Browsing Category

ଜୀବନଚର୍ଯ୍ୟା

ଖରାଦିନେ କେଶର ଯତ୍ନ ନେବେ କିପରି, ଜାଣନ୍ତୁ ?

ଖରାଦିନେ ତ୍ୱଚା ସହ କେଶର ସୁରକ୍ଷା ଜରୁରୀ । ଖରାଦିନେ ପ୍ରବଳ ଗରମ ପବନ କେଶର ନମନିୟତା ଚୋରାଇ ନେଇଥାଏ । ଏହାସହ ଖରାଦିନେ କେଶର ସ୍ୱତନ୍ତ୍ର ଦେଖାଶୁଣା ନିହାତି ଜରୁରୀ । ଉତ୍ତପ୍ତ ବାୟୁ ସଂସ୍ପର୍ଶରେ ଆସି କେଶରେ ଦୋମୁହାଁ ଭଳି ସମସ୍ୟା ଦେଖାଯାଏ । ନିୟମିତି ମୁଣ୍ଡ ଧୋଇବା ଦ୍ୱାରା ଖରାଦିନେ…
Read More...

ତ୍ୱଚା ପାଇଁ ଉପକାରୀ ମୁଲତାନୀ ମାଟି, ଜାଣନ୍ତୁ କିପରି କରିବେ ବ୍ୟବହାର ?

ଖରାଦିନେ ତ୍ୱଚାରେ ଅନେକ ସମସ୍ୟା ଦେଖାଯାଇଥାଏ । ତେଣୁ ଖରାଦିନେ ତ୍ୱଚାର ଖାସ ଯତ୍ନ ନେବା ଆବଶ୍ୟକ । ଏଥିପାଇଁ  ଲୋକେ ବଜାରରେ ମିଳୁଥିବା ଅନେକ ପ୍ରସାଧନ ସାମଗ୍ରୀ ବ୍ୟବହାର କରିଥାନ୍ତି ଏବଂ ଏଥିପାଇଁ ଅନେକ ଟଙ୍କା ମଧ୍ୟ ଖର୍ଚ୍ଚ କରିଥାନ୍ତି । ତେବେ ମୁଲତାନୀ ମାଟିର ପ୍ରୟୋଗ କରି ଏବଂ ସ୍ୱଳ୍ପ…
Read More...

ଶରୀରର ଏହିସବୁ ସମସ୍ୟାକୁ ନିଶ୍ଚୟ ଧ୍ୟାନ ଦିଅନ୍ତୁ ନଚେତ୍‌, ଭବିଷ୍ୟତରେ ବଡ଼ ସମସ୍ୟାରେ ପଡ଼ି ପାରନ୍ତି!

ଆଜିକାଲି ପ୍ରାୟ ସମସ୍ତେ ଷ୍ଟ୍ରେସ୍ (ଚାପ)ରେ ରହୁଛନ୍ତି, ସମସ୍ତଙ୍କର କିଛି ନା କିଛି ସମସ୍ୟା ରହୁଛି। ଏହା ଯୋଗୁଁ ଜୀବନଶୈଳୀରେ ମଧ୍ୟ ଖରାପ ପ୍ରଭାବ ପଡ଼ୁଛି ଓ ବିଭିନ୍ନ ପ୍ରକାରର ସମସ୍ୟା ଧିରେ ଧିରେ ଶରୀରରେ ଦେଖା ଯାଉଛି। ଏମିତିରେ ସାଧାରଣ ଭାବି ଏହି ସମସ୍ୟା ଗୁଡ଼ିକୁ ଉପେକ୍ଷା କରନ୍ତୁ…
Read More...

କ୍ଷତିକାରକ ହୋଇପାରେ ନାଜାଲ୍ ଡ୍ରପର ପ୍ରୟୋଗ ! ଜାଣନ୍ତୁ କିପରି ?

