ବିଜେପି କର୍ମୀ ଜୟ ଶ୍ରୀ ରାମ ନାରା ଲଗାଇବାରୁ ରାଗିଗଲେ ମମତା ବାନାର୍ଜି: ମଞ୍ଚ ଛାଡି ଚାଲିଗଲେ

225

କନକ ବ୍ୟୁରୋ: ହାୱଡାରେ ବନ୍ଦେ ଭାରତ ଏକ୍ସପ୍ରେସ ଲଂଚ ଉତ୍ସବ ବେଳେ ରାଗିଗଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ । ବିଜେପି କର୍ମୀ ‘ଜୟ ଶ୍ରୀ ରାମ’ ନାରା ଲଗାଇବାରୁ ରାଗିଗଲେ ମମତା ବାନାର୍ଜି । ପ୍ରଥମେ ମଂଚ ଛାଡି ଚାଲିଯାଇଥିଲେ ମମତା ବାନାର୍ଜି ପରେ ପୁଣି ମଂଚ ଉପରକୁ ଆସି ଭାଷଣ ଦେଇଥିଲେ ।