ରାୟଗଡାରେ ଉଦଘାଟିତ ହେଲା ମିଟସ ମେଗା ଫୁଡପାର୍କ ! ଉତ୍ସବକୁ ଗଲେନି ନବୀନ, ଯୋଗଦେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

41

କନକ ବ୍ୟୁରୋ : ରାୟଗଡାରେ ଆଜି ଉଦଘାଟିତ ହୋଇଛି ମିଟସ ମେଗା ଫୁଡ ପାର୍କ । କିନ୍ତୁ ଏହି ଉଦଘାଟନ ଉତ୍ସବରେ ମୁଖ୍ୟମନ୍ତ୍ରୀ ଯୋଗ ଦେଇନାହାନ୍ତି । ଉଦଘାଟନ ଉତ୍ସବରେ ଯୋଗଦେବାକୁ ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ କରାଯାଇଥିଲା । କିନ୍ତୁ ଏଥିରେ ମୁଖ୍ୟମନ୍ତ୍ରୀ ଯୋଗଦେଇନାହାନ୍ତି ।

ଉଦଘାଟନ ଉତ୍ସବରେ ଯୋଗଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ହରସିମରତ କୌର ବାଦଲ । ଏଥିରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଯୋଗଦେଇଛନ୍ତି । ମେଗା ପୁଡ ପାର୍କରେ ଅତ୍ୟାଧୁନିକ ଭିତ୍ତିିଭୂମି ରହିଛି । ଏଥିରେ କୃଷକ ଓ ଉଦ୍ୟୋଗୀଙ୍କ ପାଇଁ ପ୍ରକ୍ରିୟାକରଣ ସୁବିଧା ରହିଛି ।