ପଦ୍ମାବତୀରେ ନଜର ଆସିବେ ମୁନ୍ନା ଭାଇ !

29

ସଂଜୟ ଲୀଲା ଭଂସାଲିଙ୍କ କ୍ୟାମ୍ପରେ ମୁନ୍ନା ଭାଇ ତଥା ସଂଜୟ ଦତ୍ତ । ଖବର ଅନୁସାରେ ଅପକମିଂ ବଲିଉଡ ସିନେମା ପଦ୍ମାବତୀରେ ମୁନ୍ନା ଭାଇ ଅତିଥି ଭୂମିକାରେ ଅଭିନୟ କରିବେ । ନିକଟରେ ସଂଜୟଙ୍କୁ ଭେଟି ସିନେମା ସମ୍ବନ୍ଧରେ ବିଶେଷ ଆଲୋଚନା କରିଛନ୍ତି ମୁନ୍ନା ଭାଇ ।

ଚଳିତ ସପ୍ତାହରେ ସଂଜୟ ନିଜ ଭାଗର ସୁଟିଂ କରିବେ । ଏଥିସହ ସିନେମାରେ ସାହିଦ କପୁର, ରଣବୀର ସିଂ ଓ ଦୀପିକା ପାଦୁକୋନ ଆଦି ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତିି ।