ଜଗା ଦର୍ଶନ ହେଲା ଶେଷ ଦର୍ଶନ । ଶ୍ରୀମନ୍ଦିର ବିମଳା ମନ୍ଦିରରେ ଦର୍ଶନ ବେଳେ ଭକ୍ତ ଅସୁସ୍ଥ । ଡାକ୍ତର କଲେ ମୃତ ଘୋଷଣା । 

651

କନକ ବ୍ୟୁରୋ: ଜଗା ଦର୍ଶନ ହେଲା ଶେଷ ଦର୍ଶନ । ପୁରୀ ବିମଳା ମନ୍ଦିରରେ ଦର୍ଶନ ବେଳେ ଅସୁସ୍ଥ ହେଲେ ଭକ୍ତ । ତେବେ ରବିବାର ସକାଳୁ ଶ୍ରୀମନ୍ଦିର ଦର୍ଶନ ସମୟରେ ହଠାତ୍ ଜଣେ ଭକ୍ତ ଅସୁସ୍ଥ ହୋଇପଡିଥିଲେ ବୃଦ୍ଧ । ଏହାପରେ ତାଙ୍କୁ ତୁରନ୍ତ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ତେବେ ସଦର ମେଡିକାଲରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ।