Browsing Category

ନ୍ୟୁଜ୍

ପାଟି ବନ୍ଦ କର ପ୍ରଦୀପ ! ଏଟି ମୁଖ୍ୟଙ୍କ ବିସ୍ଫୋରକ ବୟାନ ପରେ ଛାନିଆ ହେଲା ପୁଲିସ୍

କନକ ବ୍ୟୁରୋ : ଚିଟଫଣ୍ଡ ଟଙ୍କାରେ ପୁଣି ଚହଲିଗଲା ରାଜନୀତିର ପାଣି । ବିଜେଡି ବେଳାଭୂମିକୁ ପୁଣି ମାଡି ଆସିଲା ଅଶାନ୍ତ ଜୁଆର । କିଏ ସେହି ଦୁଇ ମନ୍ତ୍ରୀ । ଯିଏ ଅର୍ଥତତ୍ୱ ଠାରୁ ଆତ୍ମସାତ୍ କରିଛନ୍ତି କୋଟି କୋଟି ଟଙ୍କା । ଗତକାଲି କୋର୍ଟ ଯିବା ସମୟରେ କନକ ନ୍ୟୁଜକୁ ପ୍ରଦୀପ ସେଠୀ ଦେଇଥିଲେ…
Read More...

ରାଜଧାନୀର ରିଂ ରୋଡ୍! ରାଜ୍ୟ ସରକାର ଓ ଜାତୀୟ ରାଜପଥ ପ୍ରାଧିକରଣର ମିଳିତ ଉଦ୍ୟମରେ ଚୁଡାନ୍ତ ହେଲା ପ୍ରକଳ୍ପ

କନକ ବ୍ୟୁରୋ : ରାଜଧାନୀକୁ ଘେରିବ ରିଂ ରୋଡ୍ । ରାଜଧାନୀରେ ବଢୁଥିବା ଟ୍ରାଫିକ୍ ସମସ୍ୟାକୁ ଦେଖି ରାଜ୍ୟ ସରକାର ଓ ରାଷ୍ଟ୍ରୀୟ ରାଜପଥ ପ୍ରାଧିକରଣ ନିର୍ମାଣ କରିବାକୁ ଯାଉଛନ୍ତି ଏହି ପ୍ରକଳ୍ପ । ଏହି ରାସ୍ତା ନିର୍ମାଣ ହେଲେ ମୁଖ୍ୟତଃ ଭୁବନେଶ୍ୱର ଓ କଟକ ସହର ମଧ୍ୟ ଦେଇ ଯାଇଥିବା ରାଜପଥକୁ…
Read More...

ବିଜେପି ବନାମ ବିଜେପି ! ପାଂଚ ଥରରେ ପାଂଚ ପ୍ରକାର କଥା କହୁଛନ୍ତି କେନ୍ଦ୍ରମନ୍ତ୍ରୀ

କନକ ବ୍ୟୁରୋ : ରାଜ୍ୟରେ ମହାନଦୀକୁ ନେଇ ଚାଲିଛି ରାଜନୀତିର ଲଢେଇ । ନବୀନଙ୍କୁ କାଉଂଟର କରିବାକୁ ଦିଲ୍ଲାରୁ ଧର୍ମେନ୍ଦ୍ର ଛାଡୁଛନ୍ତି ବାଉଁସର । ହେଲେ କେନ୍ଦ୍ରମନ୍ତ୍ରୀଙ୍କୁ ସହିବାକୁ ପଡୁଛି ନିଜ ଦଳରୁ ବିରୋଧ । ମହାନଦୀ ପ୍ରସଙ୍ଗରେ ବିଜେପିର ବରିଷ୍ଠ ନେତା ବିଜୟ ମହାପାତ୍ର ଙ୍କ ଧର୍ମେନ୍ଦ୍ର…
Read More...

