ରାଜ୍ୟରେ ଏବେ ନାହିଁ ବନ୍ୟା ସ୍ଥିତି : ଜଳ ସମ୍ପଦ ମୁଖ୍ୟ ଯନ୍ତ୍ରୀଙ୍କ ସୁଚନା, ବିପଦ ସଂକେତ ତଳେ ପ୍ରବାହିତ ହେଉଛି ବୈତରଣୀ ଓ ସୁବର୍ଣ୍ଣରେଖା; ବସ୍ତା ବ୍ଳକର କିଛି ଅଂଚଳରେ ଏବେ ବି ଜମି ରହିଛି ପାଣି, ଆସନ୍ତାକାଲି ସୁଦ୍ଧା ସ୍ୱାଭାବିକ ହେବ ସ୍ଥିତି

7