ଦ୍ରୌପଦୀଙ୍କୁ ନବୀନଙ୍କ ସମର୍ଥନ। ଦଳମତ ନିର୍ବିଶେଷରେ ସମର୍ଥନ ପାଇଁ ବିଧାୟକଙ୍କୁ ଅପିଲ। 

135

କନକ ବ୍ୟୁରୋ: ଦ୍ରୌପଦୀଙ୍କୁ ନବୀନଙ୍କ ସମର୍ଥନ । ରାଷ୍ଟ୍ରପତି ନିର୍ବାଚନରେ ଏନଡିଏର ପ୍ରାର୍ଥୀ ଦ୍ରୌପଦୀଙ୍କୁ ଦଳମତ ନିର୍ବିଶେଷରେ ସମର୍ଥନ ପାଇଁ ଅପିଲ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଟ୍ୱିଟ୍ କରି ସମସ୍ତ ବିଧାୟକଙ୍କୁ ସମର୍ଥନ ମାଗିଛନ୍ତି । ଦେଶର ସର୍ବୋଚ୍ଚ ପଦରେ ଓଡିଆ ଝିଅଙ୍କୁ ବସାଇବା ପାଇଁ ସେ ସମସ୍ତ ବିଧାୟକଙ୍କୁ ଅପିଲ କରିଛନ୍ତି ।