ଦମ ଦେଖାଇଲା ବିରାଟ ବାହିନୀ । ଟି-ଟ୍ୱେଂଟି ସିରିଜର ପ୍ରଥମ ମୁକାବିଲାରେ ୱେଷ୍ଟଇଣ୍ଡିଜକୁ ୬ ୱିକେଟରେ ଧରାଶାୟୀ କଲା ଭାରତ । କାମ ଦେଲା କୋହଲି ଏବଂ ଲୋକେଶଙ୍କ ଅର୍ଦ୍ଧଶତକ-ଭାରତ, ୧-୦ରେ ସିରିଜ ଅଗ୍ରଣୀ ।

10