ଲୋକପାଳ ଓ ଲୋକାୟୁକ୍ତ ନିଯୁକ୍ତି ପ୍ରସଙ୍ଗ : ରାଜ୍ୟ ସରକାରଙ୍କୁ ଜବାବ ତଲବ କଲେ ହାଇକୋର୍ଟ

କଟକ ବ୍ୟୁରୋ, କନକ ନ୍ୟୁଜ୍ : ଲୋକପାଳ ଓ ଲୋକାୟୁକ୍ତ ନିଯୁକ୍ତି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଜାବବ ତଲବ କଲେ ହାଇକୋର୍ଟ । ଏସଂପର୍କିତ ଏକ ଜନସ୍ୱାର୍ଥ ମାମଲାର ଶୁଣାଣି କରି ମୁଖ୍ୟ ଶାସନ ସଚିବ ଓ ଆଇନ ସଚିବଙ୍କୁ ଜବାବ ତଲବ କରିଛନ୍ତି କୋର୍ଟ । ସରକାର ଜାଣିଶୁଣି ଲୋକାୟୁକ୍ତ ନିଯୁକ୍ତି ନେଇ…

ଅଶାନ୍ତ ବିଜେବି କଲେଜ : ଛାତ୍ର ଓ ଅଣଛାତ୍ରଙ୍କ ମଧ୍ୟରେ ରକ୍ତାକ୍ତ ସଂଘର୍ଷ

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ବିଜେବି କଲେଜରେ ଛାତ୍ର ଗୋଷ୍ଠୀ ସଂଘର୍ଷ । ଛାତ୍ର ଓ ଅଣଛାତ୍ରଙ୍କ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ହୋଇଛି । ଅଣଛାତ୍ରଙ୍କ ଆକ୍ରମଣରେ ୪ ଜଣ ଛାତ୍ର ଆହତ ହୋଇଛନ୍ତି । ଆହତଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତି କରାଯାଇଛି । ଆହତ ୪ ଜଣ ବି କମ ଶେଷ ବର୍ଷ ଛାତ୍ର…

କୋହିନୁର ରାଜନୀତି ରେ ମୁହଁ ଖୋଲିଲେ ପୁରୀ ଗୋବର୍ଦ୍ଧନ ପୀଠ ମୁଖ୍ୟ ଶଙ୍କରାଚାର୍ଯ୍ୟ

ପୁରୀ ବ୍ୟୁରୋ , କନକ ନ୍ୟୁଜ୍ :  ଶ୍ରୀମନ୍ଦିରକୁ କୋହିନୁର ହୀରା ଆଣିବା ପ୍ରସଙ୍ଗରେ ମତ ଦେଇଛନ୍ତି ପୁରୀ ଗୋବର୍ଦ୍ଧନ ପୀଠର ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀ । ଶଙ୍କରାଚାର୍ଯ୍ୟ କହିଛନ୍ତି ପ୍ରମାଣ ସହ ଦାବି ଉପସ୍ଥାପନ କରନ୍ତୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର । ମହାରାଜା ରଣଜୀତ…

କଂଗ୍ରେସ ପରେ ବିଜେପି : ଜଷ୍ଟିସଙ୍କ ଇସ୍ତଫା ଓ ମନ୍ତ୍ରୀ ସଂଜୟ ଦାସବର୍ମାଙ୍କ ବହିଷ୍କାର ଦାବିରେ ବିଜେପିର ରାଜ୍ୟବ୍ୟାପି…

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ରାଜରାସ୍ତାରେ ବିଜେପିର ରଣହୁଙ୍କାର । ଜଷ୍ଟିସ ଦାସ ଓ ମନ୍ତ୍ରୀ ସଂଜୟ ଦାସବର୍ମାଙ୍କ ଇସ୍ତଫା ଦାବିରେ ରାଜ୍ୟର ସବୁ ଜିଲ୍ଲାର ସଦର ମହକୁମାରେ ବିକ୍ଷୋଭ କରିଛି ବିରୋଧୀ ବିଜେପି । ଚିଟଫଣ୍ଡ ପ୍ରସଙ୍ଗକୁ ନେଇ ସାରା ରାଜ୍ୟରେ ବର୍ଷିଛନ୍ତି ବିଜେପି କର୍ମୀ ।…

କେନ୍ଦ୍ର ସରକାରଙ୍କ ବିରୋଧରେ ବିଜେଡି ର କାଂଉଟର ଆଟାକ୍

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ବିରୋଧୀଙ୍କୁ କାଉଁଟର କରିବା ପାଇଁ ପୁଣିଥରେ କେନ୍ଦ୍ରୀୟ ଅବହେଳାଙ୍କୁ ପ୍ରସଙ୍ଗ କରି ରାସ୍ତାକୁ ଓହ୍ଲାଇଲା ବିଜେଡି । ଜାତୀୟ ଖାଦ୍ୟ ନିରପତା ଆଇନ ଅଧିନରେ ଗହମ ପରିବର୍ତେ ଚାଉଳ ଯୋଗାଇ ଦେବାକୁ ଦାବି ହେଉଥିଲେ ମଧ୍ୟ କେନ୍ଦ୍ର ଜୋରଜବରଦସ୍ତ ଗହମ ଯୋଗାଇ…