ଭୋଟ ଦିଅ ଭତ୍ତା ନିଅ ! କେନ୍ଦୁଝରରେ ଚାଲିଛି ବିଧାୟକ ସନା ମହାକୁଡଙ୍କ ସମାନ୍ତରାଳ ଶାସନ

କନକ ବ୍ୟୁରୋ : ନିର୍ବାଚନ ଆସିଲେ କଳାଟଙ୍କାର ବର୍ଷା ହୁଏ । ଲୋକଙ୍କୁ ଭୋଜି, ଭାତ ଦିଆଯିବା ସହ ଟଙ୍କା ମଧ୍ୟ ବଂଟା ହୁଏ । ହେଲେ ଭୋଟ ପାଇଁ ଭତା କଥା କେବେ ଶୁଣିନଥିବେ । କିନ୍ତୁ ଭୋଟ ପାଇଁ ନୋଟ୍ ଯାଚୁଛନ୍ତି ନେତା କେନ୍ଦୁଝରର ବାହୁବଳୀ ନେତା ସନାତନ ମହାକୁଡଙ୍କ । ଜିଲ୍ଲାର ଏହି…
Read More...

ଆମେରିକା ଏବେ ଅପହଂଚ ! ନିଯୁକ୍ତି କ୍ଷେତ୍ରରେ ବିଦେଶୀଙ୍କ ଉପରେ କଟକଣା ଲଗାଇବ ଟ୍ରମ୍ପଙ୍କ ଭିସା ବିଲ୍

କନକ ବ୍ୟୁରୋ : ଆମେରିକାରେ ଏଣିକି ନିଜ ଦେଶର କର୍ମଚାରୀଙ୍କୁ ମିିଳିବ ଅଧିକ ପ୍ରାଧାନ୍ୟ । ବିଦେଶୀ କର୍ମ କୁଶଳୀଙ୍କୁ ଆମେରିକାରେ ଚାକିରି କରିବା ଆଉ ଏତେଟା ସହଜ ହେବ ନାହିଁ । ଆମେରିକା ଫାଷ୍ଟ ନାରା ଦେଉଥିବା ଡ୍ରମ୍ପ ସରକାର ଆଣିଛନ୍ତି ଏଚ୍ ୱାନ୍ ବି ଭିସା ବିଲ୍ । ଆମେରିକା ଫାଷ୍ଟର ନାରା…
Read More...

ନିଶ୍ଚିତ ରୋଜଗାରର ନାରା ! ବଜେଟର ଦିନକ ପୂର୍ବରୁ ଅର୍ଥନୈତିକ ସର୍ଭେ ରିପୋର୍ଟ ଦେଲା ଚମତ୍କାର ପ୍ରସ୍ତାବ

କନକ ବ୍ୟୁରୋ : ଆସନ୍ତାକାଲି ସାଧାରଣ ବଜେଟ୍ । ଏହା ପୂର୍ବରୁ ଆଜି ସଂସଦରେ ଉପସ୍ଥାପିତ ହୋଇଛି ଅର୍ଥନୈତିକ ସର୍ଭେ ରିପୋର୍ଟ । ଚଳିତ ବର୍ଷ ଅଭିବୃଦ୍ଧି କେତେ ରହିଛି ଏବଂ ଆସନ୍ତା ଆର୍ଥିକ ବର୍ଷରେ କେତେ ରହିବ ସେନେଇ ରିପୋର୍ଟ ଦେଇଛନ୍ତି ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ । ୨୦୧୭-୧୮ ଆର୍ଥିକ ବର୍ଷରେ…
Read More...

ଗଣମାଧ୍ୟମରେ ମନ୍ତ୍ରୀଙ୍କ କଥା କହିବା ପରେ ପ୍ରଦୀପଙ୍କ ମୁହଁ ବନ୍ଦ କରିଦେଲା ପୁଲିସ

କନକ ବ୍ୟୁରୋ : ଅର୍ଥତତ୍ୱ ମୁଖ୍ୟ ପ୍ରଦୀପ ସେଠୀ, ଗତକାଲି କନକ ନ୍ୟୁଜକୁ ଏଟି ଠକେଇରେ ଦୁଇ ଜଣ ମନ୍ତ୍ରୀଙ୍କ ସଂପୃକ୍ତି ଥିବା ନେଇ କହିବା ପରେ ତାଙ୍କ ମୁହଁ ବନ୍ଦ କରିଦେଇଥିଲା ପୁଲିସ । କୋର୍ଟରୁ ବାହାରିବା ସମୟରେ ତାଙ୍କୁ ପୁଲିସ କର୍ମଚାରୀମାନେ ଘେରିଯାଇଥିଲେ । ବାହାରେ ଅପେକ୍ଷା କରିଥିଲେ…
Read More...

