ମାର୍ଚ୍ଚ ପହିଲାରୁ ଆଉ ନାହିଁ ନିସ୍ତାର, ପୁଣି କଡ଼ାକଡ଼ି ହେବ ଟ୍ରାଫିକ୍ ନିୟମ । ବାଇକ୍ ପଛରେ ବସିଲେ ବି ପିନ୍ଧିବାକୁ ପଡ଼ିବ ହେଲମେଟ୍ । ଜାତୀୟ ରାଜପଥରେ ବୁଲିବ ମୋବାଇଲ ଭ୍ୟାନ୍ । ପରିବହନ ମନ୍ତ୍ରୀଙ୍କ ସତର୍କବାଣୀ ।

14