ବିଶ୍ୱରେ ଭାରତ ତୃତୀୟ ସର୍ବାଧିକ କରୋନା ଆକ୍ରାନ୍ତ ଦେଶ : ରୁଷକୁ ପଛରେ ପକାଇ ତୃତୀୟ ସ୍ଥାନକୁ ଗଲା ଭାରତ, ସଂକ୍ରମିତଙ୍କ ସଂଖ୍ୟା ୬ଲକ୍ଷ ୯୦ ହଜାର ଉପରେ; ଆଗକୁ ସ୍ଥିତି ଆହୁରି ବିଗିଡିବା ଆଶଙ୍କା

9