ବିଶ୍ୱ ପର୍ଯ୍ୟଟନ ମାନ୍ୟତା ପାଇବ ଚିଲିକା ହ୍ରଦ : ହ୍ରଦର ବିକାଶ ପାଇଁ ଆଜି ସଚିବାଳୟରେ ବସିଥିଲା ଗୁରୁତ୍ୱପୂର୍ଣ୍ଣ ବୈଠକ

34

କନକ ବ୍ୟୁରୋ : ବିଶ୍ୱ ପର୍ଯ୍ୟଟନ ମାନ୍ୟତା ପାଇବ ଚିଲିକା ହ୍ରଦ । ବିଶ୍ୱ ପର୍ଯ୍ୟଟନ ମାନ୍ୟତା ପାଇଁ ଓଏନସଜସିି ସଂପୂର୍ଣ୍ଣ ସହଯୋଗ କରିବ । ଚିଲିକା ହ୍ରଦର ବିକାଶ ପାଇଁ ଆଜି ସଚିବାଳୟରେ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଛି । ଜଙ୍ଗଲ ଓ ପରିବେଶ ସଚିବଙ୍କୁ ଭେଟିଛନ୍ତି ଓଏନଜିସି ଓ ୟୁନେସ୍କୋର ଅଧିକାରୀ । ଏହି କାର୍ଯ୍ୟର ଯୋଜନା ପ୍ରସ୍ତୁତ ପାଇଁ ୧ ବର୍ଷ ସମୟ ଲାଗିବ । ତେବେ ଏଥିପାଇଁ ବ୍ୟୟ ବରାଦ କେତେ ହେବ ସେନେଇ ରାଜ୍ୟ ସରକାରଙ୍କ ସହ ଆଲୋଚନା କରିଛି ଓଏନଜିସି ଓ ୟୁନେସ୍କୋ ।