ରାଜନୀତି ମୈଦାନରେ ଇଂଜିନିୟରିଂ ଛାତ୍ରୀ ! ଜିଲ୍ଲା ପରିଷଦ ପଦ ପାଇଁ କରୁଛନ୍ତି ପ୍ରତିଦ୍ୱନ୍ଦିତା

କନକ ବ୍ୟୁରୋ : ଇଂଜିନିୟରିଂ କଲେଜ କ୍ଲାସ ରୁମରୁ ନିର୍ବାଚନ ମଇଦାନ । ନିଜ ଅଂଚଳର ବିକାଶ ପାଇଁ ରାଜନୀତିକୁ ଆସିଛନ୍ତି ଇଂଜିନିୟରିଂ ଆଦିବାସୀ ଛାତ୍ରୀ ଟିକି କିସ୍କୁ । ବିଜେପିରୁ ଟିକଟ ପାଇ କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକରେ ଜିଲ୍ଲା ପରିଷଦ ପଦ ପାଇଁ ପ୍ରତିଦ୍ୱନ୍ଦିତା କରୁଛନ୍ତି ଟିକି ।…
Read More...

ସୁନ୍ଦରଗଡ : ତେଲେନଡିହୀ ଆଶ୍ରମ ସ୍କୁଲରେ ନିଆଁରେ ପୋଡି ହୋଇ ଛାତ୍ରୀ ଗୁରୁତର

କନକ ବ୍ୟୁରୋ : ସୁନ୍ଦରଗଡ ଜିଲ୍ଲା ଟାଙ୍ଗରପାଲି ବ୍ଲକ ତେଲେନଡିହୀ ଆଶ୍ରମ ସ୍କୁଲରେ ଅଘଟଣ । ନିଆଁରେ ପୋଡି ହୋଇ ଜଣେ ଚତୁର୍ଥ ଶ୍ରେଣୀ ଛାତ୍ରୀ ଗୁରୁତର ଆହତ ହୋଇଛନ୍ତି । ଛାତ୍ରୀ ଜଣକ ହେଉଛନ୍ତି ଜ୍ୟୋତ୍ସ୍ନା ବେଗ୍ । ପ୍ରଥମେ ଛାତ୍ରୀକୁ ସୁନ୍ଦରଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି…
Read More...

ଉତ୍ତରପ୍ରଦେଶରେ ମଧ୍ୟ କାଶ୍ମୀର ପରିସ୍ଥିତି ! ରାଜନୈତିକ ଦଳକୁ ଦାୟୀ କଲେ ଯୋଗୀ ଆଦିତ୍ୟନାଥ

କନକ ବ୍ୟୁରୋ : ଉତ୍ତରପ୍ରଦେଶରେ ଏବେ କାଶ୍ମୀର ପରିସ୍ଥିତି ଉପୁଜିଛି । ୧୯୯୦ରେ କାଶ୍ମୀର ଉପୁଜିଥିବା ଉତ୍ତେଜନା ଯୋଗୁଁ ଶତାଧିକ କାଶ୍ମୀରପଣ୍ଡିତ ପଳାୟନ କରିଥିଲେ । ଏବେ ସମାନ ପରିସ୍ଥିତି ଉପୁଜୁଥିବା ଯୋଗୁଁ ଉତ୍ତରପ୍ରଦେଶରୁ ମଧ୍ୟ ପଳାୟନ ଘଟଣା ସାମାନକୁ ଆସୁଥିବା କହିଛନ୍ତି ଯୋଗୀ ଆଦିତ୍ୟନାଥ…
Read More...