ନୀଳାଦ୍ରିବିଜେରେ ବିଶୃଙ୍ଖଳା ଘଟଣା : ଏସପିଙ୍କ ପାଖକୁ ୨ଟି ଏତଲା ପଠାଇଲେ ଜିଲ୍ଲାପାଳ

18

ପୁରୀ ବ୍ୟୁରୋ , କନକ ନ୍ୟୁଜ୍ : ନୀଳାଦ୍ରିବିଜେରେ ବିଶୃଙ୍ଖଳା ଘଟଣା । ଏସପିଙ୍କ ପାଖକୁ ୨ଟି ଏତଲା ପଠାଇଲେ ଜିଲ୍ଲାପାଳ । ଦୁର୍ବ୍ୟବହାର ,ଗାଳିଗୁଲଜ ଓ ହତ୍ୟାଧମକ ଅଭିଯୋଗ । ୨ଟି ଏତଲାରେ ମୋଟ ୬ ସେବାୟତଙ୍କ ନାଁରେ ଅଭିଯୋଗ । ଏତଲାରେ ଦାମୋଦର ମହାସୁଆର , ଜୟକୃଷ୍ଣ ମହାସୁଆରଙ୍କ ,ଭୀମସେନ ପଲଙ୍କଧାରୀ , ରବି ଦାସ , ଇପସିତ ପ୍ରତିହାରୀ  ଓ ସାଇନା ଖୁଂଟିଆଙ୍କ ନାଁ ରହିଛି ।