ଆସାମରେ ଭୋଟ୍ ସରିବା ପରେ ଇଭିଏମକୁ ନେଇ ତେଜିଲା ରାଜନୀତି : ବିଜେପି ପ୍ରାର୍ଥୀଙ୍କ କାରରେ ଇଭିଏମ୍ ଯାଉଥିବା ଭିଡିଓ ଭାଇରାଲ ପରେ ନିର୍ବାଚନ ଅଧିକାରୀଙ୍କୁ ଟୁଇଟ୍ କରି କାର୍ଯ୍ୟାନୁଷ୍ଠାନ ଦାବି କଲେ ପ୍ରିୟଙ୍କା; ନିର୍ବାଚନ ଦାୟିତ୍ୱରେ ଥିବା ଅଧିକାରୀଙ୍କୁ ରିପୋର୍ଟ ମାଗିଲେ ଇସି

8