ପ୍ରତିରକ୍ଷା କ୍ଷେତ୍ରରେ ଭାରତକୁ ବଡ ସଫଳତା : ଡିଆରଡିଓ ପକ୍ଷରୁ ଦେଶର ପ୍ରଥମ ମାନବ ବିହୀନ ଯୁଦ୍ଧବିମାନର ଉଡାଣ ସଫଳ, ସେନାର ବଢିବ ଶକ୍ତି; ନିକ୍ଷେପ କରିପାରିବ ଲେଜରଗାଇଡେଡ ବୋମା, ଆକାଶରୁ ଭୂପୃଷ୍ଠକୁ ମାଡ କରିପାରିବ ମିଜାଇଲ

23