ଅନେକ ସମୟରେ ଆମ ନାକ ବନ୍ଦ ହୋଇ ଯାଇଥାଏ ବା ନାକରେ ମଇଳା ଜମି ଯାଇଥାଏ । ଏହାକୁ ନେଇ ଆମେ ଚିନ୍ତିତ ହୋଇଥାଉ । ଅଧିକ ମାତ୍ରାରେ ନାଜାଲ ସ୍ପ୍ରେ କରିଥାଉ ନାକରେ । ତେବେ ମନେ ରଖନ୍ତୁ , ଅଧିକ ମାତ୍ରାରେ ନାଜାଲ ସ୍ପ୍ରେର ପ୍ରୟୋଗ କରିବା ଘାତକ ସାବ୍ୟସ୍ତ ହୋଇଥାଏ । ଡାକ୍ତରଙ୍କ ପରାମର୍ଶକ୍ରମେ…
Read More...

ସକାଳୁ ଉଠି ପିଅନ୍ତୁ ହଳଦୀ ମିଶ୍ରିତ ଗରମ ପାଣି, ମିଳିବ ଫାଇଦା

ସକାଳୁ ଉଠି ଖାଲି ଫେଟରେ ଗୋଟାଏ ଗ୍ଲାସ୍ ଗରମ ପାଣିରେ ହଳଦୀ ମିଶାଇ ପିଇଲେ ନାନା ଶାରୀରିକ ସମସ୍ୟା ଦୂର ହେବ। ଆପଣ ଯଦି ଏକ ସୁସ୍ଥ ଜୀନନ ଜିଇବାକୁ ଚାହାନ୍ତି ତେବେ ଗରମ ପାଣି ସହ ହଳଦୀ ମିଶାଇ ନିଇତି ସକାଳୁ ପିଅନ୍ତୁ। ଜାଣନ୍ତୁ କେଉଁ ସବୁ ଲାଭ ମିଳେ । • ହଳଦୀ ମିଶ୍ରିତ ଗରମ ପାଣି…
Read More...

ପୁରୁଷଙ୍କ ସ୍ୱାସ୍ଥ୍ୟ ପାଇଁ ଗଜାବୁଟ ସେବନ ଲାଭଦାୟକ ! ଜାଣନ୍ତୁ କିପରି ?

ଗଜା ବୁଟ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥାଏ । ମାତ୍ର ତ୍ୱଚା ପାଇଁ ମଧ୍ୟ ଏହାର ଏକ ଚମତ୍କାରିତା ଗୁଣ ରହିଛି । କେବଳ ଏତିକି ନୁହେଁ ପୁରୁଷମାନଙ୍କ ପାଇଁ ମଧ୍ୟ ଏହାକୁ ସେବନ କରିବା ଅତ୍ୟନ୍ତ ଭଲ ବୋଲି କୁହାଯାଏ । ଗଜାବୁଟ ଖାଇବା ଦ୍ୱାରା ଶରୀରକୁ ପୋଷଣ ମିଳିବା ସହ ଶରୀରକୁ ଶକ୍ତି ମିଳିଥାଏ ।…
Read More...

ରୋଗ ଦୂର କରିବ କର୍ପୂର ! ଜାଣନ୍ତୁ କିପରି କରିବେ ବ୍ୟବହାର

ଘରେ ଘରେ କର୍ପୂରର ବହୁଳ କରାଯାଉଛି । ଏହାକୁ ପୂଜାକରିବା ସମୟରେ ବ୍ୟବହାର କରିବା ସହ ପୋଷାକ ଓ ବହିକୁ ସୁରକ୍ଷିତ ରଖିବା ପାଇଁ କର୍ପୂର ରଖାଯାଇଥାଏ । କିନ୍ତୁ ଏହାର ଅନେକ ଔଷଧୀୟ ଗୁଣ ରହିଛି । -କର୍ପୂର ଶରୀର ତଥା ମସ୍ତିଷ୍କକୁ ସୁସ୍ଥ ରଖିବାରେ ସହାୟକ ହୋଇଥାଏ । -ଆଜିକାଲି ଅନେକ ଲୋକ…
Read More...

