ଗଲୱାନ ଘାଟିରେ ପୁଣି ଅଶାନ୍ତ ପରିସ୍ଥିତି । ପିଏଲଏ ଗତିବିଧିକୁ ଦେଖି ସଚେତ ହେଲା ଭାରତୀୟ ସେନା

111

କନକ ବ୍ୟୁରୋ: ଭାରତ ଚୀନ ସୀମା ଗଲୱାନରେ ପୁଣି ଅଶାନ୍ତି ଦେଖାଦେଇଛି । ଫଳରେ ଲଦ୍ଦାଖର ବାସ୍ତବିକ ନିୟନ୍ତ୍ରଣ ରେଖା(ଏଲଏସି)ଠାରେ ଭାରତୀୟ ସେନା ଘୋଡା ଓ ଖଚରଙ୍କୁ ନେଇ ଗଲୱାନ ଘାଟିର ସ୍ଥିତି ସର୍ଭେ କରିଛନ୍ତି । ଏହାସହ ପ୍ୟାଙ୍ଗଙ୍ଗ ହ୍ରଦ ନିକଟରେ ମଧ୍ୟ ଭାରତୀୟ ସେନା ସଜାଗ ରହିଥିବା ଜଣାପଡିଛି ।