ଆଜି ପ୍ରକାଶ ପାଇବ ଆଇସିଏସଇ ମାଟ୍ରିକ ରେଜଲ୍ଟ । ସନ୍ଧ୍ୟା ୫ଟାରୁ ବୋର୍ଡ ୱେବସାଇଟରେ ଫଳାଫଳ ଦେଖିପାରିବେ ଛାତ୍ରଛାତ୍ରୀ

135

କନକ ବ୍ୟୁରୋ : ଆଜି ପ୍ରକାଶ ପାଇବ ଆଇସିଏସଇ ମାଟ୍ରିକ ରେଜଲ୍ଟ । ସନ୍ଧ୍ୟା ୫ଟାରେ କାଉନସିଲ ଫର ଦି ଇଣ୍ଡିଆନ ସ୍କୁଲ ସାର୍ଟିଫିକେଟ ଏକଜାମିନେସନ ବା ଆଇସିଏସଇ ୱେବସାଇଟ୍ରେ ଦଶମ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ ପାଇବ । କାଉନସିଲର ୱେବ୍ସାଇଟରୁ ଫଳାଫଳ ଦେଖିପାରିବେ ଛାତ୍ରଛାତ୍ରୀ । ପୂର୍ବରୁ ବାହାରି ସାରିଛି ଓଡିଶା ବୋର୍ଡ ଅଧିନରେ ଥିବା ହାଇସ୍କୁଲ ରେଜଲ୍ଟ