ରୁଚିକାଙ୍କୁ ନ୍ୟାୟ ଦାବିରେ ଉଚ୍ଚ ଶିକ୍ଷାମନ୍ତ୍ରୀଙ୍କ ବାସଭବନ ଘେରାଉ : ହଲିକ୍ସ, ସେଓ କଦଳୀ ଧରି ଛାତ୍ର କଂଗ୍ରେସର ପ୍ରତିବାଦ

105

କନକ ବ୍ୟୁରୋ : ରୁଚିକା ମହାନ୍ତିଙ୍କୁ ନ୍ୟାୟ ଦାବିରେ ଉଚ୍ଚ ଶିକ୍ଷାମନ୍ତ୍ରୀଙ୍କ ବାସଭବନ ଘେରାଉ କଲେ ଛାତ୍ର କଂଗ୍ରେସ । ହଲିକ୍ସ, ସେଓ କଦଳୀ ଧରି କଂଗ୍ରେସ ପ୍ରତିବାଦ । ଆତ୍ମହତ୍ୟା ଘଟଣାରେ ସଠିକ୍ ତଦନ୍ତ କରି ଅଭିଯୁକ୍ତଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଛି ଛାତ୍ର କଂଗ୍ରେସ । ଏହା ସହ ରାଜ୍ୟରେ ରାଗିଂ ଫ୍ରି କ୍ୟାମ୍ପସ ଗଠନ ପାଇଁ ଦାବି କରାଯାଇଛି ।