କୋମାରେ ସ୍ୱାସ୍ଥ୍ୟ ସେବା : ଆଲୋଚନା ବିଫଳ ହେବା ପରେ ବୁର୍ଲା ଜୁନିଅର ଡାକ୍ତରଙ୍କ ଆନ୍ଦୋଳନ ଜାରି

ସମ୍ବଲପୁର ବ୍ୟୁରୋ , କନକ ନ୍ୟୁଜ୍ : ୯ ଦଫା ଦାବିରେ ବୁର୍ଲା ଜୁନିୟର ଡାକ୍ତରଙ୍କ ଆନ୍ଦୋଳନ ଜାରି ରହିଛି । ଆଜି ମଡିକାଲ କର୍ତୃପକ୍ଷଙ୍କ ସହ ଡାକ୍ତରଙ୍କ ଆଲୋଚନା ବିଫଳ ହେବା ପରେ ଆନ୍ଦୋଳନ ଜାରି ରଖିଛି ସଂଘ । ବୁର୍ଲା ମେଡିକାଲର ଅଧ୍ୟକ୍ଷ ଓ ନିର୍ଦେଶକ ଆନ୍ଦୋଳନରତ ଡାକ୍ତର ସଂଘର ସହ ଆଲୋଚନା…

ସମ୍ବଲପୁରରେ ସାଇବର ହ୍ୟାକର, ଇଂଜିନିୟରିଂ ଛାତ୍ର ଗିରଫ

ସମ୍ବଲପୁର ବ୍ୟୁରୋ , କନକ ନ୍ୟୁଜ୍ :  ସମ୍ବଲପୁରରେ ସାଇବର ଅପରାଧୀ ଗିରଫ । ନିଜେ କାମ କରୁଥିବା ମୋବାଇଲ ଦୋକାନ ମାଲିକଙ୍କ ବ୍ୟାଙ୍କ ଆକାଉଂଟରୁ ୪ ଲକ୍ଷ ଟଙ୍କା ଉଡାଇ ନେବା ଅଭିଯୋଗରେ ଗିରଫ ହୋଇଛନ୍ତି ଜଣେ ଇଂଜିନିୟରିଂ ଛାତ୍ର । ପ୍ରିୟବ୍ରତ ନାୟକ ନାମକ ଏହି ଛାତ୍ର ଇଂଜିନିୟରଂ ପାଠ ଅଧାରୁ…

ସରକାରୀ ୱେବସାଇଟରେ ଉଡିଲା ପାକିସ୍ତାନ ଝଣ୍ଡା : ଉତ୍କଳ ୟୁନିଭର୍ସିଟି ୱେବସାଇଟ ହ୍ୟାକ୍

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଉତ୍କଳ ବିଶ୍ୱବିଶ୍ୱବିଦ୍ୟାଳୟର ୱେବସାଇଟ ହ୍ୟାକ୍ । ଟିମ ପାକ ସାଇବର ଆଟାକସର ୱେବସାଇଟ ହ୍ୟାକ୍ କରିଥିବା ସୂଚନା ରହିଛି । ହ୍ୟାକ୍ ପରେ ଉତ୍କଳ ବିଶ୍ୱବିଦ୍ୟାଳୟ ହୋମ୍ ପେଜରେ ପାକିସ୍ତାନ ଜିନ୍ଦାବାନ୍ଦ ଲେଖାଯାଇଛି । ପେଜରେ ପାକିସ୍ତାନର ଜାତୀୟ ପତାକା…

ଅନ୍ଧାରୀ ଇଲାକାରେ ଆଲୁଅ

ଅନ୍ଧାରୀ ଇଲାକାରେ ବିଜୁଳି ଆଲୁଅ । ଆଶାର ନୂଆଁ କିରଣ ନେଇ ଆସିଛି ବିଦ୍ୟୁତ୍ ସଂଯୋଗ । ସ୍ୱାଧୀନତାର ଦୀର୍ଘ ବର୍ଷ ପରେ ସମ୍ବଲପୁର ଜିଲ୍ଲା ଚାଷ ମରୁଡ଼ି ଗାଁରେ ଲାଗିଛି ସୋଲାର୍ ଲାଇଟ୍ । ସ୍ୱେଚ୍ଛାସେବୀ ଅନୁଷ୍ଠାନ ବତୀଘର ପକ୍ଷରୁ ଗାଁରେ ଲାଗିଛି ଏହି ସୋଲାର୍ ଲାଇଟ୍ । ପ୍ରତ୍ୟେକ ଘରକୁ ଦୁଇଟି…

ବିଜୁଳି ବିଲ୍ ନେଇ ତଥ୍ୟ ରଖିଲେ ସରକାର : ୮୭୨ କୋଟି ଟଙ୍କା ଶୁୁଝୁନି ଇମ୍ଫା

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ବିଜେଡି ସାଂସଦଙ୍କ ପାରିବାରିକ କମ୍ପାନୀଠାରୁ ସରକାର, ବିଦ୍ୟୁତ ଶୁଳ୍କ ବାବଦରେ ୮୭୨ କୋଟି ଟଙ୍କା ପାରିପାରୁ ନାହାଁନ୍ତି । ଆଜି ଏନେଇ ବିଧାନସଭାରେ ତଥ୍ୟ ରଖିଛନ୍ତି ସରକାର । କୋର୍ଟଙ୍କ ରହିତାଦେଶ କାରଣରୁ ଏହି ଟଂକା ଆଦାୟ କରାଯାଇପାରୁନାହିଁ ।…