍ରକ୍ରିୟା – ଆବେଦନ କରିବା ପାଇଁ ପ୍ରାର୍ଥୀ ସମ୍ବନ୍ଧିତ ୱେବସାଇଟକୁ ଯାଆନ୍ତୁ ଏବଂ ନିର୍ଦ୍ଦେଶ ଓ ସୂଚନା ଅନୁସାରେ ଅନଲାଇନ୍ ଆବଦେନ କରନ୍ତୁ ।

ଶେଷ ତାରିଖ : ୨୧ ଡିସେମ୍ବର, ୨୦୧୭

ଚୟନ ପ୍ରକ୍ରିୟା : ଆବେଦକଙ୍କୁ ଚୟନ ପାଇଁ ଲିଖିତ ପରୀକ୍ଷା ଓ ଟେଷ୍ଟର ଆୟୋଜନ କରାଯିବ ।

(ସୌଜନ୍ୟ- ଅମରଉଜାଲା)