ବିଧାନସଭାରେ ପାରିତ ହେଲା ଓଡିଶା ଲୋକାୟୁକ୍ତ ସଂଶୋଧନ ବିଲ୍ ୨୦୨୧ : ନୂଆ ସଂଶୋଧନରେ ଓଡିଶା ଲୋକାୟୁକ୍ତରେ ନିଯୁକ୍ତି ପାଇଥିବା ସଦସ୍ୟଙ୍କୁ ଆଉ ରାଜ୍ୟରେ ମିଳିବନି ପୁନଃ ନିଯୁକ୍ତି; ବିରୋଧୀ ସଦସ୍ୟଙ୍କ ଜୋରଦାର ପ୍ରତିବାଦ, ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବୀ

11