ବିର୍ସାମୁଣ୍ଡା ଷ୍ଟାଡିୟମରେ ଭାଙ୍ଗିଲା ହକି ଖେଳାଳିଙ୍କ ପ୍ରତିମୂର୍ତ୍ତି: ସାମାନ୍ୟ ବର୍ଷା ପବନରେ ଭାଙ୍ଗିପଡିଲା ମୂର୍ତ୍ତି

179

କନକ ବ୍ୟୁରୋ: ରାଉରକେଲା ବିର୍ସାମୁଣ୍ଡା ଷ୍ଟାଡିୟମରେ ଭାଙ୍ଗିଲା ହକି ଖେଳାଳିଙ୍କ ପ୍ରତିମୂର୍ତ୍ତି । ସାମାନ୍ୟ ବର୍ଷା ପବନରେ ଭାଙ୍ଗିପଡିଲା ପ୍ରତିମୂର୍ତ୍ତି । ଏହି ପ୍ରତିମୂର୍ତ୍ତି ବିଶ୍ୱକପ ହକିର ସ୍ମାରକୀ ବହନ କରୁଥିଲା । ନିର୍ମାଣର ମାତ୍ର ୫ ମାସରେ ଏଭଳି ସ୍ଥିତିକୁ ନେଇ ଉଠିଲା ପ୍ରଶ୍ନ । ଗତ ଜାନୁଆରୀ ମାସରେ ଏହି ପ୍ରତିମୂର୍ତ୍ତିକୁ ତିଆରି କରାଯାଇଥିଲା ।