ସୌମ୍ୟରଞ୍ଜନଙ୍କ ସମ୍ପାଦକୀୟକୁ ନେଇ ପ୍ରତିକ୍ରିୟା ରଖିଲେ ଅପରାଜିତା । କହିଲେ, ଦଳ ତାଙ୍କ କଥାକୁ ଗୁରୁତ୍ୱ ଦେବା ଉଚିତ

225

କନକ ବ୍ୟୁରୋ: ଆମ ଘର ହାଲଚାଲ ସ୍ତମ୍ଭରେ ସୌମ୍ୟ ରଂଜନ ପଚ୍ଚନାୟକ ଲେଖିଥିବା ସମ୍ପାଦକୀୟ ଉପରେ ପ୍ରତିକ୍ରିୟା ରଖିଛନ୍ତି ଭୁବନେଶ୍ୱର ସାଂସଦ । ସୌମ୍ୟରଞ୍ଜନ ପଟ୍ଟନାୟକ ବିଜେଡିରେ ଜଣେ ବରିଷ୍ଠ ବିଧାୟକ । ଜ୍ଞାନୀ ତଥା ବରିଷ୍ଠ ବ୍ୟକ୍ତି । ସେ ଯଦି କିଛି କହିବାକୁ ଚାହୁଁଛନ୍ତି ତାକୁ ଗ୍ରହଣ କରିବା ଆବଶ୍ୟକ । ସେପଟେ ଫାଇଭ ଟି ସଚିବଙ୍କୁ ସମାଲୋଚନା କରି କହିଛନ୍ତି, ସରକାରୀ ଅର୍ଥରେ ସେ ନିଜକୁ ଲଞ୍ଚ କରିବାକୁ ଚାହୁଁଛନ୍ତି ।