ନବରଙ୍ଗପୁରରେ ମାତିଲେ ଚାଷୀ : ନନ୍ଦାହାଣ୍ଡି ଲ୍ୟାମ୍ପସରେ କର୍ମଚାରୀ ଓ ଯୋଗାଣ ଅଧିକାରୀଙ୍କୁ ପକାଇଲେ ତାଲା

19

କନକ ବ୍ୟୁରୋ : ମାତିଲେ ଚାଷୀ । ନବରଙ୍ଗପୁର ନନ୍ଦାହାଣ୍ଡି ଲ୍ୟାମ୍ପସରେ କର୍ମଚାରୀ ଓ ଯୋଗାଣ ଅଧିକାରୀଙ୍କୁ ତାଲା ପକାଇଲେ ଉତ୍ୟକ୍ତ ଚାଷୀ । ମଣ୍ଡିରେ ବ୍ୟାପକ ଅନିୟମିତତା ଓ ଅଭାବୀ ବିକ୍ରିକୁ ନେଇ ଚାଷୀ ଲ୍ୟାମ୍ପସରେ ତାଲା ପକାଇ ପ୍ରତିବାଦ କରିଛନ୍ତି । ଯାହାଫଳରେ ମଣ୍ଡିରେ ଧାନ କିଣା ବାଧ୍ରାପାପ୍ତ ହୋଇଛି । କାର୍ଯ୍ୟାଳୟରେ ତାଲା ପଡିଥିବାରୁ ଭିତରେ ଏମଡି ବସନ୍ତ ପାଣିଗ୍ରାହୀ ଓ ଅନ୍ୟାନ କର୍ମଚାରୀଙ୍କ ସମେତ ଯୋଗାଣ ଅଧିକାରୀ ଅଟକି ରହିଛନ୍ତି ।

ଦେଖନ୍ତୁ ଏହି ଭିଡିଓ :