ଆନ୍ଦୋଳନରେ ଆୟୁଷ ଡାକ୍ତରୀ ଛାତ୍ରଛାତ୍ରୀ : ନିଯୁକ୍ତି ଦିଆଯାଉନଥିବା ପ୍ରତିବାଦରେ ଧାରଣା

145

କନକ ବ୍ୟୁରୋ : ଧାରଣାରେ ଆୟୁଷ ଡାକ୍ତର । ଆୟୁଷ ଡାକ୍ତର ନିଯୁକ୍ତି ଦାବିରେ କଲେଜ ବନ୍ଦ କରି ଧାରଣା ଦେଇଛନ୍ତି ଡାକ୍ତର । ସରକାରଙ୍କୁ ବାରମ୍ବାର ଦାବି ଜଣାଇବା ସତ୍ତ୍ୱେ କୌଣସି ସୁଫଳ ମିଳିନଥିବା ଡାକ୍ତରମାନେ ଅଭିଯୋଗ କରିଛନ୍ତି । ଆୟୁଷ ଡାକ୍ତରମାନେ ଗତ ୨୫ ତାରିଖରୁ ରୋଗୀ ସେବା ବ୍ୟାହତ ନକରି ଶାନ୍ତିପୂର୍ଣ୍ଣ ପ୍ରତିବାଦ କରିଥିଲେ । ଏହା ପରେ ମଧ୍ୟ କେହି ନଶୁଣିବାରୁ ଆଜି ଆୟୁଷ ଡାକ୍ତର ଧାରଣା ଦେଇଛନ୍ତି ।