ଡାକ୍ତରୀ ପାଠ ପାଇଁ ପ୍ରଧାନମନ୍ତ୍ରୀଙ୍କ ବଡ ଘୋଷଣା: ବେସରକାରୀ ମେଡିକାଲ କଲେଜରେ ଲାଗୁ ହେବ ସରକାରୀ ଫି’

400

କନକ ବ୍ୟୁରୋ: ଡାକ୍ତରୀ ପାଠ ନାମଲେଖା ପାଇଁ ପ୍ରଧାନମନ୍ତ୍ରୀଙ୍କ ବଡ ଘୋଷଣା । ବେସରକାରୀ ମେଡିକାଲ କଲେଜରେ ଲାଗୁ ହେବ ସରକାରୀ ଫି’ । ବେସରକାରୀ ମେଡିକାଲ କଲେଜର ଅଧା ସିଟ୍ ପାଇଁ ଏହା ଲାଗୁ ହେବ । ଅଧା ସିଟ ସରକାରୀ କଲେଜ ଫି ସହ ସମାନ ରହିବ । ଏହାଦ୍ୱାରା ଗରିବ ଓ ମଧ୍ୟବିତ୍ତ ଛାତ୍ରଛାତ୍ରୀ ଉପକୃତ ହେବେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।