ଯାଜପୁର ଧର୍ମଶାଳା ଜାରକା ବଜାରରେ ଆୟକର ବିଭାଗର ଚଢ଼ାଉ: ଠିକାଦାର ଗୌତମ ସାହୁଙ୍କ ଅଫିସରେ ରେଡ କରୁଛି ଆଇଟି

407

କନକ ବ୍ୟୁରୋ: ଯାଜପୁର ଧର୍ମଶାଳା ଜାରକା ବଜାରରେ ଆୟକର ବିଭାଗର ଚଢ଼ାଉ । ଜାରକା ବଜାରରେ ଥିବା ଠିକାଦାର ଗୌତମ ସାହୁଙ୍କ ଅଫିସରେ ରେଡ କରୁଛି ଆଇଟି । ପ୍ରାୟ ଦେଢ ଘଂଟା ହେଲା ଛାନଭିନ କରୁଛନ୍ତି ଆୟକର ବିଭାଗରର ଅଧିକାରୀ ।