ଫଳ କିଣିବାକୁ ଯାଉଛନ୍ତିି କି ? ଜାଣନ୍ତୁ ସେଥିରେ ଲାଗିଥିବା ଷ୍ଟିକର କ’ଣ ସୂଚାଏ

ଅଧିକାଂଶ ଲୋକ ଫଳ ଖାଇବାକୁ ପସନ୍ଦ କରିଥାନ୍ତି । କାରଣ ଏହା ଶରୀରକୁ ସୁସ୍ଥ ରଖିଥାଏ । ଆପଣମାନେ ନିଜ ଘର ପାଇଁ ଫଳ କିଣିବାକୁ ଯାଉଥିବେ ନିଶ୍ଚୟ । କିନ୍ତୁ ସେଥିରେ ଲାଗିଥିବା ଷ୍ଟିକର କ’ଣ ସୂଚାଏ ତାହା ଆପଣ ଜାଣିଛନ୍ତି କି ? ତେବେ ଆଜି ଆମେ ଆପଣଙ୍କୁ ଜଣାଇବୁ ବଜାରରେ ବିକ୍ରି ହେଉଥିବା ଫଳ…
Read More...

ଚର୍ମ ରୋଗୀଙ୍କ ପାଇଁ ରାମବାଣ ସଦୃଶ କାମ କରେ ମିଶ୍ରି ! ଆସନ୍ତୁ ଜାଣିବା ଏହାର କିଛି ଔଷଧୀୟ ଗୁଣ ସଂପର୍କରେ

ମିଶ୍ରିର ସୁଦ୍ଧତା କାରଣରୁ ଏହାକୁ ଦେବାଦେବୀଙ୍କ ପୂଜାରେ ବ୍ୟବହାର କରାଯାଏ । କେବଳ ସ୍ୱାଦରେ ଏହା ମିଠା ନୁହେଁ ବରଂ ଏହାର ଅନେକ ଫାଇଦା ମଧ୍ୟ ରହିଛି । ତେବେ ଚାଲନ୍ତୁ ଜାଣିବା ମିଶ୍ରିର ଉପକାରୀତା ବିଷୟରେ । • ମିଶ୍ରିକୁ ଦୁଗ୍ଧ ସହିତ ମିଶାଇ ଖାଇବା ଦ୍ୱାରା ଯୌନ ସମ୍ବଦ୍ଧିତ ସମସ୍ୟା ଦୂର…
Read More...

ଦାନ୍ତ ସେନ୍ସିଟିଭ ହେଉ କିମ୍ବା ହଳଦିଆ, ସମସ୍ତ କ୍ଷେତ୍ରରେ ପ୍ରଭାବ ପକାଏ ଟୁଥପେଷ୍ଟ

ଟିଭିରେ ଟୁଥପେଷ୍ଟକୁ ନେଇ ବିଭିନ୍ନ ପ୍ରକାରର ବିଜ୍ଞାପନ ଦେଖିବାକୁ ମିଳିଥାଏ । ତେବେ ଏହାର ରଙ୍ଗକୁ ନେଇ କୌଣସି ଦ୍ୱନ୍ଦ ରହିବା ଅନୁଚିତ । ରଙ୍ଗରେ ସେଭଳି କିଛି ଭିନ୍ନତା ନଥାଏ ଯାହା ଆପଣମାନେ ଭାବନ୍ତି । କିନ୍ତୁ ବାସ୍ତବରେ ଏଥିରେ ବ୍ୟବହୃତ ଦ୍ରବ୍ୟ ଏବଂ ଏହାର ଫାଇଦା ବିଷୟରେ ଜାଣିବା ଉଚିତ…
Read More...